ନମସ୍କାର ବନ୍ଧୁଗଣ । ନୂତନ ବର୍ଷ ର ଆପଣ ସମସ୍ତ ଙ୍କୁ ଅନେକ ଅନେକ ଶୁଭେଛା । ନୂତନ ବର୍ଷ ର ଆରମ୍ଭ ରୁ ମାତା ଲକ୍ଷ୍ମୀ ଙ୍କର କୃପା ରୁ 4 ଟି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆଗକୁ ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ର ଆରମ୍ଭ ହେବାକୁ ଯାଉଛି । ସୂଚନା ରୁ ପ୍ରାପ୍ତ ହୋଇଛି କି ଦୀର୍ଘ 51 ବର୍ଷ ପରେ ଗ୍ରହ ମାନଙ୍କ ମଧ୍ୟରେ ହେବାକୁ ଯାଉଛି ଏହିପରି ଅଦ୍ଭୁତ୍ତ ମହାସଂଯୋଗ । ଯାହା ଫଳରେ ଏହି 5 ଗୋଟି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟ ବଦଳାଇବାକୁ ଯାଉଛି ।
ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରୁ ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନ ରେ ଧନ ଜନିତ କୌଣସି ସମସ୍ଯା ରହିବ ନାହିଁ । ଗ୍ରହ ର ଚଳନ କାରଣ ରୁ ବ୍ୟକ୍ତି ମାନଙ୍କ ଜୀବନ ରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଯଦି କୌଣସି ବ୍ୟକ୍ତି ର ଜୀବନ ରେ ଗ୍ରହ ମାନଙ୍କର ସ୍ଥିତି ଠିକ ଭାବରେ ଥାଏ,
ତେବେ ସେହି ବ୍ୟକ୍ତି କୁ ଅଳ୍ପ ପରିଶ୍ରମ ରେ ହିଁ ଅଧିକ ଫଳ ପ୍ରାପ୍ତ ହୋଇଯାଏ । ଏପରି ରେ ବର୍ତ୍ତମାନର ସମୟରେ ମଧ୍ୟ ଗ୍ରହ ମାନଙ୍କ ସ୍ଥିତି ର କାରଣ ରୁ ମାତା ଲକ୍ଷ୍ମୀ ନିଜର ବିଶେଷ କୃପା କଛି ବିଶେଷ ରାଶି ମାନଙ୍କ ଉପରେ କରିବାକୁ ଯାଉଛନ୍ତି । ସେହି ରାଶି ମାନଙ୍କ ମଧ୍ୟରେ ପ୍ରଥମ ରାଶି ଟି ହେଲା; ବୃଷ ରାଶି । ଏହି ରାଶିର ଲୋକ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପଡିବାକୁ ଯାଉଛି ।
ଯାହା ଦ୍ଵାରା ଏମାନଙ୍କୁ ନିଜ କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ସମୟରେ ଅଧିକ ରୁ ଅଧିକ ଲାଭ ଦେଖିବାକୁ ମିଳିବ । ଭାଗ୍ୟର ସହାୟତା ରେ ଏମାନେ ଜୀବନ ରେ ଖୁବ ତୀବ୍ରତା ର ସହ ଉନ୍ନତି କରିଚାଳିବେ । ନିଜ ଲୋକ ଙ୍କ ସହ ମଧ୍ୟ ଖୁବ ଭଲ ସମୟ ଅତିବାହିତ କରିବେ ।
ପରବର୍ତ୍ତୀ ରାଶି ଟି ହେଲା; ମିଥୁନ ରାଶି । ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରୁ ଆପଣ ମାନଙ୍କ ଜୀବନ ରେ ଏହି ସମୟ ଠାରୁ ସବୁ ପ୍ରକାରର ଆର୍ଥିକ ସମସ୍ଯା ଦୂର ହେବାକୁ ଯାଉଛି । ଆପଣ ମାନେ ଆସୁଥିବା ସମୟ ରେ ବହୁ ଦିନ ରୁ ଲାଗି ରହିଥିବା ଚିନ୍ତା ରୁ ମଧ୍ୟ ମୁକ୍ତ ହେବାକୁ ଯାଉଛନ୍ତି । ଆପଣ ମାନଙ୍କ ଜୀବନ ରେ ଏକ ଶୁଭାରମ୍ଭ ହେବାକୁ ଯାଉଛି । ଆଗାମୀ ରାଶି ଟି ହେଉଛି; ସିଂହ ରାଶି ।
ଆପଣ ମାନଙ୍କ ଜୀବନ ରେ ଥିବା ସବୁ ସମସ୍ୟାର ନାସ ଏହି ସମୟ ରୁ ହେବାକୁ ଯାଉଛି । ମାତା ଲକ୍ଷ୍ମୀ ଙ୍କ କୃପା ରୁ ଜୀବନ ରେ ସଫଳତା ପ୍ରାପ୍ତ କରିବେ । ଆପଣ ମାନେ ଆର୍ଥିକ ଚିନ୍ତା ରୁ ମଧ୍ୟ ମୁକ୍ତ ହୋଇଯିବେ । ଆଗାମୀ ରାଶି ଟି ହେଉଛି; କୁମ୍ଭ ରାଶି । ଆପଣ ମାନଙ୍କ ଉପରେ ମତ ଲକ୍ଷ୍ମୀ ଙ୍କର ବିଶେଷ କୃପା ପଡିବାକୁ ଯାଉଛି । ନୂତନ ବର୍ଷ ର ଆରମ୍ଭ ରୁ ହିଁ ଆପଣ ଙ୍କୁ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେବାକୁ ଲାଗିବ ।
ଜୀବନ ଟି ସଂପୂର୍ଣ୍ଣ ରୂପରେ ସୁଖ ଶାନ୍ତି ଓ ସମୃଦ୍ଧି ରେ ଭରିଯିବ । ଶେଷ ରାଶି ଟି ହେଉଛି ତୁଳା ରାଶି । ଆପଣ ମାନଙ୍କ ପାଇଁ ଏହି ନୂତନ ବର୍ଷ ଟି ବର୍ଷ ର ଆରମ୍ଭ ସହ ଉନ୍ନତି ର ଭିନ୍ନ ଭିନ୍ନ ଅବସର ମାନ ନେଇ କରି ଆସୁଛି । ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରୁ ଜୀବନ ରେ ଥିବା ସମସ୍ତ ଆର୍ଥିକ ଚିନ୍ତା ରୁ ମଧ୍ୟ ଆପଣ ଏହି ସମୟ ଠାରୁ ମୁକ୍ତ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ