ନମସ୍କାର ବନ୍ଧୁଗଣ ତେବେ ପ୍ରଭୁ ହନୁମାନ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ପରମ ଭକ୍ତ । ତାଙ୍କର କୃପା ଦ୍ରୁଷ୍ଟି ରହିଲେ ବ୍ୟକ୍ତି ଜୀବନରେ ସଫଳତା ପ୍ରାପ୍ତ କରିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରଭୁ ହନୁମାନଙ୍କର କିଛି ଖାସ ରାଶି ମାନେ ପ୍ରିୟ ହୋଇଥାନ୍ତି । ଏହି ରାଶି ମାନଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ଦ୍ରୁଷ୍ଟି ସର୍ବଦା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ କହିବାକୁ ଯାଉଛି ।
ତେବେ ଆପଣ ମାନଙ୍କୁ କହିବାକୁ ଚାହୁଁଛୁ ଯେ ଆସନ୍ତା ସମୟ ରେ ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ନୂତନ ପରିବର୍ତ୍ତନ ହେବାକୁ ଯାଉଛି । ଏମାନଙ୍କ ଜୀବନ ରେ ଖୁସି ର ବର୍ଷା ହେବାକୁ ଯାଉଛି ଏବଂ ଜ୍ୟୋତିଷ ଶାସ୍ତ୍ର ରେ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ରାଜଯୋଗ ର ସମ୍ଭାବନା ମଧ୍ୟ ରହିଛି ଏବଂ ଶୁଭ ସମୟର ଆଗମନ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ଏବଂ ପ୍ରଭୁ ବଜରଙ୍ଗବଲୀ ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ଙ୍କ ଜୀବନ ରେ କଣ ସବୁ ପରିବର୍ତ୍ତନ ଘଟିବାକୁ ଯାଉଛି ।
ଏହି ରାଶିର ଲୋକ ମାନଙ୍କୁ ବ୍ୟାପାରରେ ଅନେକ ଲାଭ ମିଳିବ । ଏମାନଙ୍କର ଆମଦାନୀ ବଢିଯିବ । ଏମାନଙ୍କର ପରିବାରରେ ଖୁସିର ଲହରୀ ଲାଗି ରହିବ । ଏମାନଙ୍କର ସମସ୍ତ ଯୋଜନା ସଫଳ ହେବ । ଏମାନଙ୍କର ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ । ଏମାନେ ଏହି ସମୟରେ ଅନେକ ସଫଳତା ପ୍ରାପ୍ତ କରିବେ ।
ବିଦ୍ୟାର୍ଥୀମାନେ ନିଜ କଷ୍ଟ ଅନୁସାରେ ଉଚିତ ଫଳ ପ୍ରାପ୍ତ କରିବେ । ତେଣୁ ବିଦ୍ୟାର୍ଥୀ ମାନଙ୍କୁ ଏହି ସମୟରେ ଉପଯୁକ୍ତ ପରିଶ୍ରମ କରିବା ଆବଶ୍ୟକ । ବୈବାହିକ ଜୀବନରେ ସୁଖ ଲାଗି ରହିବ । ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏମାନେ ଏହି ସମୟରେ ନିଜ ଜୀବନର ସବୁଠାରୁ ଅଧିକ ସଫଳତା ପ୍ରାପ୍ତ କରିବେ ।
ଏମାନଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଏହା ସହିତ ଏମାନଙ୍କୁ ପାରିବାରିକ ଓ ନିଜର ଜୀବନସାଥୀଙ୍କ ଠାରୁ ସହଯୋଗ ମଧ୍ୟ ପ୍ରାପ୍ତ ହେବ। କୁମ୍ଭ ରାଶି- ଏହି ରାଶିର ଲୋକମାନେ ଯଦି କୌଣସି କରଜ ବା ଧାର ଆଣିଥିବେ ତେବେ ତାହା ଏବେ ସୁଝି ହୋଇଯିବ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। କ୍ଳେଶ, ଅଶାନ୍ତି ଆଦି ଦୁରେଇ ଯିବ। ତେବେ ସେହି ରାଶି ଗୁଡିକ ହେଉଛି ମେଷ ରାଶି, ତୁଳା ରାଶି, ବିଛା ରାଶି, ଏବଂ କୁମ୍ଭ ରାଶି ।