ଆଜି ରାତିଠାରୁ 21 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି ରାଶିର ଚମକାଇବେ ଭାଗ୍ୟ ! କଣ ଆପଣଙ୍କର ରାଶି ଅଛି କି ?

ନମସ୍କାର ବନ୍ଧୁଗଣ । ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ଓ ସେମାନଙ୍କର ଗତି ବିଧି ମନୁଷ୍ୟ ମାନଙ୍କର ଜୀବନରେ ଉପରେ ଅନେକ ପ୍ରଭାବ ପକାଇଥାଏ। ଏହାଛଡା ସବୁ ଗ୍ରହ ମାନଙ୍କର ଜଣେ ଜଣେ ସ୍ଵାମୀ ରହିଥାନ୍ତି । ଶନିଗ୍ରହ ର ଦେବତା ଶନି ଭଗବାନଙ୍କୁ କୁହାଯାଇ ଥାଏ । ଏହା ବ୍ୟତୀତ ଶନିଦେବ ଙ୍କୁ ନ୍ୟାୟ ର ଦେବତା ତଥା କର୍ମ ଫଳଦାତା ବୋଲି ମଧ୍ୟ କୁହାଯାଇଥାଏ ।

ଶନି ଦେବ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ପ୍ରସନ୍ନ ହୋଇ ରହିଥାନ୍ତି, ସେହି ବ୍ୟକ୍ତି ଙ୍କର ଜୀବନରେ କୌଣସି ପ୍ରକାର ସୁଖ ସୁବିଧାର ଆଉ କମି ହୋଇ ନ ଥାଏ । କିନ୍ତୁ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ କୁପିତ ହୋଇ ହୋଇଥାନ୍ତି । ସେହି ବ୍ୟକ୍ତି ଟିର ସମ୍ପୂର୍ଣ୍ଣ ଜୀବନ ଦୁଃଖ ଓ ସମସ୍ଯା ରେ ଘେରି ହୋଇ ଯାଇଥାଏ ।

ଯେଉଁ ବ୍ୟକ୍ତି ଯେଉଁ ଭଳି କର୍ମ କରିଥାଏ ଶନିଦେବ ତାକୁ ସେହି ପରି ହିଁ ଫଳ ଦେଇଥାନ୍ତି । କିନ୍ତୁ କିଛି ରାଶିର ବ୍ୟକ୍ତି ଏପରି ହୋଇଥାନ୍ତି କି ଯେଉଁ ମାନଙ୍କ ଉପରେ ଶନିଦେବ ଖୁବ ଅଧିକ ପ୍ରସନ୍ନ ହୋଇ ରହିଥାନ୍ତି । ତେଣୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ଶନି ଦେବ ଙ୍କର ଅତ୍ୟନ୍ତ ପ୍ରିୟ ରାଶି ବୋଲି ମଧ୍ୟ କୁହାଯାଇଥାଏ ।

ସେହି ରାଶି ମାନଙ୍କ ମଧ୍ୟରୁ ପ୍ରଥମ ରାଶି ଟି ହେଉଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି ମାନେ ଖୁବ ଅଧିକ ସଚୋଟ୍ଟ ହୋଇ ରହି ଥାଆନ୍ତି । ଏମାନଙ୍କ ମଧ୍ୟ ରେ କୌଣସି କିଛି କ୍ଷ୍ଗାରାପ ଗୁଣ ରହି ନଥାଏ । ଏମାନେ ସବୁବେଳ ଅନ୍ୟ ଙ୍କୁ ଖୁବ ଅଧିକ ସାହାର୍ଯ୍ୟ କରିଥାନ୍ତି । ଏହି କାରଣ ରୁ ଏହି ରାଶିର ଲୋକ ମାନେ ଶନିଦେବ ଙ୍କର ଖୁବ ଅଧିକ ପ୍ରିୟ ହୋଇଥାନ୍ତି । ମକର ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭଗବାନ ଶନି । ଏହି କାରଣ ରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଭଗବାନ ଖୁବ ଅଧିକ ପ୍ରସନ୍ନ ହୋଇ ରହିଥାନ୍ତି ।

ଭଗବାନ ଶନି ଦେବ ନିଜର ବିଶେଷ କୃପା ଦୃଷ୍ଟି ଏହି ରାଶିର ଲୋକ ମାନଙ୍କ ଉପରେ ବନାଇ ସବୁବେଳେ ରଖିଥାନ୍ତି । ପରବର୍ତ୍ତୀ ରାଶି ଟି ହେଉଛି ସିଂହ ରାଶି । ଏହି ରାଶିର ଲୋକ ମାନେ ଖୁବ ଅଧିକ ପରିଶ୍ରମୀ ହୋଇଥାନ୍ତି । ଏହା ସହ ଏମାନେ ନ୍ୟାୟ ପ୍ରିୟ ମଧ୍ୟ ହୋଇ ଥାନ୍ତି ।

ତାହାସହ ସବୁବେଳେ ସତ ସହ ରହିବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ ଏହି ରାଶିର ଲୋକ ମାନଙ୍କ ଉପରେ ଶନି ଭଗବାନ ସବୁବେଳେ ପ୍ରଶନ୍ନ ହୋଇ ରହିଥା’ନ୍ତି । ଚତୁର୍ଥ ରାଶି ଟି ହେଉଛି ମେଷ ରାଶି। ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ଅନ୍ୟର ସାହାର୍ଯ୍ୟ କରିବାକୁ ତତ୍ପର ହୋଇ ରହିଥାନ୍ତି ।

ଏହି ମାନଙ୍କର ଏହି ଗୁଣ ର କାରଣ ରୁ ଏହି ରାଶିର ଲୋକ ମାନେ ଶନି ଭଗବାନ ଙ୍କର ଖୁବ ଅଧିକ ପ୍ରିୟ ହୋଇ ରହିଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଭଗବାନ ଙ୍କର ଆଶୀର୍ବାଦ ସବୁବେଳେ ଲାଗି ରହିଥାଏ । ଆପଣ ମାନଙ୍କ ମଧ୍ୟରେ ଯେଉଁ ମାନଙ୍କର ରାଶି ଏହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରୁ କୌଣସି ଏକ ରାଶି ହୋଇଥାଏ, ସେମାନେ କମେଣ୍ଟ ମାଧ୍ୟମରେ ଆମକୁ ତାହା ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *