ଆଜି ଠାରୁ 500 ବର୍ଷ ପର୍ଯ୍ୟନ୍ତ ଧନ ଲୁଟାଇବେ ଶନିଦେବ, ସେହି ରାଶି ଆପଣଙ୍କର ନୁହେଁ ତ…. Astro Predict

ଦର୍ଶକ ବନ୍ଧୁ ଭଗବାନ ଶନିଦେବ ଏହି 6ଟି ରାଶିଙ୍କ ଉପରେ ଅଧିକ ପ୍ରସନ୍ନ ହେବାକୁ ଯାଉଛନ୍ତି । ଭଗବାନ ଶନି ନିଜେ ରକ୍ଷା କରନ୍ତି ଏହି 6ଟି ରାଶିଙ୍କ ବ୍ୟକ୍ତି ମାନଙ୍କୁ । ହିନ୍ଦୁ ଧର୍ମରେ ଭଗବାନ ଶନିଙ୍କୁ ନ୍ୟାୟାର ଦାତା କୁହାଯାଏ । ଏହା ସହ ଭଗବାନ ଶନିକୁ ପାପ ର ଦାତା ମଧ୍ୟ କୁହଯାଏ । କାରଣ ଯେଉଁ ବ୍ୟକ୍ତି ଜେଭଳି କର୍ମ କରିଥାଏ ତାକୁ ଭଗବାନ ଶନି ସେଭଳି ଫଳ ଦେଇଥାନ୍ତି ।

ଶନିଦେବ ଙ୍କ କୃପା ହେଲେ ବ୍ୟକ୍ତି ଜୀବନରେ ସୁଖ ଆସିଥାଏ । ଯେଉଁ ବ୍ୟକ୍ତି ଖରାପ କର୍ମ କରେ ତାକୁ ଦଣ୍ଡ ଓ ଭଲ କର୍ମ କରିଲେ ଭଲ ଫଳ ଦେଇଥାନ୍ତି ଭଗବାନ ଶନି । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ । ମିଥୁନ ରାଶି : ଭଗବାନ ଶନିଙ୍କ ପ୍ରିୟ ରାଶି ମିଥୁନ ରାଶି । ଏମାନେ ସଚ୍ଚା ହୃଦୟର ବ୍ୟକ୍ତି ଅଟନ୍ତି । ଏମାନେ କିଛି ଖରାପ ଗୁଣ ନ ଥାଏ । ଏମାନେ ଲୋକଙ୍କୁ ସାହାଜ୍ୟ କରିବା ସହ ଜୀବନ ଖୁସିରେ ବ୍ଯତୀତ କରନ୍ତି । ଏମାନଙ୍କ ଉପରେ ହଗବାନ ଶନିଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ ।

ମକର ରାଶି : ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଭଗବାନ ଶନି । ଏଣୁ ଏହି ଲୋକଙ୍କ ଉପରେ ଭଗବାନ ଶନିଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିଥାଏ । ଏମାନଙ୍କ ଜୀବନରେ ସୁଖ ପ୍ରଦାନ କରିଥାନ୍ତି ଭଗବାନ ଶନିଦେବ । ଏମାନେ ନିଜ ପର୍ସରେ ମୟୁର ପଙ୍ଖା ରଖିବା ଦ୍ଵାରା ରାହୁ ଓ କେତୁ ଆପଣଙ୍କ ଉପରେ ପ୍ରଭାବ ପକାଇବେ ନାହି ।

ସିଂହ ରାଶି : ଏହି ରାଶିର ଲୋକ ମାନେ ବହୁତ ମେହନତୀ ହୋଇଥାନ୍ତି । ଏମାନେ ଅନ୍ୟଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ଭଗବାନ ଶନିଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସିଥାନ୍ତି । ଯେଉଁ ମାନେ ଅସହାୟ ବ୍ୟକ୍ତିଙ୍କ ସାହାଜ୍ଯ କରନ୍ତି ଏମାନେ ଭଗବାନ ଶନିଙ୍କର ଅତି ପ୍ରିୟ ଅଟନ୍ତି ।

ତୁଳା ରାଶି : ଏହି ରାଶିର ଲୋକ ମାନେ ଅନ୍ୟ ମାନଙ୍କୁ ସାହାଜ୍ଯ କରିଲା ଭଳି ହୋଇଥାନ୍ତି । ଏମାନଙ୍କ ଠାରେ ସାହସିକତା ରହିଥାଏ । ଏମାନେ ନିଜ ଜୀବନକୁ ସୁଖରେ ବ୍ଯତୀତ କରନ୍ତି । ଭଗବାନ ଶନିକୁ ଏହି ରାଶିର ଲୋକ ବହୁତ ପସନ୍ଦ ଆସନ୍ତି । ସାମାଜରେ ମାନ ସମାନ ବୃଦ୍ଧି ପାଇଥାଏ ।

କୁମ୍ଭ ରାଶି : ଏମାନେ ତରବର ହୋଇ ନିସ୍ପତି ନିଅନ୍ତି ନାହି । ଏମାନେ କମ କରିବା ଆଗରୁ ବିଚାର କରନ୍ତି । ଏମାନଙ୍କର ପରିବାର ଓ ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିଥାଏ । ଏମାନେ ଯେତେ ଦୁଖରେ ଥିଲେ ବି କାହାକୁ ଦୁଖରେ ଦିଅନ୍ତି ନାହି ।

କର୍କଟ ଅଶି : କର୍କଟ ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶନିଦେବ । ଏମାନେ ସରଳ ଓ ଶାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଏମାନେ ଭଗବାନ ଶନିଙ୍କ ଉପାସନା କରିବା ଜରୁରୀ ଅଟେ । ଏମାନେ ସମ୍ପର୍କକୁ ନେଇ ସିରିଏସ ହୋଇଥାନ୍ତି । ଏମାନେ ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତି ଯାହା ଭଗବାନ ଶନିଙ୍କ ପ୍ରିୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *