ଅକାଳ ମୃତ୍ୟୁ ଆଉ ଗରିବି ଆସିବାର 5ଟି ବଡ ମୁଖ୍ୟ କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- Sri Krishna Vani

ବନ୍ଧୁଗଣ ଜୀବନରେ କରିଥିବା ଛୋଟ ଛୋଟ ଭୁଲ ମଧ୍ୟ ବେଳେ ବେଳେ ଖୁବ ବଡ ପରିଣାମ ଜୀବନରେ ନେଇ ଆସିଥାଏ । ଅଧିକାଂଶ ସମୟ ରେ କରିଥିବା ଛୋଟ ଭୁଲ ମଧ୍ୟ ଜୀବନ ରେ ଏକ ବଡ ସମସ୍ଯା ନେଇ ଆସିଥାଏ । ଏପରିକି ଏହି ଭୁଲ ର କାରଣ ରୁ ଘଋ ଦରଦ୍ରତା ର ସମ୍ମୁଖୀନ ହେବାକୁ ପଡିଥାଏ । ଏହାସହ ଅକାଳ ମୃତ୍ୟୁ ର ମଧ୍ୟ ସାମନା ହେବାକୁ ପଡିଥାଏ ।

ଆପଣଙ୍କ ସହ ଯଦି ଆଜୀବନରେ କିଛି ଏପରି ହେଉଥାଏ ତେବେ ଆପଣ ଏହି ପିୟସ୍ତ ଟି ନିଶ୍ଚୟ ପଢନ୍ତୁ । ଘରେ ଏହି 5 ଟି ଭୁଲ କୁ କେବେ ମଧ୍ୟ ହେବାକୁ ଦିଅନ୍ତୁ ନାହିଁ । ପ୍ରଥମ ଟି ହେଲା, ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ 1 ରୁ ଅଧିକ ଛୁରୀ ରଖନ୍ତୁ ନାହିଁ ଏହା ଦ୍ଵାରା ଘରେ ନକାରତ୍ମକତା ବଢିଥାଏ ।

ଏହାସହ ସକାଳ ସମୟ ରେ କେବେ ମଧ୍ୟ ଛୁରୀ ବ କୌଣସି ଧାରୁଆ ଜିନିଷ ର ମୁଖ କୁ ଦେଖନ୍ତୁ ନାହିଁ । କାରଣ ଏହାଦ୍ଵାରା ସଂପୂର୍ଣ୍ଣ ଦିନ ଟି ନକରାତ୍ମକ ରେ ଭରି ଯାଇଥାଏ । ଦ୍ଵିତୀୟ ରେ ଯେଉଁ ଘରେ ନାଗ ଫେଣୀ ଗଛ ରହିଥାଏ, ସେହି ଘରର ସର୍ବନାଶ ଖୁବ ଶୀଘ୍ର ହୋଇଥାଏ ।

ଏହାସହ ବାସ୍ତୁଶାସ୍ତ୍ର ଅନୁସାରେ ମଧ୍ୟ ଘରେ କଣ୍ଟା ଜାତୀୟ ଗଛ ଥିବା ଦ୍ଵାରା ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ତୃତୀୟ ରେ ମାସିକ ଧର୍ମ ଚାଲୁଥିବା ସମୟରେ ଯଦି କୌଣସି ମହିଳା ତୁଳସୀ ଗଛରେ ଜଳ ଦେଇଥାଏ, ତେବେ ସେହି ମହିଳା ଘରେ ଅକାଳ ମୃତ୍ୟୁ ମଧ୍ୟ ମାଡି ଆସିଥାଏ ।

ତେଣୁ କୌଣସି ମହିଳା କୁ ମଧ୍ୟ ମାସିକ ଧର୍ମ ଚାଲୁଥିବା ସମୟରେ ତୁଳସୀ ଗଛ ରେ ଜଳ ଦେବା ତ ଦୂରର କଥା ତୁଳସୀ ଗଛ ନିକଟ କୁ ମଧ୍ୟ ଯିବା ଉଚିତ ହୋଇ ନ ଥାଏ । ଚତୁର୍ଥ ରେ ଘରେ ଯଦି ଭଙ୍ଗା ରୁଜା ଇଟା ପଥର ମାନ ରହିଥାଏ ବା ଭଙ୍ଗା ଖଟ ବା କୌଣସି ଭଙ୍ଗା ଜିନିଷ କିଛି ରହିଥାଏ, ତେବେ ଏହାଦ୍ଵାରା ଘରର ନକାରତ୍ମକତା ମଧ୍ୟ ବଢି ଯାଇଥାଏ ।

ଘରେ ଭଙ୍ଗା ଅଇନା ରଖିବା ଦ୍ଵାରା ମଧ୍ୟ ଘରେ ନକରାତ୍ମକତା ଅବଧି ଯାଇଥାଏ । ତେଣୁ ଘରେ ଏହି ସବୁ ଜିନିଷ କୁ ରଖିବା ଉଚିତ ହୋଇ ନଥାଏ । ଯେଉଁ ଘରେ ବୁଢିଆଣୀ ଜାଲ ରହିଥାଏ ସେହି ସ୍ଥାନକୁ ମାତା ଲକ୍ଷ୍ମୀ ତ୍ୟାଗ କରି ଦେଇଥାନ୍ତି । କାରଣ ଜାଲ ନକରାତ୍ମକ ଶକ୍ତି କୁ ଆକର୍ଷିତ କରିଥାଏ । ଘରେ ଯଦି ମେହେନ୍ଦୀ ଗଛ ଥାଏ, ତେବେ ତୁରନ୍ତ ହିଁ ସେହି ଗଛ କୁ ଘରୁ ବାହାର କରି ଦିଅନ୍ତୁ ।

ଅମୃତଭଣ୍ଡା ଗଛ କୁ ମଧ୍ୟ ଘରେ ରଖିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ର ବୃଦ୍ଧି ହୋଇଥାଏ । ନକରାତ୍ମକ ଶକ୍ତିର ପ୍ରଭାବରୁ ଘରେ ଦୁଃଖ କଷ୍ଟ ଦରିଦ୍ରତା ଓ ଅକାଳ ମୃତ୍ୟୁ ଭଳି ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *