ଅକ୍ଷୟ ତୃତୀୟ ପର ଠାରୁ 4 ଟି ରାଶିରେ ରାଜଯୋଗ, ମା’ ଲକ୍ଷ୍ମୀଙ୍କ କୃପାରୁ ମିଳିବ ପୁଳା ପୁଳା ଟଙ୍କା, ଦେଖନ୍ତୁ ଆପଣଙ୍କ ରାଶି ତ ନାହିଁ

ବନ୍ଧୁଗଣ ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ଆମର ଧାନ ବୁଣା କାମ ଆରମ୍ଭ ହୋଇଥାଏ । ଏହି ଦିନ ବହୁତ ଶୁଭ ଦିନ ହୋଇଥାଏ । ଏହି ଦିନ ଶୁଭ କାମ ଆଦି କରାଯାଏ । ଏହା ମାସର ତୃତୀୟ ଦିନ ଅଟେ ତେଣୁ ଏହାକୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ । ଏହି ଦିନ ନୂଆ ଜାଗା, ସୁନା, ରୂପା କିଣିବା ଶୁଭ ବୋଲି କୁହାଯାଇଥାଏ ।

ତେବେ ଜ୍ୟୋତିଷ ଶାସ୍ତ୍ର ଆମ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁଯାୟୀ ଗ୍ରହ ମାନଙ୍କ ମଧ୍ୟରେ ଏପରି ସଂଯୋଗ ବନୁଛି ଯେ ଅକ୍ଷୟ ତୃତୀୟା ପରେ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ଏହି ୪ ଗୋଟି ରାଶି ଉପରେ ରହିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଖୁସିର ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ।

ସିଂହ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଖୁସିର ଲହରୀ ଖେଳିବାକୁ ଯାଉଅଛି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିବାକୁ ଯାଉଛି । ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ସ୍ଥିତି ମଜବୁତ ରହିବ । କୌଣସି ନୂଆ ଯାନ ବାହନ କିଣି ପାରନ୍ତି ।

କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାନେ ଖୁବ ଶୀଘ୍ର କୌଣସି ଖୁସି ଖବର ପାଇବାକୁ ଯାଇଛନ୍ତି । ଆପଣଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି । ଆପଣ ଚାକିରି ଖୋଜୁଥିଲେ ଖୁବ ଶୀଘ୍ର ଭଲ ଚାକିରୀ ପାଇବେ । ଚାକିରି କରୁଥିବା ବ୍ୟକ୍ତି ଏବେ ପ୍ରମୋସନ ପାଇପାରନ୍ତି । ପରିବାରରେ ସୁଖ ଶାନ୍ତି ଲାଗି ରହିବ ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନ ଲାଭ ହେବ । ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଦୁଃଖର ଦିନ ଶେଷ ହେବାକୁ ଯାଉଛି । ଆପଣ ଖୁବ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେବେ ।

କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭ ହେବ । ଆପଣ କୌଣସି ନୃତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହା ସଠିକ ସମୟ ଅଟେ । ଆପଣଙ୍କ ଜୀବନରେ ଖୁସି ଲାଗି ରହିବ । ବୈବାହିକ ଜୀବନ ସୁଖମୟ ରହିବ । ସନ୍ତାନ ସୁଖ ପ୍ରାପ୍ତି ହେବ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *