ବନ୍ଧୁଗଣ ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ଏହି ଜିନିଷ ଗୁଡ଼ିକ ରଖନ୍ତୁ ନାହିଁ । ଏହା ରଖିବା ଦ୍ୱାରା ଆଲମାରୀ ସଫା ହୋଇଯାଏ । ଯାହା ଫଳରେ ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇଯାଇଥାଏ । ଯଦି ଆପଣ ଧନୀ ହୋଇଥିବେ ଆପଣ ମଧ୍ୟ କାଙ୍ଗାଳ ହୋଇଯିବେ । ବାସ୍ତୁଶାସ୍ତ୍ର ଅନୁସାରେ ଆଲମାରୀ ରେ ପଇସା ରଖିବାର ସ୍ଥାନ ସ୍ଵତନ୍ତ୍ର ହୋଇଥାଏ । ଯେଉଁଠାରେ ଧନ କିମ୍ବା ଟଙ୍କା ରଖିଛନ୍ତି ସେଠାରେ ଏ ସବୁ ଜିନିଷ ରଖନ୍ତୁ ନାହିଁ । ଏପରି କରିବା ଦ୍ବାରା ଭୟଙ୍କରୀ ଗରିବୀ ଆସିଥାଏ ।
ଅଯଥା ଖର୍ଚ୍ଚ ମଧ୍ୟ ବଢ଼ିଯାଇଥାଏ । ପ୍ରତି ମୁହୂର୍ତ୍ତରେ ଆପଣଙ୍କ ଘରେ ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ଉପୁଜି ଥାଏ । ସେଥିପାଇଁ ଯଦି ଆପଣଙ୍କ ଆଲମାରୀ ରେ ଏପରି ଜିନିଷ ରହିଛି ତେବେ ଅଲଗା କରି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ କଣ –
୧. ଆଲମାରୀ ରେ ଜୀବିତ ନଥିବା ବ୍ୟକ୍ତିଙ୍କ ଫଟୋ ରଖିବା କଥା ନୁହେଁ । ଏହା ଦ୍ୱାରା ଘରେ ନକାରାତ୍ମକ ଭାବନା ଆସିଥାଏ । ଏବଂ ମାଆ ଲକ୍ଷ୍ମୀ ସେ ଘର ଛାଡି ପଳାନ୍ତି । ଏବଂ ଆପଣ ଗରିବ ପାଲଟି ଯାଆନ୍ତି । ଏହା ଦ୍ବାରା ଆପଣ ଚାହୁଁନଥିବା ଜାଗାରେ ଅଯଥା ଖର୍ଚ୍ଚ ହେବ । ଏବଂ ଧୀରେ ଧୀରେ ଧନ ଆଲମାରୀ ରେ ସାରିବାକୁ ଲାଗିଥାଏ ।
୨. ଆଲମାରୀ ରେ ଧନ ରଖାଯାଇଥାଏ । ସେଠାରେ ଅଦରକାରୀ କାଗଜ ପତ୍ର ରଖନ୍ତୁ ନାହିଁ କିମ୍ବା ଅଯଥାରେ ଅଳିଆ କରନ୍ତୁ ନାହିଁ । ଏପରି ଆଲମାରୀ କୁ ବାସ୍ତୁଶାସ୍ତ୍ର ଅନୁସାରେ ଶୁଭ ମାନାଯାଇନଥାଏ । ଏହା ଦ୍ୱାରା ଧନ ବର୍ବାଦ ହୋଇଥାଏ । ଓ ଧୀରେ ଧୀରେ ଗରିବୀ ମାଡ଼ି ଆସିଥାଏ ।
୩.ଆପଣ ଯେଉଁଠାରେ ଧନ ରଖିଛନ୍ତି ସେଠାରେ ନାଲି ରଙ୍ଗର ବସ୍ତ୍ର କିମ୍ବା କପଡା ନିଶ୍ଚୟ ବିଛାନ୍ତୁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏବଂ ଏପରି ସ୍ଥାନରେ ମାତା ଲକ୍ଷ୍ମୀ ସବୁବେଳେ ରହିଥାନ୍ତି । ଏବଂ କେବେ ବି ଅଭାବ ହୋଇନଥାଏ ।
୪. ଆଲମାରୀ ର ମୁହିଁ କେବେବି ଦକ୍ଷିଣ କିମ୍ବା ପଶ୍ଚିମ ପଟକୁ ଖୋଲନ୍ତୁ ନାହିଁ । ଏହା ଦ୍ବାରା ଗରିବୀ ଆସିଥାଏ । ଘରେ ଦୁଃଖ କିମ୍ବା ଅଶାନ୍ତି ସବୁବେଳେ ଆସିଥାଏ । ଏବଂ ଦୁଖ ଓ ଗରିବୀ ସବୁବେଳେ ଲାଗିରହିଥାଏ । ସେଥିପାଇଁ ଆଲମାରୀ କୁ ସବୁବେଳେ ପୂର୍ବ ଓ ଉତ୍ତର ଦିଗକୁ ଖୋଲିବା ଦରକାର । ଏହି ସବୁ ଦିଗପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଯାହା ଫଳରେ ସବୁବେଳେ ଘରେ ସୁଖଶାନ୍ତି ବଜାୟ ରହିବ । ଏହି ପୋଷ୍ଟ ଟି ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।