ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ୨ ମିନିଟରେ ୩ ଥର ପାଣିରେ ମିଶେଇ ପିଅନ୍ତୁ, ସବୁ ହେଇଯିବ ଭଲ, କରନ୍ତୁ ଏହି ଘରୋଇ ଉପାୟ… ( Healthy Tips )

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତାଛଡା ତାଙ୍କ ଗୋଡ ହାତ ବିନ୍ଧା ମଧ୍ୟ ହେଉଛି କିନ୍ତୁ ଯଦି ଏହି ବିନ୍ଧା ବିନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁର୍ବଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ ।

ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ ।

ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

ତେବେ ବେଳେବେଳେ ଆମ ଆଣ୍ଠୁଗଣ୍ଠି, ଅଣ୍ଟା ଓ ଗୋଇଠିରେ ଏତେ ଯନ୍ତ୍ରଣା ହୋଇଥାଏ ଯେ ଆମକୁ ତାହା ଅସହ୍ୟ ଲାଗିଥାଏ । ବିଶେଷ କରି ବୟସ୍କ ଲୋକଙ୍କର ଏହି ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ । ଅନେକ ଔଷଧ ଖାଇବା ଓ ଲଗାଇବା ସତ୍ତ୍ୱେ ଏହା ଭଲ ହୋଇ ନଥାଏ । ସେଥିପାଇଁ ଆପଣଙ୍କ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଆୟୁର୍ବେଦିକ ଉପଚାର ନେଇ ଆସିଛୁ । ଏହାର ପ୍ରୟୋଗ ଦ୍ଵାରା ବହୁତ ଆରାମ ମିଳିଥାଏ ।

ତେବେ ପ୍ରଥମେ ଆପଣ କିଛି ଗୋଲମରିଚ ନିଅନ୍ତୁ ଏବଂ ପରେ ଏକ ଅଦାକୁ ଛେଳି ପକେଇ ଦିଅନ୍ତୁ ତେବେ ପରେ ଗୋଟିଏ ଗିଲାସ କ୍ଷୀର ନେଇ ଗ୍ୟାସ ଲଗାନ୍ତୁ ଏବଂ ଏହି ସବୁ କୁ ଭଲ ଭାବରେ ଫୁଟାଇବାକୁ ଛାଡି ଦିଅନ୍ତୁ । ତେବେ କ୍ଷୀର ଭଲ ଭାବରେ ଫୁଟିଗଲା ପରେ ତାକୁ ଟିକେ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏବଂ ଭଲ ଭାବରେ ଛାଣିକି ଯଦି ସ୍ୱାଦ ବଢ଼େଇବା ପାଇଁ ଚାହୁଁଛନ୍ତି ତେବେ ଟିକେ ମିଶ୍ରୀ କୁ ଗୁଣ୍ଡ କରି ପକେଇ ଦିଅନ୍ତୁ ଏବଂ ସେଵନ କରନ୍ତୁ ଦେଖିବେ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଏବଂ ଅଣ୍ଟା ବିନ୍ଧା ଆଦି ସବୁ ଭଲ ହୋଇଯିବ ।

Leave a Reply

Your email address will not be published. Required fields are marked *