ବନ୍ଧୁଗଣ ଆଜି ଆମେ ଜାଣିବା କର୍ପୁର କିପରି ପ୍ରୟୋଗ କରି ବ୍ୟକ୍ତିର ଜୀବନରେ ଆସିଥିବା ସମସ୍ତ ସମସ୍ୟା ଓ ଧନର ଅଭାବ ଦୂର ହୋଇଥାଏ । ହିନ୍ଦୁ ଧର୍ମରେ କର୍ପୁର କୁ ଏକ ପବିତ୍ର ବସ୍ତୁ ଭାବରେ ବିଚାର କରାଯାଇଛି । ପ୍ରତେକ ପୂଜା ସମୟରେ ଏହା କାର୍ଯ୍ୟରେ ଲାଗିଥାଏ । ପୂଜା କିମ୍ବା ହୋମ କରିବା ସମୟରେ ଯେତେବେଳେ ଆମେ କର୍ପୁର ଜଳାଇଥାଉ ସେହି ସମୟରେ ସେଥିରୁ ବାହାରୁଥିବା ଧୂଆଁ ଆଖ ପାଖରେ ଥିବା ନକରାତ୍ମକ ଉର୍ଜା କୁ ନଷ୍ଟ କରିଥାଏ । ତେବେ ଆସନ୍ତୁ ଜାଣିବା କର୍ପୁର ର କେତେଗୁଡ଼ିଏ ଉପକାରିତା ବିଷୟରେ ।
ଯଦି କୌଣସି ବ୍ୟକ୍ତିର କାଳସର୍ପ ଯୋଗ କିମ୍ବା ପିତୃ ଦୋଷ ରହିଛି ତେବେ ତାର ଶାନ୍ତି ପାଇଁ ଘରର ଶୌଚାଳୟ ରେ ଅଳ୍ପ ଦେଶୀ କର୍ପୁର ରଖିଦିଅନ୍ତୁ । ଏବଂ ନିଶ୍ଚିନ୍ତ ହୋଇଯାଆନ୍ତୁ କାରଣ ଏହା ଦ୍ବାରା ଆପଣଙ୍କ କାଳସର୍ପ ଯୋଗ ଓ ପିତୃ ଦୋଷରୁ ମୁକ୍ତି ମିଳି ଥାଏ ।
ଘରେ ଯଦି ସକାରାତ୍ମକ ଉର୍ଜା ଏବଂ ଶାନ୍ତିର ବାତାବରଣ ଚାହୁଁଛନ୍ତି ତେବେ ସକାଳେ ଏବଂ ସନ୍ଧ୍ୟାବେଳେ ପୂଜା ସମୟରେ ଘରେ କପୁରରେ ଘିଅ ଭିଜେଇ ଜଳାନ୍ତୁ । ଏବଂ ସମ୍ପୂର୍ଣ୍ଣ ଘରେ ଏହାର ବାସ୍ନାକୁ ଖେଳିବାକୁ ଦିଅନ୍ତୁ । ଏପରି କରିବା ଦ୍ବାରା ଘରର ନକାରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ।
ଯଦି ଆପଣଙ୍କ ବିବାହ ରେ ବାଧା ଆସୁଛି କିମ୍ବା ବିବାହ ରେ ବିଳମ୍ବ ହେଉଛି ତେବେ ଏହି ଉପାୟ ନିଶ୍ଚୟ କରି ଦେଖନ୍ତୁ । ବିବାହ ଜନିତ ବାଧା ବିଷୟରେ ବହୁତ ଭଲ କାମ କରିଥାଏ । ୩୬ ଟି ଲବଙ୍ଗ ଏବଂ ୬ ଟି କର୍ପୁର ନିଅନ୍ତୁ । ଏଥିରେ କିଛି ହଳଦୀ ଏବଂ ଅରୁଆ ଚାଉଳ ମିଶାଇ ଏହାକୁ ମା ଦୁର୍ଗାଙ୍କୁ ଆହୁତି ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ବିବାହ ରେ ଆସୁଥିବା ବାଧା ଅତି ଶୀଘ୍ର ଦୂର ହୋଇଥାଏ ।
କର୍ପୁରର ତେଲ ଦୁଇ ଥୋପା ଯଦି ଗାଧେଇବା ସମୟରେ ପାଣିରେ ମିଶାଇ ଆପଣ ଗଧୌଛନ୍ତି ତେବେ ଭାଗ୍ୟର ତାଲା ଖୋଳିଥାଏ । ଏବଂ ଶରୀରର ସମସ୍ତ ନକାରାତ୍ମକ ଉର୍ଜା ସମାପ୍ତ ହୋଇଥାଏ । ଏହା ଦ୍ବାରା ଧନ ଲାଭ ମଧ୍ୟ ହୋଇଥାଏ । ବ୍ୟକ୍ତିର ସମସ୍ତ ଚିନ୍ତା ଦୂର ହୋଇଥାଏ ।
ଯଦି ଆପଣ ରାତିରେ ହନୁମାନ ଚାଳିଶା ପଢ଼ି ସାରିବା ପରେ ଦୁଇଟି କର୍ପୁର ଜଳାଇବେ ଏହା ଦ୍ୱାରା କ୍ରୋଧ ଶାନ୍ତ ହେବା ସହିତ ଆକସ୍ମିକ ଦୁର୍ଘଟଣା ର ସମ୍ଭାବନା କମିଯାଏ । ଏବଂ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ଲାଭ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।