ଆପଣ ଯାହା ପାଇଁ ତଡପୁଛନ୍ତି ତାଙ୍କ ନାମ ଭାବି ବାଛନ୍ତୁ ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ସେ ଆପଣଙ୍କ ପାଇଁ କଣ ଭାବୁଛନ୍ତି- Tarot Card Reading

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ  3ଟି ନମ୍ବର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୁଜ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଏବେ କଣ ଚାଲିଛି ଆପଣଙ୍କ ପାଇଁ । ସେ ଆପଣଙ୍କର ଲଭର, ବନ୍ଧୁ ବା ପରିବାରର କୌଣସି ସଦସ୍ୟ ହୋଇପାରନ୍ତି । ଆପଣ ଯାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ମନରେ କଣ ରହିଛି ଆପଣଙ୍କ ପାଇଁ ତାହା ଜାଣି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

ପ୍ରଥମ ନମ୍ବର:- ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଯାହା ପାଇଁ ବି ବିଚଳିତ ହେଉଛନ୍ତି ସେ ମଧ୍ୟ ଆପଣଙ୍କ ପାଇଁ ସେତିକି ବିଚଳିତ ଅଛନ୍ତି ଆଉ ଆପଣଙ୍କୁ ମିସ କରୁଛନ୍ତି । ସେ ଆପଣଙ୍କ ପାଇଁ ଏତେ ତଡପୁଛନ୍ତି କି ଆପଣଙ୍କ ବିନା ରହି ପାରୁ ନାହାନ୍ତି ।

ଦିତୀୟ ନମ୍ବର:- ଯଦି ଆପଣ ଦିତୀୟ ନମ୍ବର ଚୟନ କରିଛନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ଭରପୁର ଭଲ ପାଇବା ରହିଛି । ଆପଣଙ୍କ ବିନା ସେ ଗୋଟେ ମୂହୁର୍ତ୍ତ ବି ବଞ୍ଚି ପାରିବେ ନାହି । ଆପଣଙ୍କ ବିନା ତାଙ୍କ ଲାଇଫ ଅଧୁରା ଅଟେ । ସେ ଆପଣଙ୍କ ବିନା ନିଜ ଜୀବନର ଗୋଟେ ପଦ ଇ ଆଗକୁ ବଢାଇବାକୁ ଚିନ୍ତା କରିପାରୁ ନାହାନ୍ତି ।

ତୃତୀୟ ନମ୍ବର:- ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ସେ ଆପଣଙ୍କୁ ଏମିତି ଭାବୁଛନ୍ତି କି ଆପଣ ବହୁତ ଚିନ୍ତାରେ ରହୁଛନ୍ତି । ଆପଣ ବାଲାନ୍ସ ରଖୁଛନ୍ତି ତଥାପି ଚିନ୍ତାରେ ରହୁଛନ୍ତି । ଆପଣ ସବୁବେଳେ କନ୍ଫ୍ୟୁଜ ରହୁଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ଏତେ ଟେନସନ ନେଉଛନ୍ତି ଯାହା ଦରକାର ଠାରୁ ଅଧିକା ହେଉଛି ।

ଆପଣ ଠିକ ନିସ୍ପତି ନେଇପାରୁ ନାହାନ୍ତି । ଆପଣ ସମସ୍ତଙ୍କୁ ଖୁସି ରେ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ତାହା ସମ୍ଭବ ନୁହେଁ । ଆପଣ ନିଜ କଥାକୁ ପରିବର୍ତ୍ତନ କରୁଛନ୍ତି । ସେ ଭାବୁଛନ୍ତି ଆପଣଙ୍କୁ ଜୀବନରେ ଯଦି ସବୁ କିଛି ମିଳିଯାଏ ତେବେ ବି ଆପଣ ଚିନ୍ତାରେ ରହିବେ । ତେବେ ଆପଣ କେଉଁ ନମ୍ବର ବାଚିଛନତି ମାକାଉ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *