ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ରିଡିଂ ଯାହା ଆପଣ ସମସ୍ତଙ୍କୁ ଖୁବ ଅଧିକ ଅସନ୍ଦ ଆସିବ । ପ୍ରତ୍ଯେକ ବ୍ୟକ୍ତି ର ଏହା ଜାଣିବାକୁ ଇଛା ରହିଥାଏ କି ତାଙ୍କର ବିବାହ କିପରି ହେବ, କାହା ସହ ହେବ କେଉଁ ଭଳି ବିବାହ ହେବ । ଏହିଭଳି ସମସ୍ତ ପ୍ରଶ୍ନ ର ଉତ୍ତର ରୂପରେ ଆଜି ଆପଣ ମାନଙ୍କ ପାଇଁ ଏହି ବିଷୟ ଟିକୁ ନେଇ ଆସିଛୁ । ନିମ୍ନୋକ୍ତ ଦୁଇଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
ପ୍ରଥମ ନମ୍ବର : ଏହି ନମ୍ବର ଏହା ଜଣାଉଛି କି ଆପଣଙ୍କ ବିବାହରେ କେହି ଖୁସି ହେବେ ନାହିଁ । କେବଳ ଆପଣ ଓ ଆପଣଙ୍କ ସାଥି ହିଁ ଖୁସି ହେବେ । ଘର ପରିବାର ଲୋକ ଆପଣଙ୍କୁ ବିବାହ ନିମନ୍ତେ ଅନୁମତି ପ୍ରଦାନ କରିବେ ନାହିଁ । ତେଣୁ ଆପଣ ତାଙ୍କ ବିରୁଦ୍ଧରେ ବାହାରେ ଯାଇ ବିବାହ କରିବେ ।
ନିଜ ମନ ମୁତାବିକ ଆପଣ ନିଜ କାର୍ଯ୍ୟ କରିବେ । କୋର୍ଟ ମ୍ୟାରେଜ କରିବାର ବହୁତ ଯୋଗ ରହିଛି । ଯଦି ଆପଣ ଦିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କର ମ୍ୟାରେଜ ଲାଇଫ ବହୁତ ହସ ଖୁଶିର ରହିବ । ଆପଣଙ୍କ ବିବାହ R, V, O, S, H, P, F, Y ନାମର ବ୍ୟକ୍ତି ଙ୍କ ସହ ହୋଇପାରେ ।
ଦ୍ଵିତୀୟ ନମ୍ବର:- ଏହି ନମ୍ବର ବାଛିଥିବା ବ୍ୟକ୍ତି ଆରେଞ୍ଜ ମ୍ୟାରେଜ କରିବାକୁ ଚାହୁଁଥାନ୍ତି। କାହିଁକିନା ଆପଣ ଏକ ଭଲ ସାଥି ବା ସହଯୋଗୀ ଖୋଜନ୍ତି । ଆପଣ ବୈବାହିକ ଜୀବନକୁ ବହୁତ ପ୍ରାଧାନ୍ୟ ଦେଇଥାନ୍ତି । ଆପଣ ବହୁତ ଶାନ୍ତ ସ୍ୱଭାବର ବ୍ୟକ୍ତି ଅଟନ୍ତି । ଆପଣ ବହୁତ ନିର୍ମଳ ହୃଦୟର ବ୍ୟକ୍ତି ଅଟନ୍ତି ।
ଆପଣ ସବୁ କାର୍ଯ୍ୟକୁ ଶାନ୍ତ ଓ ବୁଝିବିଚାରି ଧର୍ଯ୍ୟର ସହ କରିଥାନ୍ତି । ଆପଣ ଏଥିପାଇଁ ଗୋଟିଏ ନିର୍ମଳ ଭାବନାରେ ଜୀବନ ବିତାଇବାକୁ ଚାହାନ୍ତି । ତେବେ ଆପଣଙ୍କର ବୈବାହିକ ଜୀବନ ସୁଖମୟ ରହିବ । ଆପଣଙ୍କ ବିବାହ E, I, A, L, W, C, Z ନାମର ବ୍ୟକ୍ତି ଙ୍କ ସହ ହୋଇପାରେ ।