ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ର ସମୟ ରେ ଆପଣଙ୍କ ଜୀବନ ରେ ଯାହା କିଛି ମଧ୍ୟ ଘଟୁ ଅଛି, ଯଦି ଆପଣ ତାହ ବିଷୟରେ ଜାଣି ପାରୁ ନଥାନ୍ତି, ଓ ଆପଣ ସେ ସବୁ କୁ ନେଇ ଅତ୍ୟାଧିକ ଚିନ୍ତିତ ହୋଇ ରହୁଛନ୍ତି । ତେବେ ଆଜିର ଏହି ରିଡିଂ ଟି ସଂପୂର୍ଣ୍ଣ ରୂପରେ ଆପଣ ମାନଙ୍କ ପାଇଁ ହିଁ ରହିଅଛି । ଆପଣ ତଳେ ଥିବା ଶିବ ଲିଙ୍ଗ ମାନଙ୍କ ମଧ୍ୟରୁ କୌଣସି ଏକ ଲିଙ୍ଗ କୁ ଚୟନ କରି ଜାଣି ପାରିବେ, କି ଆପଣଙ୍କ ପାଇଁ ଈଶ୍ଵର ଙ୍କର ବା ଏହି ୟୁନିଭର୍ସ ର କଣ ସନ୍ଦେଶ ରହିଅଛି ।
ତେବେ ବନ୍ଧୁଗଣ ଏଥରେ ଥିବା ଶିବ ଲିଙ୍ଗ ମାନଙ୍କ ମଧ୍ୟରୁ ଯେଉଁ ମାନେ ମଧ୍ୟ 1 ନମ୍ବର ର ଶିବ ଲିଙ୍ଗ ଟିକୁ ଚୟନ କରିଛନ୍ତି, ସେମାନଙ୍କ ପାଇଁ ସନ୍ଦେଶ ଅଛି କି ଆସୁଥିବା ସମୟରେ ଆପଣ ମାନଙ୍କୁ ଟିକେ ସତର୍କ ହୋଇ ରହିବାକୁ ପଡିବ ।
କାରଣ ଆପଣ ଙ୍କର ଆସୁଥିବା ସମୟରେ କିଛି ଏପରି ଲୋକ ମାନଙ୍କ ସହ ଦେଖା ହେବ । ଯେ କି ଆପଣ ଙ୍କ ଜୀବନରେ ଅନେକ ପ୍ରକାରର ଅସୁବିଧା ମାନ ଉତ୍ପନ୍ନ କରି ପାରନ୍ତି । ତେଣୁ ଆପଣ ଆପଣ ଙ୍କର ମନର କଥା କୁ ହିଁ ଶୁଣନ୍ତୁ । ତାହା ଆପଣ ଙ୍କୁ କେବେ ମଧ୍ୟ କୌଣସି ଭୁଲ ନିଷ୍ପତ୍ତି ନେବାକୁ ଦେବ ନାହିଁ ।
ନମ୍ବର 2 ର ଶିବ ଲିଙ୍ଗ କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ଜୀବନରେ ଅନେକ ପ୍ରକାରର ସମସ୍ଯା ମାନ ଲାଗି ରହିଛି । କିନ୍ତୁ ଆପଣ ଅନ୍ୟ ର ସାହାର୍ଯ୍ୟ କରନ୍ତୁ । ଏହା ଆପଣଙ୍କୁ ସବୁ ପ୍ରକାରର ସମସ୍ଯା ରୁ ବାହାର କରିବାରେ ସହାୟକ ହେବ ।
ଅନ୍ୟର ସାହାର୍ଯ୍ୟ କରିଲେ ଈଶ୍ଵର ଆପଣ ଙ୍କର ସାହାର୍ଯ୍ୟ କରିବେ । ନମ୍ବର 3 ର ଶିବ ଲିଙ୍ଗ କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ଉପରେ ୟୁନିଭର୍ସ ଖୁବ ଅଧିକ ପ୍ରସନ୍ନ ଅଛନ୍ତି । ଖୁବ ଶୀଘ୍ର ଈଶ୍ଵର ଆପଣ ଙ୍କର ସମସ୍ତ ମନୋସ୍କାମନା କୁ ପୂରଣ କରିବାକୁ ଚାହୁଁଛନ୍ତି । ଆପଣ ସେହି ସବୁ କୁ ସ୍ଵୀକାର କରିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ ।
ନମ୍ବର 4 ରେ ଥିବା ଶିବ ଲିଙ୍ଗ କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କୁ ଆସୁଥିବା ସମୟରେ ଜୀବନ ର କିଛି ସତ୍ୟ ର ସହ ପରିଚିତ ହେବାକୁ ହେବ । ତେଣୁ ଆପଣ ଏବେ ଠାରୁ ହିଁ ନିଜକୁ ତାହା ପାଇଁ ପ୍ରସ୍ତୁତ କରି ନିଅନ୍ତୁ । ନମ୍ବର 5 ର ଶିବ ଲିଙ୍ଗ ଟିକୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କୁ ନିଜ ମଧ୍ୟରେ କିଛି ପରିବର୍ତ୍ତନ ଆଣିବାକୁ ହେବ ।
ଏକ ଦୈବିକ ଶକ୍ତି ଆପଣ ଙ୍କର ରକ୍ଷା କରିବାରେ ଲାଗିଛି । ତାହା ଆପଣ ଙ୍କର କୌଣସି ପ୍ରକାର କିଛି କ୍ଷତି ହେବାକୁ ଦେବ ନାହିଁ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଦେବେ ନାହିଁ । ଧନ୍ୟବାଦ