ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଭିନ୍ନ ଧରଣର ବିଷୟ ବସ୍ତୁ । ବାଛନ୍ତୁ ଆପଣଙ୍କର ଜନ୍ମ ତାରିଖ ଆଉ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି । ଆପଣଙ୍କ ପାଇଁ ଅଛି 2ଟି ଗୃପ । ପ୍ରଥମ ଗୃପ ରେ 1ରୁ 15 ତାରିଖ ରହିଛି । ଦ୍ଵିତୀୟ ଗୃପ ରେ 16 ରୁ 31 ତାରିଖ ରହିଛି ।
ଆପଣଙ୍କ ଜନ୍ମ ତାରିଖ କେତେ ତାହା ଆପଣ ଚୁଜ କରନ୍ତୁ ଆଉ ଆପଣଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ହେବ ଆଉ ଗାଇଡାନ୍ସ କଣ ଅଛି ତାହା ଜାଣନ୍ତୁ । ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ଗୃପ : ଯେଉଁ ମାନଙ୍କର ଜନ୍ମ ତାରିଖ ପ୍ରଥମ ଗୃପ ଅଛି ଆପଣ ମାନେ ବହୁତ ଚିନ୍ତାରେ ଅଛନ୍ତି । ଭଗବାନ ଆପଣଙ୍କୁ ଏଥିରୁ ବହୁତ ଜଲ୍ଦି ବାହାରକୁ ବାହାର କରି ଦେବେ ।
ଆପଣଙ୍କ ଜୀବନରେ ଯାହା ବି ଚାଲିଛି ନିଜେ ବାହାରି ପାରିବେ କିନ୍ତୁ ଆପଣ ଚେଷ୍ଟା କରୁ ନାହାନ୍ତି । ଆପଣ ଏମିତି ଋଲ୍ସେସନରେ ଅଛନ୍ତି ଯାହାକୁ ଆପଣ ଛାଡୁ ନାହାନ୍ତି । ଯେବେ ଯାଏଁ ଆପଣ ନ ଛାଡିବେ ପରିବର୍ତ୍ତନ କିଛି ହେବ ନାହି । ଯଦି ଆପଣ ଏମିତି ରିଲେସନରେ ଅଛନ୍ତି ସେଥିରୁ ବାହାରି ଯାଆନ୍ତୁ । ହୋଇପାରେ ଏମିତି ବୈବାହିକ ଜୀବନରେ ଅଛନ୍ତି ଯିଏ ଆପଣଙ୍କର ପାର୍ଟନର ସେ ଆପଣଙ୍କର କେୟାର ନେଉ ନାହାନ୍ତି ।
ଆପଣ ତାଙ୍କୁ ଭୟ କରୁଛନ୍ତି ସମାଜକୁ ଡରୁଛନ୍ତି । ଏବେ ଯାହା ହେଉଛି ତାକୁ ଛାଡନ୍ତୁ । ଏହା ବହୁତ କମ ଲୋକଙ୍କ ସହ କନେକ୍ଟ ହେବ । ଆପଣଙ୍କୁ କେହି ଧୋକା ଦେଇଛନ୍ତି । ଆପଣ ଏମିତି ବିଜେନ୍ସ କରୁଛନ୍ତି ଯାହା ପାଇଁ ଭାରି କ୍ଷତି ହୋଇଛି ତଥାପି ଆପଣ ତାକୁ ଛାଡୁ ନାହାନ୍ତି । ଆପଣ ନିଜ ଲୋକଙ୍କ ଉପରେ ଭରସା ରଖନ୍ତୁ ଜୀବନରେ ଆଗକୁ ବଢିବେ । ଆପଣ ଅତୀତକୁ ଛାଡି ଆଗକୁ ବଢିବାକୁ ହେବ ସ୍ଥିତି ଯାହା ବି ହେଉ ।
2- ଦ୍ଵିତୀୟ ଗୃପ : ଯେଉଁ ମାନଙ୍କର ଜନ୍ମ ତାରିଖ ଦ୍ଵିତୀୟ ଗୃପ ରେ ଆସି ସେମାନଙ୍କ ଲାଇଫ ଆଗକୁ ବହୁତ ବେହତର ଆସିବାର ଆସି । ଆପଣଙ୍କ ହିସାବରେ କିଛି ଚାଲୁ ନାହି । ଯାହା ଭଗବାନ ସ୍ଥିର କରିଛନ୍ତି ତାହା ହେଉଛି କିନ୍ତୁ ଆପଣଙ୍କ ହିସାବରେ ହେଉ ନାହି । ଧ୍ୟାନ ରଖନ୍ତୁ ଯାହା ଆପଣଙ୍କ ପାଇଁ ଠିକ ତାହା ହେଉଛି । ଏଥିପାଇଁ ଆପଣ ନିଜକୁ ନିଜେ ଦୁଖୀ ଅନୁଭବ କରୁଛନ୍ତି । ଆପଣ ଯାହା ଚାହୁଁଛନ୍ତି ତାହା ମିଳୁ ନାହି ।
ଏହା ଆପଣଙ୍କର ରିଲେସନ, ଚାକିରିକୁ ନେଇ ହୋଇପାରେ । ଏହା ବହୁତ କମ ଲୋକଙ୍କ ସହ କନେକ୍ଟ ହୋଇପାରେ । ଆପଣ ଯାହା ଚାହୁଁଛନ୍ତି ଭଗବାନଙ୍କ ନିକଟରେ ପ୍ରକାଶ କରନ୍ତୁ । ଆପଣ ନିଜ ମନକୁ ମଜବୁତ କରନ୍ତୁ । ସମୟ ଅନୁଯାୟୀ ପରିବର୍ତ୍ତନ ଆଣନ୍ତୁ । କାହାକୁ ଦୋଷ ଦିଅନ୍ତୁ ନାହି । ଇଶ୍ଵର ଆପଣଙ୍କୁ ସର୍ବଦା ଦେଖୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।