ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ କାର୍ଡ ରିଡିଂ ର ବିଷୟ ଯାହା ସାହାର୍ଯ୍ୟରେ ଆପଣ ଜାଣି ପାରିବେ, ଆପଣ ଏହା ଦ୍ଵାରା ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ । ତେବେ ସର୍ବ ପ୍ରଥମେ ଆପଣ ଏହି ତିନିଟି ବହି ମଧ୍ୟରୁ କୌଣସି ଗୋଟିଏ ନମ୍ବର ବହି ପସନ୍ଦ କରିନିଅନ୍ତୁ । ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
ଯଦି ଆପଣ ଦିତୀୟ ବହି ବାଛିଛନ୍ତି ତେବେ ଆପଣଙ୍କର ସ୍ଵଭାବ ଖୁବ କ୍ରିଏଟିଭ ଅଟେ । ଆପଣ ଯଦି ନିଜ କାମ ଅନୁସାରେ କାହାକୁ କିଛି କହିବେ ତେବେ ଆପଣ ସେମାନଙ୍କୁ ନିଜ ଅଧୀନରେ ରଖିବା ଭଳି କାମ ହେବ ବୋଲି ସେମାନେ ଭାବିବେ । ଏହାର କାରଣ ଆପଣଙ୍କ ନିଷ୍ଠାପର କାମ ସବୁ ବ୍ୟକ୍ତି ଏହାକୁ ବୁଝି ପାରିବେନି । କିନ୍ତୁ ଆପଣ ଙ୍କ ଏହି ସ୍ଵଭାବ ଆପାଙ୍କୁ ସଫଳତାର ଉଚ ଶିଖରରେ ପହଞ୍ଚାଇବ ।
ଯଦି ଆପଣ ଦିତୀୟ ବହି ବାଛିଛନ୍ତି ତାହାଲେ ଆପଣ ନିଜ ବିଷୟରେ କେବେବି ଭାବିବେନି ଆପଣ ନିଜର ପରିବାରର ଲୋକମାନଙ୍କ କଥା ଭାବିବେ ଯେଉଁ ମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସାହାଜ୍ଯ କରନ୍ତି । ଆପଣଙ୍କୁ ଭବିଶ୍ଵତରେ ଭାବିବାକୁ ପଡିବ ପରିବାର ଓ ସାଙ୍ଗ ସାଥି ମାନଙ୍କ ମଧ୍ୟ ରେ ବହୁତ ତଫାତ ଅଛି ଆପଣଙ୍କୁ ସମସ୍ତଙ୍କ ଦାୟତ୍ଵ ନବାକୁ ପଡିବ ଯାହାକି ସେମାନେ ଆପଣଙ୍କ ଉପରେ ନିର୍ଭର କରିଥିବେ । ଆପଣଙ୍କୁ ସେମାନଙ୍କର ପ୍ରତ୍ୟକ ଦାୟତ୍ଵ ନବାକୁ ପଡିବ । ଆପଣ ସମସ୍ତଙ୍କୁ ସନମାନ ଦବାକୁ ପଡିବ ।
ଯଦି ଆପଣ ତୃତୀୟ ବହି ବାଛିଛନ୍ତି ତେବେ ଆପଣ ବହୁତ ଆତ୍ମବିଶ୍ଵାସ ଅଟନ୍ତି । ଏମାନେ କୌଣସି ସ୍ଥିତିରେ ଦୁର୍ବଳ ହୁଅନ୍ତି ନାହିଁ ଏମାନେ କୌଣସି ସ୍ଥିତି କୁ ସାମ୍ନା କରିବା ପାଇଁ ରେଡ଼ି ରୁହନ୍ତି ଏମାନେ ନିଜ ଜୀବନକୁ ନୀୟତ୍ରଣରେ ରଖି ଥାଆନ୍ତି । ଏମାନେ କୌଣସି ସ୍ଥିତି ରେ ବି ଭଲ କାମକୁ ଆପଣେଇ ଥାଆନ୍ତି ସବୁ ସ୍ଥିତିରେ ଭଲ କାମ କୁ ଆପଣେଇବା ଦ୍ବାରା ଭଲ ଖରାପ ବାଛି ପାରନ୍ତି ନାହିଁ । ତେବେ ବନ୍ଧୁଗଣ ଆପଣ କେଉଁ ବହି ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।