ବନ୍ଧୁଗଣ, ଏଠାରେ ତଳେ ଆପଣ ମାନଙ୍କ ପାଇଁ ଦୁଇଟି ନମ୍ବର ର ଦୁଇଟି ପୁସ୍ତକ ରହିଛି । ଆପଣ ସେଥି ମଧ୍ୟରୁ ନିଜକୁ ଆକର୍ଷଣ ଲାଗୁଥିବା ଭଳି କୌଣସି ଏକ ପୁସ୍ତକ କୁ ଚୟନ କରି ନିଅନ୍ତୁ । କିନ୍ତୁ ଏଠାରେ ଆପଣ ଯେଉଁ ନମ୍ବର ର ପୁସ୍ତକ କୁ ଚୟନ କରୁଛନ୍ତି କେବଳ ସେହି ନମ୍ବର ଟିକୁ ପଢିବେ । ଯଦି ଆପଣ ଦୁଇଟି ନମ୍ବର ର ଲେଖିତ ଭାଗ୍ୟ କୁ ପଢନ୍ତି ତେବେ ଆପଣ ଦ୍ଵନ୍ଦ ରେ ମଧ୍ୟ ପଡି ଯାଇ ପାରନ୍ତି ।
ତେବେ ନମ୍ବର 1 କୁ ଚୟନ କରିଥିବା ବ୍ୟକ୍ତି ଆସନ୍ତୁ ଜାଣିବା ଆପଣ ମାନଙ୍କ ଭାଗ୍ୟ ର କଣ ଲେଖା ହୋଇଛି । ବନ୍ଧୁଗଣ ଆପଣ ଙ୍କର ଶୁଭ ସମୟ ର ଆରମ୍ଭ ହୋଇ ସାରିଛି । ଆପଣ ଯେଉଁ କଥା କୁ ନେଇ ବ୍ୟସ୍ତ ରେ ରହିଥିଲେ, ତାହା ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି ।
ଆପଣ ମାନଙ୍କ ପାଇଁ ଏକ ଆଡଭାଇସ୍ କି, ଆପଣ ରୋଜଗାର କରିଥିବା ଟଙ୍କା କୁ ଅଯଥା ରେ ଖର୍ଚ୍ଚ କରନ୍ତୁ ନାହିଁ । ନଚେତ ଆପଣଙ୍କୁ ଏକ ବଡ ସମସ୍ଯା ର ସମ୍ମୁଖୀନ ହେବାକୁ ପଡି ପାରେ । ଆପଣ ଯଦି ଖର୍ଚ୍ଚ ଛାଡି ଧନ ସଞ୍ଚୟ ପ୍ରତି ନିଜର ମନ ଦିଅନ୍ତି, ତେବେ ଆପଣ ଖୁବ କମ ଦିନରେ ହିଁ ଏକ ଧନୀ ବ୍ୟକ୍ତି ହୋଇଯିବେ ।
ମାତ୍ର 1 ସପ୍ତାହ ମଧ୍ୟରେ ହିଁ ଆପଣ ନିଜ ଭାଗ୍ୟରେ ଏକ ଶୁଭ ପରିବର୍ତ୍ତନ ଦେଖିବାକୁ ପାଇବେ । ତେବେ ନମ୍ବର 2 କୁ ଚୟନ କରିଥିବା ବ୍ୟକ୍ତି ବାରତାମାନ ଆପଣ ଙ୍କର ସମୟ ଟି ସେତେ ଭଲ ରହି ନାହିଁ । ଯାହା କାରଣ ରୁ ଆପଣ ସବୁ କାର୍ଯ୍ୟ ରେ ଲାଭ ର ସ୍ଥାନ ରେ କ୍ଷତିର ସମ୍ମୁଖୀନ ହେଉଛନ୍ତି ।
ତାହାଛଡା ଶତ୍ରୁ ମଧ୍ୟ ଆପଣ ଙ୍କୁ ଚାରିଆଡୁ ଘେରି ରହିଛି । ଆପଣ ଅନେକ ଚେଷ୍ଟା ଅକ୍ରିୟ ମଧ୍ୟ ସଫଳତା ପାଇ ପାରୁ ନାହାନ୍ତି । ଏହି ସବୁ ର କାନର ହେଉଛି ଆପଣ ଏକ ସୈତାନ ବ୍ୟକ୍ତି ଙ୍କର କବଳ ରେ ପଡି ଯାଇଛନ୍ତି । ଯାହା କାରଣ ରୁ ଆପଣ ଙ୍କୁ ଏହି ସବୁ ସମସ୍ଯା ମାନଙ୍କର ସମ୍ମୁଖୀନ ହେବାକୁ ପଡୁଛି ।
କିନ୍ତୁ ଖିବ ଶୀଘ୍ର ଆପଣ ଙ୍କର ଭଲ ସମୟ ପ୍ରାରମ୍ଭ ହେବାକୁ ଯାଉଛି । ମନେରଖନ୍ତୁ ଯେଉଁ ଦିନ ରୁ ଆପଣ ଙ୍କର ଶୁଭ ସମୟ ର ଆରମ୍ଭ ହେବ ସେହି ଦିନ ଏକ ମଙ୍ଗଳବାର ହୋଇଥିବ । ବର୍ତ୍ତମାନ ଆପଣ ଯେଉଁ ସବୁ କଷ୍ଟ ଭୋଗୁଛନ୍ତି, ତାହା ମଧ୍ୟ ଅଳ୍ପ ଦିନ ରହିବ ।
ତେଣୁ ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ । ମାତ୍ର ଦୁଇ ରୁ ତିନି ସପ୍ତାହ ମଧ୍ୟ ରେ ଆପଣ ଙ୍କର ଶୁଭ ସମୟ ର ଆରମ୍ଭ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର 4 ପୁସ୍ତକ ଟିକୁ ଚୟନ କରିଥିଲେ, ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ