ସାଧାରଣତଃ ପରି ତ ସମସ୍ତ ଙ୍କୁ ଖୁବ ପସନ୍ଦ ଆସିଥାନ୍ତି । ପିଲା ଦିନେ ବୁଢୀ ମା’ ଙ୍କ ଠାରୁ ଶୁଣିଥିବା କାହାଣୀ ଓ ଗଳ୍ପ ରୁ ଆମେ ସମସ୍ତେ ପରି ମାନଙ୍କ ସହ ଯୋଡି ହୋଇଛୁ । ବାସ୍ତବ ରେ ଏହି ଦୁନିଆ ରେ ପରି ମାନେ ଅଛନ୍ତି ବା ନାହାନ୍ତି ଏହା ଏକ ବଡ ରହସ୍ୟ ର ବିଷୟ ଅଟେ । କିନ୍ତୁ ଅନେକ ସ୍ଥାନରେ ପରି ମାନଙ୍କ ଠାରେ ଦେବତା ତଥା ଆକାଶ ଦୁନିଆ ର ଶକ୍ତି ସହ ସାମଞ୍ଜସ୍ୟ ଥିବା କଥା ମଧ୍ୟ ଜାଣିବାକୁ ମିଳିଛି ।
ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ବିଷୟ ଟି କୁ ନେଇ କରି ଆସିଛୁ, ଯେଉଁ ଥିରେ କି ଆପଣ ଏଠାରେ ଥିବା 4 ଗୋଟି ପରି ମାନଙ୍କ ରୁ କୌଣସି ଏକ ପରି କୁ ଚୟନ କରି ଆପଣ ନିଜ ବିଷୟରେ କିଛି ଗୁପ୍ତ କଥା ଜାଣି ପାରିବେ । କିନ୍ତୁ ଏହା ଆପଣ ଙ୍କର ବର୍ତ୍ତମାନ ର ସମୟ କୁ ନେଇ ସଂପୂର୍ଣ୍ଣ ରୂପରେ ଆଧାରିତ ।
ଏଠାରେ ଥିବା ପରି ମାନଙ୍କ ମଧ୍ୟରୁ ଯେଉଁ ମାନେ ମଧ୍ୟ ଉପରେ ଥିବା ପରି ମାନଙ୍କ ମଧ୍ୟରୁ ଲାଲ ରଙ୍ଗ ର ପରି କୁ ଚୟନ କରିଛନ୍ତି, କହି ରଖୁଚୁ କି ଆପଣ ମାନେ ଏକ ଉର୍ଜାବାନ ବ୍ୟକ୍ତିତ୍ଵ ର ବ୍ୟକ୍ତି ଅଟନ୍ତି । ନିର୍ଣ୍ଣୟ ନେବାକୁ ଆପଣ ଅଧିକ ପସନ୍ଦ କରି ନଥାନ୍ତି । ଆପଣ ଙ୍କର ବ୍ୟକ୍ତିତ୍ବ ଏପରି କି ଯାହାକୁ ସାଧାରଣ ଭାବରେ କେହି ବୁଝି ପାରିବେ ନାହିଁ ।
କିନ୍ତୁ ଯେ ଆପଣ ଙ୍କର ଅତି ନିଜର ହୋଇଥାନ୍ତି, ସେ ଆପଣଙ୍କୁ ଖୁବ ଭଲ ଭାବରେ ବୁଝି ଯାଇ ଥାଆନ୍ତି । ସବୁ ରଙ୍ଗ ର ପରି କୁ ଚୟନ କରିଥିବା ବ୍ୟକ୍ତି ସ୍ଵଭାବ ରୁ ଆପଣ ମାନେ ଖୋଲା ବିଚାର ରଖୁଥିବା ବ୍ୟକ୍ତି ଅଟନ୍ତି । ତାହାଛଡା ଆପଣ ମାନେ ଶାନ୍ତି, ସରଳ ତଥା ମଧୁରତା ର ସହ ରହିବାକୁ ପସନ୍ଦ କରିଥାନ୍ତି ।
ତୃତୀୟ ରେ ବାଇଗେଣୀ ରଙ୍ଗ ର ପରି କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନେ ଅଧିକ ରୁ ଅଧିକ ସମୟ କିଛି ନା କିଛି ବିଚାର ରେ ବୁଡି ରହିବାକୁ ପସନ୍ଦ କରିଥାନ୍ତି । ଅନେକ ଥର ଆପଣ ଜାଣି ମଧ୍ୟ ପରି ନଥାନ୍ତି କି ଆପଣ ଙ୍କ ଆଖ ପାଖ ରେ କଣ ହୋଇ ଯାଉଛି । ସମସ୍ତ ଙ୍କର ଦୁଃଖ କୁ ବୁଝିବା ଆପଣ ଙ୍କର ସ୍ଵଭାବର ଏକ ଅଂଶ ଅଟେ ।
ନିଜର ଏହି ସ୍ଵଭାବର କାରଣ ରୁ ଆପଣ ଅନେକ ସମୟ ଦୁଃଖୀ ହୋଇ ମଧ୍ୟ ରହିଥାନ୍ତି । ଶେଷରେ ଥିବା ନୀଳ ରଙ୍ଗ ର ପରି କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନେ ଅନ୍ୟ ସବୁ ଲୋକ ଙ୍କ ଠାରୁ କିଛି ଭିନ୍ନ ଅଟନ୍ତି । ଆପଣ ସବୁବେଳେ ନିଜେ ଖୁସି ରହିବା ସହ ଅନ୍ୟ କୁ ମଧ୍ୟ ଖୁସି ରେ ରଖିଥାନ୍ତି ।
ଆପଣ ପ୍ରତି ସମୟରେ ଜୀବନ କୁ ସଂପୂର୍ଣ୍ଣ ରୂପରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଆପଣ ଜୀବନ ର ସମସ୍ଯା ମାନଙ୍କ ପାଇଁ କେବେ ମଧ୍ୟ ଚିନ୍ତିତ ହୋଇ ନଥା’ନ୍ତି । ସଂଘର୍ଷ କରିବା ମଧ୍ୟ ଆପଣ ଙ୍କୁ ପସନ୍ଦ ଆସିଥାଏ । ଆପ[ଣ ସ୍ବାଉ ପରିସ୍ଥିତି ରେ ସନ୍ତୁଷ୍ଟ ହୋଇ ରହିଥାନ୍ତି । ଏହା ଆପଣ ଙ୍କର ଏକ ବିଶେଷ ଗୁଣ ଅଟେ । ତେବେ ଆପଣ ମାନଙ୍କର ଏହି ପୋଷ୍ଟ ଉପରେ କଣ ମତାମତ ରହିଛି ତାହା ଆପଣ କାମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ