ବାଛି ନିଅନ୍ତୁ ଗୋଟିଏ “ସ୍ଵସ୍ତିକ ଚିହ୍ନ” ଜାଣନ୍ତୁ ଡିସେମ୍ବର ମାସରେ ଆପଣଙ୍କୁ କଣ ମିଳିବ ( Personality Test )

ନମସ୍କାର ବନ୍ଧୁଗଣ । ଆଜିର ଏହି ବିଷୟ ତିରେ ଆପଣ ଜାଣିପାରିବେ, ଆପଣ ଙ୍କର ଆସୁଥିବା ଭବିଷ୍ୟତ ଟି ଆପଣଙ୍କ ପାଇଁ କିପରି ହେବାକୁ ଯାଉଛି । ଏହା ପାଇଁ ଆପଣ ଙ୍କୁ ମାତ୍ର ତଳେ ଥିବା ତିନି ଗୋଟି ରଙ୍ଗର ସ୍ଵସ୍ତିକ ଚିହ୍ନ ମଧ୍ୟରୁ ନିଜକୁ ଆକର୍ଷଣ ଲାଗୁଥିବା କୌଣସି ଏକ ସ୍ଵସ୍ତିକର ଚୟନ କରିବାକୁ ହେବ । କହି ରଖୁଚୁ କି ଏହା ପ୍ରଶ୍ନ ବିଷୟ ଉପରେ ଆଧାରିତ ହୋଇଥିବା ଏକ କାର୍ଯ୍ୟକ୍ରମ ଅଟେ । ଆପଣ ଯଦି ଏହି ସମୟରେ ଏହି ବିଷୟ ଟିକୁ ପଢୁଛନ୍ତି, ତେବେ ଆପଣ ଏହାକୁ ପୂର୍ଣ୍ଣ ବିଶ୍ବାସ ର ସହ ହିଁ ପଢନ୍ତୁ ।

ଯେଉଁ ମାନେ ମଧ୍ୟ ପ୍ରଥମ ରଙ୍ଗର ସ୍ଵସ୍ତିକ ର ଚିହ୍ନ କୁ ବାଛିଛନ୍ତି । ସେମାନଙ୍କ ବିଷୟରେ ଯଦି କିଛି କହିବା ତେବେ ଆପଣ ମାନଙ୍କ ସ୍ଵଭାବ କିଛି ଜିଦଖୋର ପ୍ରକୃତି ର ହୋଇ ପାରେ । ଆପଣ ଏହି ସମୟରେ କିଛି ଖରାପ ଲୋକ ଙ୍କ ହାବୁଡ ରେ ପଡି ଯାଇଛନ୍ତି । ଆପଣ ଯଦି ନିଜ ପତ୍ନୀ ଙ୍କ କଥା ଅନୁସାରେ କାର୍ଯ୍ୟ କରନ୍ତି, ତେବ ଆପଣଙ୍କ ପାଇଁ ଏହା ଖୁବ ଅଧିକ ଭଲ ରହିବ ।

ଆପଣ ଅଧିକ ରୁ ଅଧିକ ବଦ୍ଗୁଣ ମାନଙ୍କୁ ନିଜଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଆପଣ ଙ୍କ ଜୀବନରେ ଖୁବ ଶୀଘ୍ର ହିଁ ଶୁଭ ସମୟ ର ଆରମ୍ଭ ହେବାକୁ ଯାଉଛି । ଆପଣ ବିଶ୍ବାସ ମଧ୍ୟ କରି ପାରିବେ ନାହିଁ କି ଆପଣଙ୍କୁ ଏତେ ମାତ୍ରା ରେ ସଫଳତା ପ୍ରାପ୍ତ ହେବ । ସେହି ଶୁଭ ସମୟ ର ଆରମ୍ଭ ଆପଣ ଙ୍କ ଜୀବନରେ କୌଣସି ଏକ ମଙ୍ଗଳବାର ରୁ ହିଁ ହେବ ।

ଦ୍ଵିତୀୟ ସ୍ଵସ୍ତିକ ଟିକୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ପାଇଁ ଜୀବନରେ ଭଲ ସମୟ ର ଆରମ୍ଭ ହେବାକୁ ଯାଉଛି । ଆପଣ ଙ୍କର ଖରାପ ସମୟର ଶେଷ ହୋଇ ଯାଇଛି । ଆପଣ ମାନଙ୍କ ପାଇଁ ଏକ ଉପାୟ ଟି ମଧ୍ୟ କରିବାକୁ ରହିଛି ।

ଆପଣ କୌଣସି ଏକ ସୋମବାର ଦିନ କୌଣସି ଏକ ବୃଷଭ କୁ 500 ଗ୍ରାମ ର ବିରି, 500 ଗ୍ରାମ ର ଉଷୁନା ଚାଉଳ ଓ ଏହଶ 7 କେରା ଦୁବ ଘାସ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣ ଙ୍କ ଜୀବନରେ ଥିବା ଅନ୍ୟ ସମସ୍ତ ମନ୍ଦ ଦଶା ଗୁଡିକ ର ନାସ ହୋଇଯିବ । ଆସୁଥିବା ସମୟ ରେ ଆପଣ ଅନେକ ସୁଖ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ କରିବେ ।

ତୃତୀୟ ସ୍ଵସ୍ତିକ ଟିକୁ ବାଛି ଥିବା ବ୍ୟକ୍ତି ଆପଣ ମାନଙ୍କ ପାଇଁ ବର୍ତ୍ତମାନ ର ସମୟଟି ଅତ୍ୟନ୍ତ ପୀଡା ରେ ଭରି ହୋଇ ରହିଛି । ଆପଣ ଉପକାର କରୁ କରୁ ଅପକାର ରେ ପଡି ଯାଇଛନ୍ତି । କିନ୍ତୁ ଏବେ ଏହି ପୀଡା ରୁ ବାହାରିବାର ସମୟ ଆସିଯାଇଛି । କାଳ ଚକ୍ର ନିଜର ସ୍ଥାନ ବଦଳାଇ ସାରିଛି ।

ଏହି ସମୟ ଠାରୁ ଆପଣ ସମୟ ର ସହ ରହିବା ସଙ୍ଗେ ସଙ୍ଗେ ସମୟ ମଧ୍ୟ ଆପଣ ଙ୍କ ସହ ରହିବ । ଆସୁଥିବା ସମୟ ରେ ଆପଣ ଭାଗ୍ଯର ସମ୍ପୂର୍ଣ ସମର୍ଥନ ପ୍ରାପ୍ତ କରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *