ବନ୍ଧୁଗଣ ଯଦି ଆପଣ ନିଜ ପାଇଁ କିଛି ଭଲ କରିବାକୁ ଚାହୁଁଛନ୍ତି, କିନ୍ତୁ ଚାହିଁ କରି ମଧ୍ୟ କିଛି ଇଛା ଅନୁସାରେ ହୋଇ ପାରୁ ନାହିଁ । କରୁଥିବା ସମସ୍ତ କାର୍ଯ୍ୟ ଓଲଟା ହୋଇ ଯାଉଛି ବା ବିଗିଡି ଯାଉଛି । ପରିଶ୍ରମ କରି ଅନେକ ଟଙ୍କା ରୋଜଗାର କଲେ ମଧ୍ୟ ଆପଣ ଙ୍କର ପର୍ସ ସବୁବେଳେ ଖାଲି ହୋଇ ରହୁଛି । ଟଙ୍କା ଯୋଗୁଁ ମୁଣ୍ଡ ରେ ସବୁବେଳେ ଚିନ୍ତା ଲାଗି ରହୁଛି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଲବଙ୍ଗର ଏକ ଏପରି ଉପାୟ ବିଷୟରେ ନେଇ ଆସିଛୁ ଯାହାକୁ କରିବା ମାତ୍ରେ ଆପଣଙ୍କ ଘରେ ସବୁବେଳେ ଟଙ୍କା ଲାଗି ରହିବ ।
ତାହାସହ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ରୁ ମଧ୍ୟ ଆପଣ ମୁକ୍ତି ପାଇଯିବେ । ବନ୍ଧୁଗଣ ଆପଣ ଜାଣିଥିବେ କି ଲବଙ୍ଗ ଆମ ଭାରତୀୟ ମାନଙ୍କର ରୋଷେଇ ଘରୁ ନିଶ୍ଚୟ ମିଳିଯିବ । କାରଣ ପ୍ରତ୍ଯେକ ଗହରେ ମା ମାନେ ଖାଦ୍ୟ ରେ ସ୍ଵାଦ ବଢାଇବା ଅପାଇନ ଲବଙ୍ଗ ର ବ୍ୟବହାର କରିଥାନ୍ତି ।
କିନ୍ତୁ ଖୁବ କମ ଲୋକ ହିଁ ଜାଣି ଥିବେ କି ଏହି ଖାଦ୍ୟ ରେ ବ୍ୟବହାର ହେଉଥିବା ଲବଙ୍ଗ ର ବ୍ୟବହାର କରି ଜୀବନରୁ ସମସ୍ଯା କୁ ମଧ୍ୟ ଦୂର କରି ହେବ । ବନ୍ଧୁଗଣ ଉପାୟ ଟି କିଛି ଏପରି ରହିଛି କି, ଆପଣ ପ୍ରଥମେ ଦୁଇଟି ଲବଙ୍ଗ ଓ କଛି କର୍ପୁର ଆଣି ନିଅନ୍ତୁ । ଏହା ପରେ ପୂଜା ଘରେ କୌଣସି ଏକ ପାତ୍ର ରେ ରଖି ତାହାକୁ ଜଳାଇ ଦିଅନ୍ତୁ ।
ସନ୍ଧ୍ଯା ସମୟ ରେ ଏପରି କରିବା ଦ୍ଵାରା ଜୀବନରେ ଥିବା ସମସ୍ତ ସମସ୍ଯା ଧିରେ ଧିରେ ହୋଇ ଦୂର ହୋଇଯିବ । ଏହାସହ ଘରେ ଥିବା ନକରାତ୍ମକତା ଊର୍ଜା ମଧ୍ୟ ଦୂର ହୋଇଯିବ । ତାହାଛଡା ବନ୍ଧୁଗଣ ଯଦି ଆପଣଙ୍କ ଜୀବନ ଚାରିଆଡୁ କରଜ ମଧ୍ୟରେ ବୁଡି ରହିଛି, ବା ଆପଣଙ୍କ ଘରେ ଧନ ର ଅଭାବ ଲାଗି ରହିଛି,
ତେବେ ଆପଣ ଏହି ଚିନ୍ତା ରୁ ମୁକ୍ତି ପାଇବା ପାଇଁ ଏକ ବିଶେଷ ଉପାୟ ନିଶ୍ଚୟ କରି ନିଅନ୍ତୁ । ଯାହା ଦ୍ଵାରା ଆପଣ ସେହି କରଜ ଭାର ରୁ ଶୀଘ୍ର ରୁ ଅତି ଶୀଘ୍ର ମୁକ୍ତ ହୋଇ ପାରିବେ । ସେହି ବିଶେଷ ଉପାୟ ଟି ହେଲା ଆପଣ କୌଣସି ଏକ ଶନିବାର ଦିନ ନିଜ ହାତ ରେ 5 ଟି ଲବଙ୍ଗ ନେଇ କରି ଘରର ଅଗଣା ବା ଛାତ ଉପରକୁ ଚାଲି ଯାଆନ୍ତୁ ।
ଏହା ପରେ ସେହି ଲବଙ୍ଗ ରୁ ଚାରି ଦିଗ କୁ ଚାରୋଟି ଫିଙ୍ଗି ଦେଇ ବଳକା ଏକ ଲବଙ୍ଗ କୁ ନିଜ ମୁଣ୍ଡ ଉପରକୁ ଫିଙ୍ଗି ଦିଅନ୍ତୁ । ଏହା ପରେ ଘରକୁ ଫେରି ଆସନ୍ତୁ । ଏହି ଉପାୟ ଟିକୁ 25 ଦିନ ଧରି କରିବା ଦ୍ଵାରା ଜୀବନରେ ଥିବା ସମସ୍ତ ରୁଣ ତଥା କରଜ ର ଭାର ରୁ ଆପଣ ମୁକ୍ତ ହୋଇଯିବେ ।
କିନ୍ତୁ ମନେରଖନ୍ତୁ ବନ୍ଧୁଗଣ ଏହି ଉପାୟ ଟିକୁ କରିବା ବିଷୟରେ ଆପଣ କେବେ ମଧ୍ୟ କାହାକୁ କୁହନ୍ତୁ ନାହିଁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ