କେବଳ ମାତ୍ର 3 ଦିନ ଏହାକୁ ଖାଇ ନିଅନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମର ଅଭାବ, ଦୁର୍ବଳତା, ଅଣ୍ଟା ବିନ୍ଧା, ଆଣ୍ଠୁ ଗଣ୍ଠି ସମସ୍ୟା ରହିବ ନାହିଁ ! ( Healthy Tips )

ସମସ୍ତେ ଦିନ ସାରା କାମ କରିବା ପରେ କ୍ଳାନ୍ତ ହୋଇ ଯାଆନ୍ତି, କିନ୍ତୁ ଯଦି ଏହା ସବୁବେଳେ ଆପଣଙ୍କ ସହ ହେଉଛି ତେବେ ଏହାକୁ କେବେ ବି ନଜର ଅନ୍ଦାଜ କରନ୍ତୁ ନାହିଁ । କାରଣ ଏହା କ୍ୟାଲସିୟମର ଅଭାବ କାରଣରୁ ହୋଇଥାଏ । ବୁଦ୍ଧ ବ୍ୟକ୍ତିମାନଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦେଖାଯିବା ସାଧାରଣ କଥା ଅଟେ କିନ୍ତୁ ବର୍ତ୍ତମାନ ଛୋଟ ଓ ଯୁବପିଢିମାନଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି, ଅଣ୍ଟା ବିନ୍ଧା ହେଉଛି ଓ ଆପଣ ଅଧିକ ସମୟ ସୂର୍ଯ୍ୟର କିରଣରେ ବାହାରାକୁ ବାହାରୁ ନାହାନ୍ତି ତେବେ ଆପଣଙ୍କୁ କ୍ୟାଲସିୟମର ଅଭାବ ରହୁଛି । ଯଦି ବହୁ ଦିନ ପର୍ଯ୍ୟନ୍ତ ଏହିଭଳି ସମସ୍ୟା ଲାଗି ରହୁଛି ତେବେ ଆପଣଙ୍କୁ ହାଡ ସମ୍ବନ୍ଧିତ, ତ୍ଵଚା ସମ୍ବନ୍ଧିତ ଓ କେସ ସମ୍ବନ୍ଧିତ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହା ଦ୍ଵାରା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିବ ନାହିଁ । ଏହି ଘରୋଇ ଉପଚାର ପାଇଁ ୫ ରୁ ୬ ଟି ଆଲମଣ୍ଡ ବାଦାମ ନେଇ ତାକୁ ରାତିସାରା ପାଣିରେ ରଖି ଦିଅନ୍ତୁ । ସକାଳେ ଏହାର ଚୋପା ବାହାର କରି ଦିaନ୍ତୁ ଓ ଗୋଟିଏ ଗ୍ଳାସ କ୍ଷୀର ନିଅନ୍ତୁ । ଆପଣ କ୍ଷୀର ଓ ଆଲାମଣ୍ଡ ବାଦାକୁ ସକାଳେ ସେବନ କରନ୍ତୁ ।

ଆପଣ ବାଦାମକୁ ଚୋବାଇ ଖାଇବା ପରେ କ୍ଷୀର ପିଇ ପାରିବେ । ନଚେତ କ୍ଷୀରରେ ମିଶାଇ ପିଇ ପାରିବେ । ଏହି ବାଦାମ ଓ କ୍ଷୀର ଆପଣଙ୍କୁ ଏତେ ଶକ୍ତି ପ୍ରଦାନ କରିବ କି ଆପଣ କ୍ଳାନ୍ତ ଅନୁଭବ କରିବେ ନାହିଁ । ଏହାକୁ ସବୁଦିନ ସେବନ କରିବା ଦ୍ଵାରା ଆପଣଙ୍କୁ ଭିଟାମିନର ବି ଅଭାବ ହେବ ନାହିଁ ।

ଏହା ସହିତ ଧଳା ତିଳ, ଯାହାକୁ ଆମେ ଖସା ବୋଲି ବି କହିଥାଉ । ଆପଣ ଗୋଟିଏ କପ ଧଳା ରାଶି ନେଇ ତାକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ ଓ ଗୋଟିଏ ଗ୍ଳାସ ପାଣି ନିଅନ୍ତୁ । ଏହାକୁ ଆପଣ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଆପଣ ଗୋଟିଏ ଗ୍ଳାସ ସାଧା ପାଣିରେ ଗୋଟିଏ ଚାମଚ ଧଳା ରାଶି ମିଶାଇ ସେବନ କରନ୍ତୁ । ଆପଣ ଏହାକୁ ଖାଇବା ପରେ ସେବନ କରି ପାରିବେ । ନଚେତ ଆପଣ ସନ୍ଧ୍ୟା ସମୟରେ ସେବନ କରି ପାରିବେ ।

୩ ଦିନ ସେବନ କରିବା ପରେ ଦେଖିବେ ଆପଣଙ୍କ ଶରୀରରେ କ୍ୟାଲସିୟମ ବଢିବାକୁ ଲାଗିବ । ସମସ୍ତ କାମକୁ ଆପଣ ଉତ୍ସାହର ସହ କରିବେ । ଆପଣ ଏହାକୁ ୧୫ ଦିନ ଲଗାତର ସେବନ କରନ୍ତୁ । ଆପଣଙ୍କ ଶରୀରରେ ଯେଉଁ ଦୁର୍ବଳତା ଥିଲା ତାହା ସବୁଦିନ ପାଇଁ ଦୂର ହୋଇଯିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *