ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ କୌତୁହଳ ପ୍ରଶ୍ନ ନେଇ ଆସିଛୁ । ଯାହାର କି ଉତ୍ତର ଆପଣଙ୍କୁ ପ୍ରାୟତଃ ଜଣା ନ ଥିବ । ଏହି ପ୍ରଶ୍ନ ଶୁଣିବାକୁ ଅଳ୍ପ ଅଜବ ଲାଗିବ । କିନ୍ତୁ ଏହାର ଉତ୍ତର ଜାଣିବା ପରେ ଆପଣ ଆଶ୍ଚରୀ ହୋଇଯିବେ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଆଖପାଖରେ ଅଛି ଓ ଆପଣ ଜଣାଇଛନ୍ତି ତଥାପି ଆପଣ କହି ପାରିବେ ନାହିଁ । ତେବେ ଚାଳନ୍ତୁ ଜାଣିବା ।
୧:- କେଉଁ ପ୍ରାଣିର ଅଙ୍ଗ କଟିଗଲେ ତାହା ସାଙ୍ଗେ ସାଙ୍ଗେ ଆଉ ଗୋଟିଏ ଉଠିଥାଏ ?
ଉତ୍ତର:- ପ୍ରଜାପତି
୨:- ଖାଇବାକୁ ଦେଲେ ବଞ୍ଚେ କିନ୍ତୁ ପିଇବାକୁ ଦେଲେ ମରିଯାଏ, ସେ କିଏ ?
ଉତ୍ତର:- ନିଆଁ
୩:- କେଉଁ ଦେଶରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ପାଇଁ ହୋଇଥାଏ ?
ଉତ୍ତର:- ସ୍ଵିଜରଲ୍ୟାଣ୍ଡ
୪:- ବିଶ୍ଵର କେଉଁ ଦେଶରେ ଧଳା ରଙ୍ଗର ହାତୀ ଦେଖିବାକୁ ମିଳିଥାଏ ?
ଉତ୍ତର:- ଥାଇଲାଣ୍ଡ
୫:- କେଉଁ ଦେଶରେ ଆଜି ପର୍ଯ୍ୟନ୍ତ ଭୂକମ୍ପ ଆସି ନାହିଁ ?
ଉତ୍ତର:- ନରୱେ
୬:- ଭାରତରେ ଆକ୍ରମଣ କରିଥିବା ପ୍ରଥମ ଇଉରୋପ ବାସି କିଏ ଥିଲେ ?
ଉତ୍ତର:- ସିକନ୍ଦର
୭:- ଭାରତରେ ସବୁଠୁ ବେଶୀ କେଉଁ ମୋବାଇଲ ଆପର ବ୍ୟବହାର କରାଯାଏ ?
ଉତ୍ତର:- ୱାଟ୍ସାପ
୮:- ଏମିତି କଣ ଅଟେ ଯାହାକୁ ଆମେ ଛୁଇଁ ପାରୁନା କିନ୍ତୁ ଦେଖିପାରୁ ?
ଉତ୍ତର:- ସ୍ବପ୍ନ
୯:- ରାଜସ୍ଥାନର ମୋଟ କ୍ଷେତ୍ରଫଳର କେତେ ପ୍ରତିଶତ ଅଂଶ ଥର୍ ମରୁସ୍ଥଳରେ ଅବସ୍ଥିତ ?
ଉତ୍ତର:- ୭୦ ଶତକଡ଼ା
୧୦:- କେଉଁ ଜୀବର ଆଖି ଖରାପ ହେବା ପରେ ବି ତାହର ଆଉ ଗୋଟିଏ ଆଖି ଚାଲି ଆସିଥାଏ ?
ଉତ୍ତର:- ଗେଣ୍ଡା
୧୧:- କେଉଁ ଦେଶର ଡାକ ଟିକେଟରେ ସେହି ଦେଶର ନାମ ଲେଖା ହୋଇ ନ ଥାଏ ?
ଉତ୍ତର:- ଗ୍ରେଟ ବ୍ରିଟେନ
୧୨:- ଭାରତରେ ପ୍ରଥମ କମ ବୟସରେ ଆଇଏଏସ ହୋଇଥିବା ବ୍ୟକ୍ତିର ନାମ କଣ ଅଟେ ?
ଉତ୍ତର:- ଅଂସାର ଏହମଦ ସେଖ
୧୩:- କିଏ କହିଥିଲେ ଦେଶକୁ ପୂଜା କରିବା ହିଁ ରାମ ଙ୍କୁ ପୂଜା କରିବା ?
ଉତ୍ତର:- ମଦନ ଲାଲ ଢିଂରା
୨୪:- କେଉଁ ଦେଶରେ ସବୁଠୁ ଅଧିକ ପୋଷ୍ଟ ଅଫିସ ଅଛି ?
ଉତ୍ତର:- ଭାରତ
୧୫:- କେଉଁ ଦେଶରେ ଲୋକ କୁକୁରର କ୍ଷୀର ପିଇଥାନ୍ତି ?
ଉତ୍ତର:- ମୋନୋ ଦେଶର ଲୋକ
ତେବେ ବନ୍ଧୁଗଣ ଏହାର ଉତ୍ତର କମେଣ୍ଟ ରେ ନିଶ୍ଚୟ ଲେଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।