ଧନ ବୃଦ୍ଧି ପାଇଁ କରିନିଅନ୍ତୁ ଏହି ସହଜ ଉପାୟ, ଚମକିବ ଭାଗ୍ୟ

ବନ୍ଧୁଗଣ ମଣିଷ ଜୀବନରେ ଉଥନ ପତନ ଲାଗିରହିଥାଏ । ଅର୍ଥର ଅଭାବ ପ୍ରାୟ ସମସ୍ତଙ୍କ ଜୀବନରେ ରହିଛି ତେବେ କାହା ଜୀବନରେ କମ ତ କାହାର ବେଶୀ । ତେବେ ଆପଣଙ୍କ ମନରେ ଗୋଟେ ପ୍ରଶ୍ନ ତ ନିଶ୍ଚୟ ଆସିଥିବ କି ଟଙ୍କା ପଇସା ବୃଦ୍ଧି କରିବାର କିଛି ଉପାୟ ଥିଲେ ସେହି ଉପାୟ କରିବାପାଇଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ସେହି ଉପାୟ ନେଇଆସିଛୁ ଯାହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଟଙ୍କା ପଇସା ର ଅଭାବ ରହିବ ନାହିଁ । ଏମିତିକି ଅଯଥା ଖର୍ଚ୍ଚ ବା ଫାଲତୁ ଖର୍ଚ୍ଚ ମଧ୍ୟ ହେବ ନାହିଁ । ଆପଣଙ୍କ ଆର୍ଥିକ ସମସ୍ୟା ନିଶ୍ଚୟ ଦୂର ହେବ । ତେବେ ଚାଲନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ ବିଷୟରେ ।

୧:- ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କେତେ ଲୋକ ଟଙ୍କା ପଇସା ଗଣୁଥିବା ସମୟରେ ଛେପ ର ପ୍ରୟୋଗ କରିଥାନ୍ତି । ଯଦି ଆପଣ ମଧ୍ୟ ଏପରି କରନ୍ତି ତେବେ ଆଊ କେବେ ମଧ୍ୟ ଏମିତି କରନ୍ତୁ ନାହିଁ କାରଣ ଟଙ୍କାରେ ମାତା ଲକ୍ଷ୍ମୀ ରହିଥାନ୍ତି ଏବଂ ଏମିତି କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ବାଧା ପଡ଼ିଥାଏ ।

୨:- ଟଙ୍କା ଗଣିବା ସମୟରେ ନିଜ ଆଡକୁ ଟଙ୍କା ଗଣନ୍ତୁ ବାହାର ପଟକୁ ଗଣିଲେ ମାତା ଲକ୍ଷ୍ମୀ ଫେରିଯାଇଥାଆନ୍ତି । ତେଣୁ ସବୁବେଳେ ଧ୍ୟାନ ରଖିବେ ଟଙ୍କା ଗଣିବା ସମୟରେ ବହାରପଟୁ ନିଜ ଆଡକୁ ଗଣିବେ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଆପଣଙ୍କୁ ଧନର ଅଭାବ ହୋଇନଥାଏ ।

୩:- କୌଣସି ବ୍ୟକ୍ତି ଯଦି କେବେ ଜାଣିଶୁଣି ବା ଅଜାଣତରେ ଆପଣଙ୍କୁ ଚିରା ନୋ-ଟ ଦେଇଥାନ୍ତି ତେବେ ତାହାକୁ ତାଙ୍କୁ ଫେରାଇ ଦିଅନ୍ତୁ ନାହିଁ ତାହାକୁ ନିଜ ପାଖରେ ରଖିଦିଅନ୍ତୁ । ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ । ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

୪:- ମନିପର୍ସ ରେ ଟଙ୍କା ରଖୁଥିବା ସମୟରେ ଟଙ୍କାକୁ ମୋଡ଼ିକରି ରଖନ୍ତୁ ନାହିଁ । ସବୁବେଳେ ପର୍ସ ରେ ଟଙ୍କାକୁ ଖୋଲିକି ବା ସଜାଇ ରଖନ୍ତୁ । ଏବଂ ପର୍ସ ଟିକୁ ସବୁବେଳେ ପରିଷ୍କାର ମଧ୍ୟ ରଖନ୍ତୁ । ଏହା ଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ପାଖରେ ରହିବାକୁ ଇଚ୍ଛା କରିଥାନ୍ତି । ଯାହା ଫଳରେ ଆପଣଙ୍କ ଜୀବନରେ ଅର୍ଥ ସମସ୍ୟା ଦୂର ହୋଇଥାଏ ।

୫:- ଘରେ ଟଙ୍କା ରଖୁଥିବା ବାକ୍ସ ବା ତିଯୋରି କୁ ବର୍ଷରେ ଥରେ ଗଙ୍ଗାଜଳ ରେ ପବିତ୍ର କରାନ୍ତୁ । ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯେଉଁଠି ସଫା ସୁତୁରା ଥାଏ ସେଥି ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

୬:- ମଙ୍ଗଳବାର ଦିନ କଦାପି ଟଙ୍କା କରଜ କରନ୍ତୁ ନାହିଁ । କିନ୍ତୁ ଆପଣ କରିଥିବା କରଜ ଟଙ୍କା ଏହି ମଙ୍ଗଳବାର ଦିନ ସୁଜିଲେ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଆପଣ କରିଥିବା କରଜ ଖୁବ ଶୀଘ୍ର ସୁଝିହୋଇଯାଏ ।

୭:- ଯଦି ଗୁରୁବାର ଦିନ ଆପଣଙ୍କୁ କୌଣସି ମୁଦ୍ରା ମିଳୁଛି ତେବେ ତାହାକୁ ଖର୍ଚ୍ଚ ନ କରି ଗୋଟେ ନାଲି କପଡ଼ାରେ ବା-ନ୍ଧି ଘରେ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଘରେ ସବୁବେଳେ ଟଙ୍କା ଭରପୁର ହୋଇ ରହିଥାଏ । ଏବଂ ଆପଣଙ୍କୁ ଧନ ଲାଭ ହୋଇଥାଏ ।ବନ୍ଧୁଗଣ ଏହା ଥିଲା ସେହି ଉପାୟ ଯାହା କରିବା ଦ୍ଵାରା କେବେ ମଧ୍ୟ ଆର୍ଥିକ ସମସ୍ୟା ଆସିନଥାଏ । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *