ଦିନରେ ମାତ୍ର ଥରେ ଖାଆନ୍ତୁ, ବାତ ରୋଗ, Joint Pain, କ୍ୟାଲସିୟମ ର ଅଭାବ, Weakness ସାରା ଜୀବନ ପାଇଁ ଦୂର ହୋଇଯିବ ( Healthy Tips )

ବନ୍ଧୁଗଣ ଯଦି ଆପଣ ଆରାମ କରିବା ପରେ ବି ଦୁର୍ବଳ ଲାଗୁଛି, ଛାତିରେ ଯନ୍ତ୍ରଣା ହେଉଛି, ବାନ୍ତି ଲାଗୁଛି, ନିଶ୍ଵାସ ନେବାରେ କଷ୍ଟ ହେଉଛି, ଭୋକ ଠିକ ସେ ଲାଗୁ ନାହି, ସିଡି ଚଢିବାରେ କଷ୍ଟ ହେଉଛି, ଶରୀରର କିଛି ଅଙ୍ଗ ନୀଳ ଦେଖାଯାଉଛି, ସର୍ବଦା ହେଭିନେସ ଅନୁଭବ ହେଉଛି ଏ ସବୁରୁ ମୁକ୍ତି ପାଇବାକୁ ଆମେ ଆପଣଙ୍କୁ 2ଟି ଘରୋଇ ଉପଚାର ବନାଇବା ଶିଖାଇବୁ ।

ଯାହା ଆପଣଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା । ପ୍ରଥମ ରେମେଡି ତିଆରି କରିବା ପାଇଁ ମେଥି ଦାନ ଆବଶ୍ୟକ । ଯାହା ଶରୀରରୁ ଖରାପ କୋଲେଷ୍ଟ୍ରୋଲ ବାହାର କରିବାରେ ସହାୟକ ହୋଇଥାଏ । ମେଥି ଦାନା ଡାଇବେଟିସ ରୋଗୀଙ୍କ ପାଇଁ ଚମତ୍କାରୀ ଅଟେ । ଗୋଟେ ଗ୍ଳାସ ରେ ଅଧା ଚାମଚ ମେଥି ଦାନା ନିଅନ୍ତୁ ।

ଏଥିରେ ଆଉ ଏକ ସାମଗ୍ରୀ ଆଡ କରନ୍ତୁ ତାହା ହେଉଛି ଡାଲଚିନି ଖଣ୍ଡ । ଗ୍ଲାସରେ ପାଣି ଭାରି ଏହାକୁ ଭିଯାଇ ଦିଅନ୍ତୁ । ସକାଳୁ ଆପଣ ଏହି ପାଣିକୁ ଛାଣି ଏହାର ଖାଲି ପେଟରେ ସେବନ କରନ୍ତୁ । ବଞ୍ଚି ଯାଇଥିବା ସାମଗ୍ରୀକୁ ଭଲ ଭାବେ ବାଟି ପେଷ୍ଟ ହେବା ପରେ ଅଳ୍ପ ମହୁ ମିଶାନ୍ତୁ । ସକାଳୁ ଜଳଖିଆ କରିବା ପରେ ଆପଣ ଏହାକୁ ଚୋବାଇ ଖାଇ ନିଅନ୍ତୁ । ତା ପରେ ଆପଣ ଏକ ଗ୍ଳାସ ଉଷୁମ ପାଣି ନିଅନ୍ତୁ ।

ଦେଖିବେ ଆପଣଙ୍କୁ ଚମତ୍କାରୀ ପରିଣାମ ଦେଖିବାକୁ ମିଳିବ । ଆପଣଙ୍କର ଯେଉଁ ନିଶ୍ଵାସ ଫୁଲି ଯାଉଥିଲା ତାହା ଧୀରେ ଧୀରେ ଠିକ ହେବ । ଆପଣଙ୍କ ଶରୀରରେ ଫୁଲା ଥିଲେ, ଶୀର ବ୍ଲକ ଥିଲେ ତାହା ଖୋଲିବା ସହ ଶରୀର ଦୁର୍ବଳତା ଲାଗିବ ନାହି । ଆପଣ ଏହାର ସେବନ 3 ମାସ ଲଗାତାର କରିବାକୁ ପଡିବ । ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ 4ରୁ 5ଟି ରସୁଣ ।

ରସୁଣର ଚୋପ କାଢି ଏହାକୁ ବାଟି ଦିଅନ୍ତୁ । ଏକ ପାତ୍ରରେ ଅଧ କପ ପାଣି, କ୍ଷୀର ନିଅନ୍ତୁ । କ୍ଷୀର ଓ ପାଣିର ମାତ୍ରା ସମାନ ରହିବା ଦରକାର । ଅଧିକ ବହଳିଆ କ୍ଷୀର ନିଅନ୍ତୁ ନାହି । କ୍ଷୀର ଗରମ ହେବା ପରେ ବଟା ଥିବା ରସୁଣକୁ ପକାଇ ଦିଅନ୍ତୁ । ତା ପରେ ଆପଣ ଏଥିରେ ଅଧ ଚାମଚ ହଳଦୀ ମିଶାନ୍ତୁ । ଆପଣ ଏହାକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଅଧା ନ ହୋଇଛି । ଏହା ପରେ ଅନ୍ୟ ଏକ ପାତ୍ରକୁ ଏହାକୁ ଛାଣି ନିଅନ୍ତୁ ।

ସନ୍ଧ୍ଯା ସମୟରେ ଆପଣ ଏହି ରେମେଡି କି ଚାହା ପିଇବା ଭଳି ପିଇବାକୁ ହେବ । ଆପଣ 2ଟି ଯାକ ରେମେଡିକୁ 3 ମାସ ଲଗାତାର ସେବନ କରିବାକୁ ହେବ । ଆପଣଙ୍କର ଶୀର ବ୍ଲକେଜ, ଦୁର୍ବଳତା, ନିଶ୍ଵାସ ଫୁଲିବା ଭଳି ସମସ୍ଯା ଓ ବ୍ୟାଡ କୋଲେଷ୍ଟ୍ରୋଲ ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *