ବନ୍ଧୁଗଣ କାନ୍ଦିବାର ଦିନ ଶେଷ ହେଲା । କାରଣ ଆଜି ରାତି ଏହି ରାଶିଙ୍କର ସବୁ ଦୁଖ ଦୂର କରିବେ ମହାଦେବ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନି ଥାଉ । ମହାଦେବ ହିଁ ସୃଷ୍ଟିର ପାଳନ ହାର ବୋଲି କୁହା ଯାଇଥାଏ । ଭୋଳାନାଥ ଯେବେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ସେ ନିଜର ଅପାର କୃପା ବର୍ଷାଇଥାନ୍ତି ।
ଭୋଳାନାଥ ମଧ୍ୟ ସ୍ଵଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ଆଉ ଏବେ ମହାଦେବ କିଛି ରାଶିଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମହାଦେବ ଙ୍କ କୃପା ରୁ ଏବେ ଆପଣଙ୍କର ଦୁଖର ଦିନ ଶେଷ ହେବ । ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହି ।
ଭଗବାନ ଶିବ ଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୂରଣ ହେବାରେ ଲାଗିବ । ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ଦୂର ହୋଇଯିବ । ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟ ରେ ଏବେ ସଫଳତା ମିଳିବ । ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ । ସମାଜରେ ଲୋକେ ଆପଣଙ୍କୁ ମାନ ସମାନ ଦେବେ ।
ବ୍ୟାପାର ବାଣିଜ୍ୟ ଦୁଇ ଗୁଣା ଜୋରରେ ଆଗକୁ ଆଗକୁ ବଢି ଚାଲିବ । ଯେଉଁ ମାନେ ବେରୋଜଗାର ରହିଛନ୍ତି ସେମାନେ ଏବେ ଭଲ ଚାକିରି ମଧ୍ୟ ମିଳିଯିବ । ମହାଦେବ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି । ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ । ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଓ ଦିନକୁ ଦିନ ରୋଜଗାର ବଢିବାରେ ଲାଗିବ ।
ଭୋଳାନାଥ ଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମବିଶ୍ଵାସ ଓ ଉଶ୍ଚାହ ବଢିଯିବ । ପ୍ରେମ ସମ୍ପର୍କ ଆପଣଙ୍କର ମଜବୁତ ରହିବ । ଆପଣଙ୍କୁ ସମାଜ ପାଇଁ ଶୁଭ କାମ କରିବାର ଅବସର ମିଳିବାକୁ ଯାଉଛି । ଆପଣଙ୍କର ବ୍ୟାପାରର ସ୍ଥିତି ମାଧ୍ୟମ ରହିବ । ଆଜି ଭାବନାରେ ଭାସି ଯାଇ କିଛି ନିସ୍ପତି ନିଅନ୍ତୁ ନାହି । ଯଦି ଆପଣ ମେହନତ ଦ୍ଵାରା ପ୍ରୟାସ କରିବେ ତେବେ ନୂଆ ଯୋଜନା ଆରମ୍ଭ କରି ପାରିବେ ।
ଆପଣଙ୍କୁ ନିଜ କାମରେ ସମସ୍ୟାର ସମାଧାନ କରିବାକୁ ପଡିପାରେ । ଆପଣ ପଇସା ମାମଲାରେ ଅଯଥାରେ ଚିନ୍ତା କରିବେ । ତେବେ ଦର୍ଶକ ବନ୍ଧୁ ପ୍ରଭୁ ଶିବ ଙ୍କ କୃପାରୁ ଯେଉଁ ରାଶି ଗୁଡିକ ଏବେ ଭାଗ୍ଯବାନ ହେବାକୁ ଯାଉଛନ୍ତି ଏବଂ ଯେଉଁ ମାନଙ୍କର ଆଗାମୀ ସମୟ ଖୁସି ପୂର୍ଣ୍ଣ ହେବାକୁ ଯାଉଛି ସେମାନେ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଓ ତୁଳା ରାଶି ।