ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶିବ ଙ୍କୁ ଆମେ ସୃଷ୍ଟିର ଅଧିପତି ବୋଲି ମାନି ଥାଉ । ମହାଦେବ ହିଁ ସୃଷ୍ଟିର ପାଳନହାର ବୋଲି କୁହା ଯାଇଥାଏ । ଭୋଳାନାଥ ଯେବେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇଥାନ୍ତି । ଭଗବାନ ଭୋଳାନାଥ ମଧ୍ୟ ସ୍ବଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ସହଜ ହୋଇଥାଏ ।
ଜାଣି ରଖନ୍ତୁ ମହାଦେବ ଏବେ କିଛି ରାଶିଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ଏହି ରାଶିର ଭକ୍ତିରେ ମହାଦେବ ଖୁସି ହୋଇଛନ୍ତି । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ଏହି ରାଶିର ଲୋକଙ୍କର ଦୁଖର ଦିନ ଏବେ ଶେଷ ହେବ । ଭଲ ଦିନ ବହୁତ ଜଲ୍ଦି ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଟଙ୍କା ପଇସାର ଅଭାବ ଆଉ ରହିବ ନାହି ।
ଭଗବାନ ଶିବ ଙ୍କ କୃପାରୁ ଆପଣଙ୍କର ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାମ ଏବେ ସବୁ ପୂରଣ ହେବାରେ ଲାଗିବ । ଆପଣଙ୍କର ଜୀବନରେ ଆଗକୁ ଆସୁଥିବା ସବୁ ଅସୁବିଧା ଏବେ ଦୂର ହୋଇଯିବ । ଆପଣଙ୍କୁ ପ୍ରତେକ କାମରେ ସଫଳତା ମିଳିବ । ଆପଣଙ୍କ ଶତ୍ରୁ ଏବେ ଆପଣକ ଠାରୁ ଦୂରରେ ରହିବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ ।
ବ୍ୟାପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣା ଜୋର ରେ ଆଗକୁ ଆଗକୁ ବଢି ଚାଲିବ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଏବେ ଭଲ ଚାକିରି ମଧ୍ୟ ମିଳିଯିବ । ଭଗବାନ ଶିବ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି । ଲୋକ ମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ । ଅପଣାଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ । ଦିନକୁ ଦିନ ରୋଜଗାର ବଢିବାରେ ଲାଗିବ ।
ଆପଣଙ୍କ ମନରେ ଆତ୍ମବିଶ୍ଵାସ ଓ ଉଶ୍ଚାହ ମଧ୍ୟ ବଢିଯିବ । ପ୍ରେମ ସମ୍ପର୍କ ଆପଣଙ୍କର ମଧୁର ରହିବ । ସମାଜ ପାଇଁ ଶୁଭ କାମ କରିବାର ଅବସର ମିଳିବାକୁ ଯାଉଛି । ମାତା ପିତା ଙ୍କ ସହ ସମ୍ପର୍କ ବେହତର ହେବ । ଆପଣଙ୍କର ଧନ ସମ୍ପତି ରେ ବୃଦ୍ଧି ହେବ । ଆଜି କୌଣସି ଧାର୍ମିକ ଆୟୋଜନ ର ଭାଗ ନେବେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ଅଛି ।
ଭାଇ ଭଉଣୀ ଇତ୍ୟାଦି ର ସହଯୋଗ ମଧ୍ୟ ସମୟ ଅନୁସାରେ ଆପଣଙ୍କୁ ପ୍ରାପ୍ତ ହେବ । ଜୀବନ ସାଥିଙ୍କ ସହ କିଛି ନୂଆ ଯୋଜନା କରିବେ । ଦାନ ପୂଣ୍ୟ କରି ପାରନ୍ତି । ମାନସିକ ଶାନ୍ତି ମିଳିବ । ତେବେ ଦର୍ଶକ ବନ୍ଧୁ ଭଗବାନ ଶିବ ଙ୍କ କୃପାରୁ ଯେଉଁ ରାଶିଙ୍କ ଦୁଖ କଷ୍ଟ ଦୂର ହେବାକୁ ଯାଉଛି ସେମାନେ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଓ ତୁଳା ରାଶି ।