ଦୋଳ ପୁର୍ଣିମା ( 07 March ) ଏହି 5ଟି ରାଶିରେ ଭୟଙ୍କର ଘଟଣା । ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଶୁକ୍ରବାର ମାର୍ଚ୍ଚ ୮ ତାରିଖ ରେ ପଡୁ ଅଛି ଦୋଳ ପୂର୍ଣ୍ଣିମା । ଏହି ଦିନ ଗ୍ରହର ବନିବାକୁ ଯାଉଅଛି ଅଦ୍ଭୁତ ମହା ସଂଯୋଗ । ଯାହା ଫଳରେ ଏହି ୫ ଗୋଟି ରାଶିର ଭାଗ୍ୟ ଚମକି ଉଠିବ । ପ୍ରଭୁ ଶ୍ରୀକୃଷ୍ଣ ଙ୍କ କୃପାରୁ ଏମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି । ଏମାନଙ୍କ ସମସ୍ତ ଇଚ୍ଛା ଏବେ ପୂରଣ ହେବାକୁ ଯାଉଛି । ବନ୍ଧୁଗଣ ଏହି ବର୍ଷ ଦୋଳ ପୂର୍ଣ୍ଣିମା ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ ଦିନ ପଡୁଅଛି । ଏହି ଦିନ ଶୁଭ ଯୋଗ ବନୁଅଛି ଯାହା ଫଳରେ ଏହି ରାଶି ମାନଙ୍କୁ କିଛି ଲାଭ ମିଳିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ।

ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଏମାନଙ୍କୁ ପ୍ରଚୁର ଧନ ପ୍ରାପ୍ତି ହେବାର ଅବସର ମିଳିବାକୁ ଯାଉଛି । ଏମାନଙ୍କର ଅଟକି ରହିଥିବା ବା ଅସଂପୂର୍ଣ୍ଣ ରହିଥିବା କାମ ପୁଣି ଥରେ ଆରମ୍ଭ ହୋଇଯିବ । ଚାକିରି ଖୋଜୁଥିବା ବ୍ୟକ୍ତି ମାନଙ୍କୁ ଚାକିରି କ୍ଷେତ୍ରରେ ବହୁତ ଜଲ୍ଦି ସଫଳତା ମିଳିବାକୁ ଯାଉଛି ।

ଏହା ସହ ପରିବାରରେ ଖୁସି ର ମାହୋଲ ଲାଗି ରହିବ । ଭଗବାନ ଙ୍କ କୃପାରୁ ଏମାନଙ୍କୁ ବେପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଧାନ ଲାଭ ମିଳିବ । ଏହା ସହ ପ୍ରଶାସନିକ ଅଧିକାରୀ ମାନଙ୍କୁ ମନ ସମାନ ମିଳିପାରେ । ଆପଣ ଚାହୁଁ ଥିବା ଜାଗା ଆପଣ ଚାହୁଁଥିବା ଜମି ଆପଣ ଚାହୁଁଥିବା ମଣିଷ ସବୁ କିଛି ଆପଣଙ୍କୁ ମିଳିଯିବ ।

ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ନିଜ ଉପର ଅଧିକାରୀ ମାନଙ୍କ ସହ ଖୁବ ଭଲ ସମ୍ପର୍କ ସ୍ଥାପନା କରିବେ । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାଙ୍କ ବ୍ୟାପାର ଏବେ ସବୁ ଠାରୁ ଭଲ ରହିବ । ଆପଣ ଯାହା ସହଭି କଥା ହେବେ ସେ ନିଶ୍ଚିତ ଭାବେ ଆପଣଙ୍କ ପ୍ରଶଂସା କରିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଏହି ଦିନରେ ସକାରାତ୍ମକ ପରିନାମ ଦେଖିବାକୁ ମିଳିବ ।

ଏମାନଙ୍କ ଧନରେ ବୃଦ୍ଧି ହେବ । ପାରିବାରିକ ଜୀବନରେ ସୁଖ ଶାନ୍ତି ଆସିବ । ଛାତ୍ର ମାନଙ୍କ ପାଇଁ ଆଗାମୀ ଦିନ ଗୁଡିକ ଅତ୍ୟନ୍ତ ଶୁଭ ରହିବାର ଅଛି । ଏହି ରାଶିର ବ୍ୟକ୍ତି କୌଣସି ନୂଆ କାମ କରିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ଉତମ ସମୟ ରହିବ । ଏହି ଦିନ ମାନଙ୍କର ଆପଣଙ୍କୁ ଗୋଟେ ବଡ ସଫଳତା ଓ ଖୁସି ନିଶ୍ଚିତ ରୂପରେ ମିଳିବ ।

ଆପଣଙ୍କର ଯେତେବି କଷ୍ଟ ପରିସ୍ଥିତି ଥିଲା ସବୁ ଭଗବାନ ଶନିଦେବ ଦୂର କରିବେ । ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କୁ ଧନ ଲାଭର ବହୁତ ଅବସର ଶନିଦେବ ଦେଇ ପାରନ୍ତି । ଯେଉଁ ଲୋକ ଏବେ କୁଆଁରୀ ଅଛନ୍ତି ସେହି ଲୋକମାନଙ୍କର ବିବାହର ଯୋଗ ବନିବାକୁ ଯାଉଛି । ତାଙ୍କର ବିବାହ ଜେନ ଯୋଗ୍ୟ ବ୍ୟକ୍ତିଙ୍କ ସହିତ ପକା ହୋଇବ ।

ଯେଉଁ ଲୋକ ସିଂଗଲ ଅଟନ୍ତି ଏବେ ତାଙ୍କୁ ମନର ସାଥି ମିଳିବ । ଆପଣଙ୍କ ପରିବାରର ମାହୋଲ ଶାନ୍ତିପୂର୍ଣ ରହିବ, ଆପଣଙ୍କୁ ଜୀବନ ସାଥିର ଭର ପୁର ସାଥ ମିଳିବ । ଯେଉଁ କାରଣରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ଆଶାନୁ ଜାଣିବା ଏ ରାଶି ଗୁଡିକ କିଏ କିଏ ଅଟନ୍ତି, ଏହି ରାଶି ଗୁଡିକ ହେଉଛନ୍ତି ମେଶ ରାଶି, ତୁଳା ରାଶି, ସିଂହ ରାଶି, କନ୍ୟା ରାଶି,କୁମ୍ଭ ରାଶି, ମକର ରାଶି ଆଉ ବୃଷ ରାଶି ।

Leave a Reply

Your email address will not be published. Required fields are marked *