ଜୟ ଜଗନ୍ନାଥ, ବନ୍ଧୁଗଣ ଗ୍ରହ ମାନଙ୍କରେ ହେବାକୁ ଯାଉଛି ବଡ ଧରଣ ର ଏକ ପରିବର୍ତ୍ତନ ହେବାକୁ ଯାଉଅଛି । ଯାହା ଫଳରେ 5 ଟି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଦେଖିବାକୁ ମିଳିବ କେବଳ ଧନ ଯୋଗ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କେବଳ; ସେହି ରାଶି ମାନଙ୍କ ବିଷୟ ରେ ଯେଉଁ ମାନଙ୍କ ଜୀବନ ରେ ଆରମ୍ଭ ହେବାକୁ ଯାଉଛି ରାଜା ଯୋଗ । ବନ୍ଧୁଗଣ ଆପଣ ମାନେ ତ ଜାଣି ହିଁ ଥିବେ ମଣିଷ ଜୀବନରେ ଗ୍ରହ ମାନଙ୍କର ଚଳନ ର କାରଣ ରୁ ହିଁ ସମୟ ସମୟ ରେ ସୁଖ ଓ ଦୁଃଖ ଲାଗି ରହିଥାଏ ।
ଏହି ଗ୍ରହ ମାନଙ୍କ ସ୍ଥିତି ଯୋଗୁଁ ହିଁ ମଣିଷ କୁ ଜୀବନ ରେ ସଫଳତା ବା ବିଫଳତା ପ୍ରାପ୍ତ ହୋଇଥାଏ । କିନ୍ତୁ ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ ଥରେ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ପ୍ରସନ୍ନ ହୋଇ ଯାଇଥା’ନ୍ତି, ସେମାନଙ୍କ ଜୀବନର ସମସ୍ତ ଦୁଃଖ କୁ ସେ ସୁଖରେ ରୂପାନ୍ତରିତ କରି ଦେଇଥାନ୍ତି ।
ଏପରି ରେ ଆଜି ଆମେ ଆପଣ ଙ୍କୁ ଯେଉଁ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେହି ରାଶି ଗୁଡିକ ଭଗବାନ ଶ୍ରୀ କୃଷ୍ଣ ଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ରାଶି ହୋଇଥାନ୍ତି । ଭଗବାନ ଙ୍କର ଅତିପ୍ରିୟ ହୋଇଥିବା କାରଣ ରୁ ଏହି ରାଶି ମାନଙ୍କୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ମଧ୍ୟ କୁହାଯାଇଥାଏ ।ସେହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରୁ ପ୍ରଥମ ଭାଗ୍ୟଶାଳୀ ରାଶି ଟି ହେଉଛି ମେଷ ରାଶି ।
ଆପଣ ମାନଙ୍କ ଜୀବନରେ ଆସୁଥିବା ସମୟରେ ହେବାକୁ ଯାଉଛି ଏକ ଖୁବ ବଡ ପରିବର୍ତ୍ତନ । ଯାହା କାରଣ ରୁ ଆପଣ ମାନଙ୍କୁ ହଟାତ କରି କୌଣସି ସ୍ଥାନ ରୁ କିଛି ଖୁସି ର ଖବର ମଧ୍ୟ ମିଳି ଯାଇ ପାରେ । ଜୀବନରେ ଥିବା ଆର୍ଥିକ ଚିନ୍ତା ରୁ ମଧ୍ୟ ଆପଣଙ୍କୁ ଆସୁଥିବା ସମୟ ରେ ମୁକ୍ତି ମିଳିଯିବ । ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ଟି ହେଉଛି ବିଛା ରାଶି ।
ଆପଣ ମାନଙ୍କ ଜୀବନରେ ଲାଗି ରହିଥିବା ବହୁ ପୁରୁଣା ସମସ୍ଯା ରୁ ଆପଣଙ୍କୁ ମୁକ୍ତି ମିଳିଯବ । କୌଣସି ସ୍ଥାନରେ ଅଟକି ରହିଥିବା ତାଙ୍କ ମଧ୍ୟ ଆପଣଙ୍କୁ ଆସୁଥିବା ସମୟରେ ମିଳିବାକୁ ଯାଉଛି । ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ଟି ହେଉଛି ସିଂହ ରାଶି । ଈଶ୍ଵର ଙ୍କର ଅତି ପ୍ରିୟ ରାଶି ହୋଇଥିବା କାରଣ ରୁ ଆପଣ ମାନେ ସବୁବେଳେ ସବୁ ପରିସ୍ଥିତି ରେ ଚିନ୍ତା ମୁକ୍ତ ହୋଇ ରହିବେ । ତାହାସହ ବହୁଦିନ ରୁ ଲାଗି ରହିଥିବା ସମସ୍ଯା ରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବାକୁ ଯାଉଛି ।
ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ଟି ହେଉଛି କୁମ୍ଭ ରାଶି । ଖୁବ ଶୀଘ୍ର ଆପଣ ମାନଙ୍କ ଜୀବନରେ ଆପଣ ଙ୍କର ଭାଗ୍ୟ ର ଦ୍ଵାର ଖୋଲିବାକୁ ଯାଉଛି । ଯାହାଫଳରେ ଆପଣ ଙ୍କ ଘର ପରିବାର ରେ ସୁଖ ଶାନ୍ତି ଲାଗି ରହିବା ସହ ଆପଣ ଙ୍କର ମନ ମସ୍ତିସ୍କ ମଧ୍ୟ ଖୁବ ଭଲ ରହିବ । ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ଟି ହେଉଛି କନ୍ୟା ରାଶି ।
ଆପଣ ମାନଙ୍କ ଜୀବନରେ ଏକ ଏପରି ପରିବର୍ତ୍ତନ ହେବାକୁ ଯାଉଛି ଯାହା କାରଣ ରୁ ଆପଣଙ୍କ ଜୀବନ ସଂପୂର୍ଣ୍ଣ ରୂପରେ ହସ ଖୁସି ରେ ଭରିଯିବ । ନ ହେଉଥିବା କାର୍ଯ୍ୟ ମଧ୍ୟ ଆପଣଙ୍କ ଆସୁଥିବା ସ୍ମୟରେ ଅଚାନକ ଭାବରେ ହେବାକୁ ଲାଗିବ । ଭଗବାନ ଶ୍ରୀ କୃଷ୍ଣ ଙ୍କର କୃପା ରୁ ଆସୁଥିବା ସମୟରେ ଖୁବ ଭଲ ଫଳାଫଳ ଆପଣଙ୍କୁ ଦେଖିବାକୁ ମିଳିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ତଳେ କମେଣ୍ଟ ବକ୍ସ ରେ ‘ ଜ ୟ ଶ୍ରୀ କୃ ଷ୍ଣ ‘ ଲେଖିବାକୁ ଭୁଲିବେନି । ଧନ୍ୟବାଦ