କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ 99% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ । ଏବଂ ଏହାର ଉତ୍ତର ମଧ୍ୟ କହିବୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଶ୍ନ :- କେଉଁ ପ୍ରାଣୀ କେବେ ମରିନଥାଏ ସବୁବେଳେ ବଞ୍ଚି ଥାଏ ?

ଉତ୍ତର:- ଜେଲିଫିସ

ପ୍ରଶ୍ନ:- କେଉଁ ଦେବତାଙ୍କ ରଥ ଶାତୋଟି ଘୋଡା ଦ୍ଵାରା ଟଣା ହୁଏ ?

ଉତ୍ତର:- ସୂର୍ଯ୍ୟ ଦେବତା

ପ୍ରଶ୍ନ:- କେଉଁ ପକ୍ଷୀ ଛୁଆ ଜନ୍ମ କରି ସେମାନଙ୍କୁ କ୍ଷୀର ପିଆଏ ?

ଉତ୍ତର:- ଚେମଣି

ପ୍ରଶ୍ନ:- କେଉଁ ଦେଶର ଲୋକମାନେ ସବୁଠୁ ଅଧିକ ମୋମୋ ଖାଆନ୍ତି ?

ଉତ୍ତର:- ନେପାଲ

ପ୍ରଶ୍ନ:- ମହାତ୍ମା ଗାନ୍ଧୀ ସର୍ବ ପ୍ରଥମେ କେବେ ଚଷମା ପିନ୍ଧିବା ଆରମ୍ଭ କରିଥିଲେ ?

ଉତ୍ତର:- ୧୯୮୦ ମସିହାରେ

ପ୍ରଶ୍ନ:- କେଉଁ ଦେଡରେ ଗୋଟିଏ ହେଲେ ବି ଆର୍ମି ସେନା ନାହାନ୍ତି ?

ଉତ୍ତର:- ଇଜରାଇଲ ଦେଶରେ

ପ୍ରଶ୍ନ:- ଗୋଟିଏ ପେନ୍ସିଲରେ ଆମେ କେତେ ଶବ୍ଦ ଲେଖିପାରିବା ?

ଉତ୍ତର:- ୫୦ ହଜାର ରୁ ଅଧିକ

ପ୍ରଶ୍ନ:- ଭାରତରରେ କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ଅଛି ?

ଉତ୍ତର:- ମଧ୍ୟପ୍ରଦେଶ

ପ୍ରଶ୍ନ:- ତାହା କଣ ଅଟେ ଯାହା ଆମ ସାମ୍ନାରେ ଥାଏ କିନ୍ତୁ ଆମେ ତାକୁ ଦେଖି ପାରି ନ ଥାଉ ?

ଉତ୍ତର:- ଭବିଷ୍ୟ

ପ୍ରଶ୍ନ:- ସବୁଠୁ କମ ଭୂମିକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର:- ଭାରତ ଦେଶରେ

ପ୍ରଶ୍ନ:- କଇଁଛ ନିଜର ଜୀବନ କାଳରେ କେତେ ବର୍ଷ ବଞ୍ଚି ଥାଏ ?

ଉତ୍ତର:- ୧୨୩ ବର୍ଷ

ପ୍ରଶ୍ନ:- ଡାଳ ନାହିଁ କି ପତ୍ର ନାହିଁ, ଫୁଲ ନାହିଁ କି ଫଳ ନାହିଁ, ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା?

ଉତ୍ତର:- ଛତା

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *