51 ବର୍ଷ ପରେ ଦୋଳ ପୂର୍ଣ୍ଣିମାରେ ବନୁଛି ମହାସଂଯୋଗ, ଏହି 5ଟି ରାଶିରେ ଭୟଙ୍କର ଘଟଣା, ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଏହି ଥର ଦୋଳ ପୂର୍ଣ୍ଣିମା ଫାଲ୍ଗୁନ ମାସ ଶୁକ୍ଳ ପାଖ ଦଶମୀ ତିଥିରେ ପଡୁଛି । ଏହି ଦିନ ଶୁଭ ଯୋଗ ବନୁଅଛି । ଚଳିତ ବର୍ଷ ମାର୍ଚ୍ଚ 7ରେ ପଡିବାକୁ ଯାଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଦୋଳ ପୂର୍ଣ୍ଣିମାରେ ବନୁଛି ଗ୍ରହରେ ଅଦଭୁତ ମହା ସଂଯୋଗ । ଦୋଳ ଯାତ୍ରା ହିନ୍ଦୁ ମାନଙ୍କର ବଡ ପର୍ବ ଅଟେ । ଝୁଲଣ ବିମାନରେ ରାଧାକୃଷ୍ଣଙ୍କୁ ବସାଇ ପରିକ୍ରମା ହେଉଥିବାରୁ ଏହାର ନାମ ଦୋଳ ଯାତ୍ରା କୁହାଯାଏ ।

ଫାଲ୍ଗୁନ ଦଶମୀ ତିଥିରୁ ଆରମ୍ଭ ହୋଇ ହୋଲି ପର୍ବରେ ଶେଷ ହୋଇଥାଏ । ଏହି ଦିନ 5ଟି ରାଶିଙ୍କ ଚମକି ଉଠିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଆପଣଙ୍କୁ କହୁ ରଖୁଛୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ଦୋଳ ପୂର୍ଣ୍ଣିମା ଠାରୁ ଇନକମରେ ଜବରଦସ୍ତ ବୃଦ୍ଧି ଘଟିବ । ଧନରେ ମାଲାମାଲ ହେବାରୁ କେହି ଅଟକାଇ ପାରିବେ ନାହି । ବିଜେନ୍ସ ବ୍ୟାପାର ଚାଲୁଥିଲେ ଦୁଇ ଗୁଣା ଧନ ଲାଭ ହୋଇପାରେ । ଚାକିରି କରୁଥିଲେ ପ୍ରମୋଶନ ହୋଇପାରେ । ଆପଣଙ୍କର ଦାଂପତ୍ଯ ଜୀବନରେ ଖୁସି ଦେଖିବାକୁ ମିଳିବ ।

କନ୍ୟା ରାଶି : ଏହି ଥର ଦୋଳ ପୂର୍ଣ୍ଣିମା ଠାରୁ ଭଗବାନ କୃଷ୍ଣଙ୍କର ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ଏଥିପାଇଁ ପୂର୍ଣ୍ଣିମା ଠାରୁ ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ପ୍ରଭୁ କୃଷ୍ଣଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଚାକିରିରେ ପ୍ରମୋଶନ ଚାହୁଁଛନ୍ତି ସେଥିରେ ବୃଦ୍ଧି ଦେଖିବାକୁ ମିଳିବ । ପୁରୁଣା କାମ ଆରମ୍ଭ ହୋଇଯିବ ।

ସିଂହ ରାଶି : ସିଂହ ରାଶିର ଜାତକ ଏବେ ଆପଣଙ୍କ ଭାଗ୍ୟ ଦୁଇ ଗୁଣା ଚମକି ଉଠିବ । ପ୍ରଭୁ କୃଷ୍ଣଙ୍କ କୃପାରୁ ଦୋଳ ପୁର୍ଣ୍ଣିମା ଠାରୁ ବଡ ଖବର ମିଳିବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ । ଅଧୁରା କାର୍ଯ୍ୟ ପୁରା କରିବାକୁ ଚେଷ୍ଟା କରିବେ । ପ୍ରଭୁ କୃଷ୍ଣଙ୍କ କୃପାରୁ ଆପଣଙ୍କୁ ଧନର ଲାଭ ହେବ । ସମାଜରେ ମାନ ସାନ ବଢିବ । ଯାହା ଦ୍ଵାରା ଲୋକେ ଆପଣଙ୍କର ପ୍ରଶଂସା କରିବେ ।

ତୁଳା ରାଶି : ତୁଳା ରାଶିର ଜାତକଙ୍କ ଉପରେ ପ୍ରଭୁ କୃଷ୍ଣଙ୍କ କୃପା ଏବେ ବର୍ଷିବାକୁ ଯାଉଛି । ଅନେକ ଜାଗାରୁ ଧନର ଲାଭ ହେବ । ବ୍ୟାପାରରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀରୁ ଚାକିରି ଅଫର ଆସିପାରେ । ଘର ପରିବାରରେ ପଜେଟିଭ ମାହୋଲ ଦେଖିବାକୁ ମିଳିବ । ଆପଣ ନୂଆ ଘର, ଗାଡି, ଜମି କ୍ରୟ କରିପାରନ୍ତି ।

କୁମ୍ଭ ରାଶି : ଆପଣଙ୍କୁ ପ୍ରଭୁ ଶ୍ରୀ କୃଷ୍ଣଙ୍କ କୃପାରୁ ଦୋଳ ପୂର୍ଣ୍ଣିମା ଠାରୁ ଅନେକ ଜାଗାରୁ ଧନରେ ବୃଦ୍ଧି ହେବ । ଆୟରେ ମଧ୍ୟ ଜବରଦସ୍ତ ଲାଭ ଦେଖିବାକୁ ମିଳିବ । ବ୍ୟାଙ୍କରୁ ଆପଣଙ୍କ ଲୋନ ମଞ୍ଜୁର ହେବ । ଘର ପରିବାରରେ ଖୁସି ଦେଖିବାକୁ ମିଳିବ । ଘରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ଦେଖିବାକୁ ମିଳିବ । ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *