ପସନ୍ଦ କରନ୍ତୁ ଗୋଟେ ଫୁଲ ଓ ଜାଣନ୍ତୁ ନିଜର ଚରିତ୍ର, ସ୍ଵଭାବ, ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ଚିନ୍ତାଧାରା, ସ୍ଵଭାବ ତାର ପସନ୍ଦ ଏବଂ ନାପସନ୍ଦ ରୁ ଜଣାପଡ଼ିଥାଏ । କୌଣସି ବ୍ୟକ୍ତି ସହ ରହିବା ପୂର୍ବରୁ ତା ବିଷୟରେ ଜାଣିବା ନିହାତି ଜରୁରୀ । ଏଠାରେ ତିନୋଟି ରଙ୍ଗର ଫୁଲ ରହିଛି । ଏହି ଫୁଲ ମଧ୍ୟରୁ ଆପଣ କୌଣସି ଗୋଟିଏ ରଙ୍ଗର ଫୁଲ ବାଛିନିଅନ୍ତୁ । ଏହା ଦ୍ବାରା ଆମେ ଆପଣଙ୍କୁ ଆପଣଙ୍କ ସ୍ଵଭାବ ବିଷୟରେ କିଛି ଖାସ କଥା କହିବୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ଫୁଲ:- ଯଦି ଆପଣ ପ୍ରଥମ ଫୁଲ ବାଛିଛନ୍ତି ତେବେ ଆପଣ ବହୁତ ଧର୍ଯ୍ୟବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି । ଆପଣ ଯେଉଁ କ୍ଷେତ୍ରରେ ବି ରହିଥାନ୍ତି ସବୁବେଳେ ଉଚ୍ଚ ସ୍ଥାନରେ ରହିଥାନ୍ତି । ଆପଣ ଜଣେ ପବିତ୍ର ସ୍ଵଭାବ ଚିନ୍ତାଧାରା ରଖିଥିବା ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କ ପ୍ରିୟା ହୋଇଥାନ୍ତି । ମାତ୍ର ଆପଣଙ୍କ କ୍ରୋଧ ସ୍ଵଭାବ ଅଧିକ ରହିଥାଏ । ଟିକେ ଟିକେ କଥାରେ ରାଗିଯିବା ଭଳି କିଛି ଖରାପ ଗୁଣ ଆପଣଙ୍କ ପାଖରେ ରହିଥାଏ । ଏଥିପାଇଁ ପ୍ରାୟତଃ ଲୋକମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି । ମାତ୍ର ଯେଉଁ ମାନେ ଆପଣଙ୍କୁ ସଠିକ ଭାବରେ ଜାଣିଥାନ୍ତି ସେମାନେ କେବେ ମଧ୍ୟ ଆପଣଙ୍କୁ ତ୍ୟାଗ କରନ୍ତି ନାହିଁ ।

ଦିତୀୟ ଫୁଲ:- ଯଦି ଆପଣ ଦିତୀୟ ଫୁଲ ବାଛିଛନ୍ତି ତେବେ ଆପଣ ସବୁବେଳେ କିଛି ନାଁ କିଛି ନୂଆ ଜିନିଷ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଏମାନେ ନିଜ ମନର କଥାକୁ କାହା ଆଗରେ ବ୍ୟକ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏମାନେ ଭିତରୁ ଟିକିଏ ଦୁର୍ବଳ ହୋଇଥାନ୍ତି ଯେଉଁ କାରଣରୁ ଟିକେ ଟିକେ କଥାରେ ମନ ଦୁଃଖ କରିଥାନ୍ତି । ଏମାନେ ବହୁତ ହିଁ ଆକର୍ଷଣୀୟ ଏବଂ ସୁନ୍ଦର ହୋଇଥାନ୍ତି ଯେଉଁଥିପାଇଁ ସେମାନଙ୍କ ମଧ୍ୟରେ ଟିକେ ଗର୍ବ ଅଧିକ ରହିଥାଏ ।

ତୃତୀୟ ଫୁଲ:- ଯଦି ଆପଣ ତୃତୀୟ ଫୁଲ ବାଛିଛନ୍ତି ତେବେ ଆପଣ ବହୁତ ବାହାଦୂର ଓ ସାହସୀ ବ୍ୟକ୍ତି ଅଟନ୍ତି । ଆପଣ ଜୀବନରେ ସକରାତ୍ମକ ବିଚାର ସହିତ ଆଗକୁ ବଢନ୍ତି । ଆପଣଙ୍କୁ ଆପଣଙ୍କ ଗୁଣ ଓ ଯୋଗ୍ୟତା ହିଁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରିଥାଏ । ଆପଣ ଜାଣିଶୁଣି କାହାକୁ ଦୁଃଖିତ କରନ୍ତି ନାହିଁ । ଆପଣଙ୍କ ଅନୁସାରେ ଜୀବନରେ ଛୋଟ ମୋଟ ନୋକ ଝୋକ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ଆପଣ ଜୀବନରେ ସ୍ୱତନ୍ତ୍ର ହୋଇ ବଞ୍ଚିବାକୁ ଚାହାନ୍ତି । ଆପଣ ସବୁବେଳେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ଫୁଲ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *