ହୃଦୟରୁ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Tarot Card Reading

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ । ବାଛନ୍ତୁ ଯେ 5ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଆରମ୍ଭ କରିବା ।

ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣଙ୍କୁ ବହୁତ ଜଲ୍ଦି ରାଗ ଆସିଥାଏ ଆଉ ଭଲ ପାଇବା ଆସିଥାଏ ସେ ଭାବୁଛନ୍ତି । କିନ୍ତୁ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଜୀବନରେ ସଫଳ ହେବାକୁ ସେ ଈଶ୍ବରଙ୍କ ଠାରେ ପ୍ରାର୍ଥନା କରୁଛନ୍ତି । ଆପଣ ଦୁହିଙ୍କ ଭିତରେ ସମ୍ପର୍କ ମଜବୁତ ରହିଛି । ସେ ଆପଣଙ୍କର ବନ୍ଧୁ ବା ଲଭର ହୋଇପାରନ୍ତି ।

ଦିତୀୟ ନମ୍ବର:- ଯଦି ଆପଣ ଦିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଏମିତି ଭାବୁଛନ୍ତି ଆପଣ ଜୀବନରେ କନ୍ଫ୍ଯୁଜ ଅଛନ୍ତି । ଆପଣ ବାଲାନ୍ସ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସଫଳ ହୋଇପାରୁ ନାହାନ୍ତି । ତେଣୁ ନିଜ ସାଥିଙ୍କ କଥା ବୁଝିବାକୁ ଟ୍ରାଏ କରନ୍ତୁ । ସମସ୍ଯା ବଡ ନ ହୋଇଥିଲେ ବି ଆପଣ ତାକୁ ବଡ କରି ଦେଖୁଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ନିସ୍ପତି ବୁଝି ବିଚାରୀ ନେଉ ନାହାନ୍ତି ।

ତୃତୀୟ ନମ୍ବର:- ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଯଦି ଲଭରଙ୍କ ପାଇଁ ଚୟନ କରିଛନ୍ତି ତେବେ ବହୁତ ପଜେଟିଭ ଏନର୍ଜି ରହିଛି । ଆପଣଙ୍କ ଲଭର କେବେ ବି ଆପଣଙ୍କ ହାତ ଛାଡିବେ ନାହି । ସେ ଆପଣଙ୍କର ସବୁ ଦୁଖ ନେଇ ସବୁ ଖୁସି ଆପଣଙ୍କ ପାଦ ତଳେ ଓଜାଡି ଦେବାକୁ ଚାହୁଁଛନ୍ତି । ଆପଣଙ୍କ ପାଇଁ ତାଙ୍କ ମନରେ ପଜେଟିଭ ଚିନ୍ତାଧାରା ରହିଛି । ଯଦି ବନ୍ଧୁ ପାଇଁ ଚୟନ କରିଛନ୍ତି ତେବେ ସେ ମଧ୍ୟ ଆପଣଙ୍କର ସାଥ ଜୀବନ ସାରା ଦେବେ । ସଚ୍ଚା ବନ୍ଧୁ ବା ଲାଭ ହୋଇ ପାରନ୍ତି ।

ଚତୁର୍ଥ ନମ୍ବର:- ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ସମ୍ପର୍କକୁ ବଜାୟ ରଖିବାକୁ ଚେଷ୍ଟା କରୁ ନାହାନ୍ତି । ସେ ନିଜ ତରଫରୁ ସମ୍ପର୍କକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଆପଣଙ୍କ ଭୁଲ ପାଇଁ ଅନେକ କ୍ଷତି ହେଉଛି । ଯଦି ଆପଣ ତାଙ୍କ ସହ ବ୍ୟାପାର ବା ବିଜେନ୍ସ କରୁଛନ୍ତି ତେବେ ଭଲ ଭାବେ ବିଚାର କରନ୍ତୁ । ଆପଣ ଭୁଲରୁ ଶିକ୍ଷା କରୁ ନାହାନ୍ତି ।

ପଞ୍ଚମ ନମ୍ବର:- ଯଦି ଆପଣ ପଞ୍ଚମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ନିଜ ଲୋକ ଆପଣଙ୍କର ଶତ୍ରୁ ଅଟନ୍ତି କିନ୍ତୁ ଆପଣ ଦେଖିବାକୁ ଚାହୁଁ ନାହାନ୍ତି । ଆପଣଙ୍କ ଡୁଖା କାରଣ ହୋଇପାରେ ସେଥିପାଇଁ ସେ ଚାହୁଁଛନ୍ତି ଆପଣ ଜୀବନର ସତକୁ ସାମନା କରନ୍ତୁ । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *