ବନ୍ଧୁଗଣ ଆଜିର ଆମର ବିଷୟ ବସ୍ତୁ ରହିଛି କି ଆପଣଙ୍କ କିସମତରେ କଣ ଲେଖାଅଛି । ଏଥିପାଇଁ ଆପଣଙ୍କୁ ୩ଟି ମୂର୍ତ୍ତି ମଧ୍ୟ ରୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କ ଭାଗ୍ୟରେ କଣ ଲେଖାଅଛି । ତେବେ ଭାଗ୍ୟରେ କଣ ଲେଖାଅଛି ତାହା କର୍ମ ଦ୍ଵାରା ନିର୍ଧାରିତ ହୋଇଥାଏ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ତେବେ ଆସ ନ୍ତୁ ଆରମ୍ଭ କରିବା ଆଜିର ବିଷୟ ବସ୍ତୁ ।
୧:- ଯଦି ଆପଣ ପ୍ରଥମ ମୂର୍ତ୍ତି ବାଛିଛନ୍ତି ତାହେଲେ ହେଇପାରେ କି ଆପଣ ଜଣେ ଆଶାବାଦୀ ତଥା ସ୍ୱାଭିମାନି ବ୍ୟକ୍ତି ଅଟନ୍ତି । ଆପଣ ନିଜ ଭିତରେ ସର୍ବଦା ରହିବାକୁ ପସନ୍ଦ କରନ୍ତି । ହେଇପାରେ କି ଆପଣ ଆଉ କାହାରି ସାହାଯ୍ୟ ଆଶା କରନ୍ତି ନାହିଁ । ଆପଣଙ୍କ ପାଖରେ ସମ୍ଭାବନା ଅଛି କି ଆପଣ ସ୍ୱାର୍ଥପର ହେଇ ପାରନ୍ତି । ଆପଣଙ୍କ ହୃଦୟ ବହୁତ ଭଲ ଥାଏ ଆଉ ଆପଣ ନିଜର ପାର୍ଟନର ପ୍ରତି ସର୍ବଦା ସଚୋଟ ରହି ପାରନ୍ତି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସଦା ସର୍ବଦା ରହିଥାଏ । ଆପଣଙ୍କ ଭବିଷ୍ୟତ ଖୁବ ଉଜ୍ବଳ ।
୨. ଯଦି ଆପଣ ଦ୍ୱିତୀୟ ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ବହୁତ ଧାର୍ମିକ ବ୍ୟକ୍ତି ଅଟନ୍ତି । ଆପଣ ଭଗବାନ ଙ୍କ ଉପରେ ବହୁତ ବିଶ୍ବାସ କରିଥାନ୍ତି । ଆପଣ ନିଜ ଜୀବନରେ ସବୁ କିଛି ପାଇଥାନ୍ତି । ଆପଣ ସବୁ କ୍ଷେତ୍ରରେ ସଫଳତା ଲାଭ କରିଥାନ୍ତି । ତେବେ ଆପଣଙ୍କୁ ଖୁବ ଶୀଘ୍ର କୌଣସି ଖୁସି ଖବର ମିଳିବା ପାଇଁ ଯାଉଛି । ମାତା ସରସ୍ୱତୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଆପଣ ବହୁତ ଜ୍ଞାନୀ ହୋଇଥାନ୍ତି ।
୩. ଯଦି ଆପଣ ଏହି ମୂର୍ତ୍ତି ବାଛିଛନ୍ତି ତେବେ ଆପଣ ଜଣେ ଭଲ ବ୍ୟକ୍ତି ଅଟନ୍ତି କିଛି ବେଳେ ବେଳେ ଆପଣ କିଛି ପରିମାଣରେ ସ୍ବାର୍ଥି ହୋଇ ଯାଆନ୍ତି କିନ୍ତୁ ଆପଣ ଆପଣଙ୍କ ଜୀବନସାଥି ପ୍ରତି ସର୍ବଦା ବିଶ୍ବାସୀ ରହିଥାନ୍ତି ଆପଣ ଅନ୍ୟର କଥାରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରନ୍ତି ନାହିଁ ସର୍ବଦା ଆପଣ ଭଲ ଖାଇବା ଏବଂ ଭଲ ପିନ୍ଧିବା ପ୍ରତି ଅଧିକ ଧ୍ୟାନ ରଖିଥାନ୍ତି ।
ଆପଣ ନିଜେ ସର୍ବଦା ଖୁସିରେ ରହିଥାନ୍ତି ଏବଂ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ମା ଦୁର୍ଗା ଙ୍କ କୃପା ଆପଣଙ୍କ ଉପରେ ରହିଥାଏ । ଆପଣ ବହୁତ ସାହସୀ ହୋଇଥାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ମୂର୍ତ୍ତି ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।