ନମସ୍କାର ବନ୍ଧୁଗଣ । ଆଜିର ଏହି ରିଡିଂ ଟି ର ସହାୟତା ରେ ଆପଣ ମାନେ ଜାଣି ପାରିବେ କି ଆସୁଥିବା ସମୟ ରେ ଆପଣ ଙ୍କୁ କେଉଁ କେଉଁ ଖୁସି ର ଖବର ମିଳିବାକୁ ଯାଉଛି । ଏହା ପାଇଁ ଆପଣ ସର୍ବପ୍ରଥମ ତଳେ ଥିବା ନମ୍ବର ମାନଙ୍କ ମଧ୍ୟ ରୁ କୌଣସି ଏକ ନମ୍ବର କୁ ଯଥା ଶୀଘ୍ର ଚୟନ କରି ନିଅନ୍ତୁ । ବନ୍ଧୁଗଣ ଏଠାରେ ଆପଣ ଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଏହା ଏକ ପ୍ରକାର ର ଜେନେରାଲ ରିଡିଂ ଅଟେ ।
ତେଣୁ କିଛି କ୍ଷେତ୍ର ରେ ଏହା କିଛି ଲୋକଙ୍କ ସହ କନେକ୍ଟ ମଧ୍ୟ ହୋଇ ନଥାଏ । ତେଣୁ ଆପଣ ଏହାକୁ ନିଜର ସଂପୂର୍ଣ୍ଣ ବିଶ୍ଵାସ ର ସହ ପଢନ୍ତୁ ହୋଇ ପାରେ, ଏହା ଆପଣ ଙ୍କ ସହ କନେକ୍ଟ ହୋଇଯାଏ । ତେବେ ଯଦି ଆପଣ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ ନିଜକୁ ଆକର୍ଷଣ ଲାଗୁଥିବା ଭଳି କୌଣସି ଏକ ନମ୍ବର ର ଚୟନ କରି ସାରିଲେଣି ।
ନମ୍ବର ୧ ବେଲପତ୍ର ଚୟନ କରିଥିବା ବ୍ୟକ୍ତି ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ହେବ । ଆପଣ ସବୁ ଜିନିଷ କୁ ଭଲ ଭାବରେ ବୁଝି ପାରୁଛନ୍ତି ସେଥିପାଇଁ ସେସବୁ ଠାରୁ ବାହାରିବାକୁ ଚାହୁଁଛନ୍ତି । ଆପଣଙ୍କୁ ବହୁତ ଲୋକ ଧୋକା ଦେଇଛନ୍ତି । ଆପଣଙ୍କ ନିଜ ଲୋକ ଆପଣଙ୍କ ସହ ବିଶ୍ଵାସଘାତ କରିଛନ୍ତି । ଆପଣଙ୍କୁ ବହୁତ ଶୀଘ୍ର ଏକ ସାଥି ମିଳିବାକୁ ଯାଉଅଛି । ଯିଏ ଆପଣଙ୍କୁ ବହୁତ ଭଲ ଭାବରେ ବୁଝି ପାରୁଥିବ । ସିଏ ଆପଣଙ୍କ ଲାଇଫ ପାର୍ଟନର ହୋଇ ପାରନ୍ତି । ଆପଣଙ୍କୁ ନିଜ ବିଷୟରେ ଭାବି ସର୍ବଦା ଆଗକୁ ବଢିବାର ଅଛି । ପୂର୍ବ କଥାକୁ ଭୁଲି ଆଗକୁ ବଢ଼ି ଚାଲନ୍ତୁ ।
ଯଦି ଆପଣ ଏହି ଦ୍ଵିତୀୟ ନମ୍ବର ବେଲପତ୍ର ବାଛିଛନ୍ତି ତେବେ ଆପଣ ଖୁବ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ଯେତେ ଦୁଃଖରେ ଥିଲେ ମଧ୍ୟ କାହାକୁ ନିଜର ଦୁଃଖ ବିଷୟରେ ପ୍ରକାଶ କରନ୍ତି ନାହିଁ । ଏହି ବ୍ୟକ୍ତି ବହୁତ ହସ ଖୁସ ମିଯାଜ ର ବ୍ୟକ୍ତି ଅଟନ୍ତି । ଏମାନେ ନିଜର ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି । ଏହି ବ୍ୟକ୍ତି ଭଗବାନ ଙ୍କ ଉପରେ ବହୁତ ବିଶ୍ବାସ ରଖିଥାନ୍ତି । ଏବଂ ଭଗବାନ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି । ଏମାନେ ନିଜର ବ୍ୟବସାୟ ବାଣିଜ୍ୟ ରେ ବହୁତ ଶୀଘ୍ର ଲାଭ ପାଇବେ ।