ହୃଦୟରୁ ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି – Love Quiz

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ । ବାଛନ୍ତୁ ଯେ ୩ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ଚୁଜ କରନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଆରମ୍ଭ କରିବା ।

୧. ଆପଣ ଯଦି ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କୁ ନେଇ ସେ କନଫିଉଜ ଅଛନ୍ତି । ଆପଣଙ୍କ ଅପେକ୍ଷା ସେ ଅନ୍ୟ ମାନଙ୍କ କଥାରେ ବିଶ୍ଵାସ କରୁଛନ୍ତି । ଆପଣଙ୍କ ପାଇଁ ଆତଙ୍କ ମନରେ କନଫିୟୁଜ ଆଉ ସନ୍ଦେହ ଅଛି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଚିଟ କରୁଛନ୍ତି । ଆପଣଙ୍କ ଅନରେ ତାଙ୍କ ପାଇଁ ବନ୍ଧୁତା, ପ୍ରେମ ରହିଛି ।

୨. ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଏକ ଲଭ ବା ଏଞ୍ଜଲ ଭାବେ ଦେଖୁଛନ୍ତି । ସେ ଆପଣଙ୍କୁ ପରିବାରର ମୁଖ୍ୟ ସଦସ୍ୟ ଭାବୁଛନ୍ତି । ଜୀବନରେ ଆପଣଙ୍କ ଛଡା କିଛି ଭାବୁ ନାହାନ୍ତି କି ଆଗକୁ ବଢିପାରିବେ ନାହି ଆପଣଙ୍କ ପର୍ଶନ । ଆପଣ ତାଙ୍କ ଜୀବନର ସାହାରା ହେବ ସହ ଆପଣଙ୍କ ତାଙ୍କର ଆରମ୍ଭ ଓ ଶେଷ ଏମିତି ସେ ଭାବୁଛନ୍ତି ।

୩. ଆପଣ ଯଦି ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କୁ ଜୀବନରେ କଣ କରିବାର ଅଛି କଣ ନିସ୍ପତି ନେବାର ଅଛି କିଛି ବି ଭାବି ନାହାନ୍ତି ବୋଲି ସେ ଚିନ୍ତା କରୁଛନ୍ତି । ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ଜୀବନରେ ଆପଣ କଣ କରିବେ ତାହା ଯାଇ ନାହାନ୍ତି । ଆପଣ ସିରିଏସ ନୁହନ୍ତି ସବୁ ମଜାରେ ଉଡାଇ ଦେଇଥାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର ଚୂଜ କରିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *