ବନ୍ଧୁଗଣ ସମୟ ର ଚକ୍ର ପୁନର୍ବାର ତାର ସ୍ଥାନ ପରିବର୍ତ୍ତନ କରି ସାରିଛି । ଏପରି ରେ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ ବିଷୟ ଯାହାଦ୍ଵାରା ଆପଣ ଜାଣି ପାରିବେ କି ଆସୁଥିବା ସମୟ ଆପଣ ମାନଙ୍କ ପାଇଁ କେଉଁ ଭଳି ଖୁସି ର ଖବର ନେଇ କରି ଆସୁଅଛି ।
କିନ୍ତୁ ବନ୍ଧୁଗଣ ଆଜିର ଏହି ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ । ଏହି କାରଣ ରୁ ଏହା କିଛି ଲୋକ ଙ୍କ ସହ କନେକ୍ଟ ହେବା ସମୟରେ କିଛି ଲୋକ ଙ୍କ ସହ କନେକ୍ଟ ମଧ୍ୟ ହୋଇ ନ ଥାଏ । ତେବେ ଆପଣ ମାନେ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ ନିଜକୁ ଆକର୍ଷିତ କରୁଥିବା କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
ଯଦି ଆପଣ ପ୍ରଥମ କବାଟ ବାଛିଛନ୍ତି ତେବେ ଆପଣ ନିଜର ଅଲଗା ଦୁନିଆରେ ହିଁ ରହିବା ପାଇଁ ପସନ୍ଦ କରିଥାନ୍ତି । ଏକ ରହି ନିଜ ବିଷୟରେ ଭାବିବା ନିଜକୁ ଭଲ ପାଇବ ଗୁଣ ଆପଣଙ୍କ ପାଖରେ ରହିଛି । ଏହାର ଅର୍ଥ ଏହା ନୁହେଁ କି ଆପଣଙ୍କର କେହି ବନ୍ଧୁ ନାହାନ୍ତି । ଆପଣ ଏକୁଟିଆ ହିଁ ସମସ୍ତ କାର୍ଯ୍ୟ କରିବାର କ୍ଷମତା ରଖିଥାନ୍ତି । ତେଣୁ ଆପଣ କାହାକୁ ନିଜ ସାଥିରେ ଲୋଡନ୍ତି ନାହିଁ । ଆପଣଙ୍କୁ ପାରିବାରିକ ସୁଖ ଶାନ୍ତି ମିଳିବ ।
ଯଦି ଆପଣ ଦିତୀୟ କବାଟ ଚୟନ କରିଛନ୍ତି ତେବେ ଆପଣ ସବୁ ପରିସ୍ଥିତିରେ ନିଜକୁ ଢାଙ୍କିବା ଶିଖିଛନ୍ତି । ଏମାନେ ନିଜ ପରିବାର ଖାସ କେୟାର କରିଥାନ୍ତି । ବିଶେଷା କରି ସାଙ୍ଗ ସାଥିଙ୍କ ଠାରୁ ଆରମ୍ଭ କରି ପରିଜନ ମାନଙ୍କର ପ୍ରିୟ ହୋଇଥାନ୍ତି । ଆପଣ ନିଜର ଭାବନାକୁ ସୀମିତ ରଖିଥାନ୍ତି ଯାହା ପାଇଁ ଆପଣଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି । ଆପଣଙ୍କ ପାଇଁ ବିବାହ ସମ୍ବନ୍ଧିତ କୌଣସି ଖୁସ ଖବର ରହିବାକୁ ଯାଉଛି ।
ଏହି ତୃତୀୟ କବାଟ ଯଦି ଆପଣଙ୍କୁ ଆକର୍ଷିତ କରୁଛି ତେବେ ଆପଣ ବହୁତ ସାଧାରଣ ବ୍ୟକ୍ତି ଅଟନ୍ତି । ଆପଣ ବହୁତ ସମୟ ଏକୁଟିଆ ରହିବାକୁ ପସନ୍ଦ କରନ୍ତି । ଆପଣ ସବୁବେଳେ ପରିବାର ଓ ବନ୍ଧୁଙ୍କ ସହ ବାହାରକୁ ଯିବାକୁ ପସନ୍ଦ କରନ୍ତି । ଆପଣ ଅଧିକ ଲୋକଙ୍କ ସହ ସମ୍ପର୍କ ରଖନ୍ତି ନାହିଁ । ଏଥିପାଇଁ ଭବିଷ୍ୟତରେ ଆପଣ ଅଧିକ ସମସ୍ୟାରେ ପଡନ୍ତି ନାହିଁ । ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଆପଣଙ୍କ ଦୀର୍ଘ ଦିନ ସମସ୍ୟା ସବୁ ଶେଷ ହେବାକୁ ଯାଉଛି ।
ଯଦି ଆପଣ ଚତୁର୍ଥ କବାଟ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଖୋଲା ମନ ବ୍ୟକ୍ତି ଅଟନ୍ତି, ଆପଣଙ୍କୁ ରଙ୍ଗ ବହୁତ ଭଲ ଲାଗିଥାଏ, ଆପଣ ନିଜ ଜୀବନରେ ସୁଖୀ ରହିବା ସହ ଅନ୍ୟ ଲୋକଙ୍କୁ ଖୁସି ରଖନ୍ତି, ଏହି ଭଳି ଲୋକଙ୍କ ଜୀବନରେ କୌଣସି ବାଧା ଆସିଲେ ମଧ୍ୟ ସେ ଅଧିକ ଚିନ୍ତା କରନ୍ତି ନାହିଁ ଓ ସମସ୍ଯାକୁ ଖୁସି ଖୁସି ସାହି ଯାନ୍ତି । ଆପଣଙ୍କୁ ଖୁବ୍ ଶୀଘ୍ର ଧନ ଲାଭ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ କେଉଁ କବାଟ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।