ହୃଦୟରୁ ବାଛନ୍ତୁ ଯେ କୌଣସି 1 ନମ୍ବର ଓ ଜାଣନ୍ତୁ ଆପଣଙ୍କ ମୃତ୍ୟୁ କେବେ ଓ କେଉଁଠି ହେବ ? ସତ ଶୁଣିବାର ସାହସ ଅଛି ତ ଦେଖନ୍ତୁ… ( Personality Test )

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଣ୍ଟରଟେଣ୍ଟମେଣ୍ଟ ଭରା ବିଷୟ ବସ୍ତୁ, ଆଜିର ଏହି ପୋଷ୍ଟ ତିରେ ଆପଣ ଜଣାଇ ପାରିବେ ଆସୁଥିବା ଅସମୟରେ ଆପଣ ଙ୍କର ମୃତ୍ୟୁ ସମବନ୍ଧୀୟ କିଛି କଥା । ସର୍ବପ୍ରଥମେ କହି ରଖିବୁ କି ଏହି ଟପିକ୍ ଟି ସଂପୂର୍ଣ୍ଣ ରୂପରେ ଆପଣ ମାନଙ୍କ ଏଣ୍ଟରଟେଣ୍ଟମେଣ୍ଟ ପାଇଁ ହିଁ କରାଯାଇଛି । ତେଣୁ ଆପଣ ମାନେ ଏହି ବିଷୟ କୁ ଅଧିକ ଗମ୍ଭୀରତା ର ସହ ଦେଖିବା କୌଣସି ଆବଶ୍ୟକ ନାହିଁ ।

କାରଣ ଏହି ଜୀବନ କେତେ ବର୍ଷ ପାଇଁ ରହିଛି ଓ କିପରି ରହିଛି ତାହା ମଧ୍ୟ କହିବା କାହା ପକ୍ଷରେ ସମ୍ଭବ ନୁହେଁ । ତେଣୁ ଆମର ଆପଣ ସମସ୍ତ ଙ୍କୁ ବିନମ୍ର ଅନୁରୋଧ କି ଯେତେ ଦିନ ର ଜୀବନ ଅଛି ଆପଣ ପ୍ରତ୍ଯେକ ଦିନ କୁ ନିଜ ଜୀବନ ର ବିଶେଷ ଦିନ ଭାବି ଚାଲନ୍ତୁ । ଏହାସହ ଖୁସି ରେ ରୁହନ୍ତୁ ।

ଆସନ୍ତୁ ଆଜିର ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା, ସର୍ବ ପ୍ରଥମେ ଆପଣ ଦୁଇଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ବାଛି ନିଅନ୍ତୁ । ଯଦି ଆପଣ ନୁମ୍ବର ଏକ କୁ ଚୟନ କରିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣ ଙ୍କର ଜୀବନରେ ଯେତେବେଳେ ମୃତ୍ୟୁ ଆସିବ ସେହି ସମୟ ପୂର୍ବରୁ ଆପଣ ଙ୍କର ସମସ୍ତ ଇଛା ଗୁଡିକ ର ପୂର୍ତ୍ତି ହୋଇ ଯାଇଥିବ ।

ଏହାସହ ଆପଣଙ୍କ ମୃତ୍ୟୁ ଏଭଳି ଭାବରେ ହେବ କି କେହି ଜାଣି ମଧ୍ୟ ପାରିବେ ନାହିଁ । ଅର୍ଥାତ ଖୁବ ଶାନ୍ତି ର ସହକାରେ ଆପଣ ଙ୍କର ମୃତ୍ୟୁ ହେବ । ସମୟ ଏପରି ରହିବ କି ଆପଣଙ୍କ ମନରେ ମଧ୍ୟ କୌଣସି ଭାବ ବା ସଙ୍କୋଚ କିଛି ରହିବ ନାହିଁ ।

ଶେଷ ସମୟରେ ଆପଣଙ୍କ ମନରେ ରହିବ କି ଯାହା ହେଉ ଆପଣ ଏକ ଖୁବ ଭଲ ଜୀବନ ଟିଏ ଅତିବାହିତ କରିଲେ । ନମ୍ବର 2 କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ଆପଣ ମାନଙ୍କର ଜୀବନ କାଳ ଖୁବ ଅଧିକ ରହିଛି ଅର୍ଥାତ, ତଥାପି ପାଖାପାଖି 100 ବର୍ଷ ପର୍ଯ୍ୟନ୍ତ ଆପଣ ବଞ୍ଚି ପାରନ୍ତି ।

ଆପଣ ଶେଷ ସମୟରେ ମନ ରେ କିଛି ଅଫଶୋଷ ମଧ୍ୟ କରି ପାରନ୍ତି । ଆପଣ ଙ୍କର ମନ ମଧ୍ୟ ଦୁଃଖ ହୋଇ ପାରେ କି ଆପଣ ନିଜ ଜୀବନ ଛାଡିବାକୁ ଯାଉଛନ୍ତି । ନିଜ ଲୋକଙ୍କ ଠାରୁ ଦୂରେଇବା ର ଦୁଃଖ ଆପଣଙ୍କ ମୃତ୍ୟୁ ସମୟରେ ଆପଣଙ୍କ ପାଇଁ କିଛି ଅଧିକ କଷ୍ଟକର ମଧ୍ୟ ହୋଇ ପାରେ । କିନ୍ତୁ ଆପଣ ଜୀବନରେ ସବୁ ସ୍ଵପ୍ନ ପୂରୁଣ କରି ଦେଇଛନ୍ତି, ବୋଲି ମନରେ ଏକ ଖୁସି ମଧ୍ୟ ଥିବ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *