ଆପଣମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥିବେ ଯାହାକି ଶୁଣିବାକୁ ସରଳ ଲାଗିଥାଏ ହେଲେ ତାହାର ଉତ୍ତର ଦେବା କଠିନ ହୋଇଯାଇଥାଏ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ହୋଇଥାଏ ଯାହାର ଉତ୍ତର ମଧ୍ୟ ସେତିକି ମଜାଳିଆ ହୋଇଥାଏ । ଏହା ଦ୍ଵାରା ବୁଦ୍ଧିର ପରୀକ୍ଷା ମଧ୍ୟ ହୋଇଯାଏ । ତେଣୁ ଆଜି ଆମେ କହିବାକୁ ଯାଉଛୁ କିଛି ନୂଆ ପ୍ରଶ୍ନ ଓ ତାହାର ଉତ୍ତର ଯାହା IAS ଇଣ୍ଟରଭିଉରେ ପଚରାଯାଇଥାଏ । ତେବେ ଚାଲନ୍ତୁ ଜାଣିବା ।
୧. ଜାପାନରେ ଏପରି କେଉଁ ଜିନିଷ ବାହାରିଥାଏ ଯାହାକି ଦୁନିଆରେ ଆଉ କୌଣସି ସ୍ଥାନରେ ହୋଇନଥାଏ ?
ଉ: ଜାପାନୀ ଲୋକ ।
୨. ଭାରତର ସବୁଠାରୁ ପ୍ରଥମ ନ୍ୟୁଜ ଚ୍ୟାନେଲ କଣ ଅଟେ ?
ଉ: ଜି ନ୍ୟୁଜ ଚ୍ୟାନେଲ ।
୩: ଗ୍ୟାସ ସିଲିଣ୍ଡର କାହିଁକି ଗୋଲ ହୋଇଥାଏ ?
ଉ: ସିଲିଣ୍ଡରରେ ସମାନ ପରିମାଣର ଚାପ ବଜାୟ ରହିବା ପାଇଁ ।
୪: ଆମେରିକାରେ ହିନ୍ଦୁ ମାନଙ୍କ ସଂଖ୍ୟା କେତେ ?
ଉ: ୩୩ ଲକ୍ଷ ।
୫: ସାପ ଭିତରେ ବିଷ କେଉଁଠାରୁ ଆସିଥାଏ ?
ଉ: ମୁହଁରେ ଥିବା ବିଷ ଗ୍ରନ୍ଥିରୁ ।
୬: ଅକ୍ଷୟ କୁମାରଙ୍କର ଫୌଜି ଗେମ କେବେ ଆସିବ ?
ଉ: ଅକ୍ଟୋବର ଶେଷରେ ।
୭: ଜଣେ ଲୋକ ନିଜ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପରିବ ?
ଉ: ଅନଲିମିଟେଡ଼ ।
୮: କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?
ଉ: କେସିନ ନାମକ ପ୍ରୋଟିନ କାରଣରୁ ।
୯: ପଶୁପକ୍ଷୀ ମାନଙ୍କୁ ହୃଦ୍ଘାତ ଆସିଥାଏ କି?
ଉ: ହଁ ଆସିଥାଏ ।
୧୦: ମାଟିରେ ତିଆରି ହେଉଥିବା ପାତ୍ରକୁ କିଏ ତିଆରି କରିଥାନ୍ତି?
ଉ: କୁମ୍ଭାର ।
୧୧: ଔଷଧ ଖାଇବାପରେ ଆମର ମୂତ୍ର କାହିଁକି ହଳଦୀଆ ହୋଇଥାଏ ?
ଉ: ଆଣ୍ଟିବାୟୋଟିକ ଥିବା କାରଣରୁ ।
୧୨: ଭାରତରେ ଆଦିବାସୀ ଲୋକମାନେ କେଉଁଠାରେ ରୁହନ୍ତି ?
ଉ: ଆନ୍ଦ୍ରପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର , ଓଡ଼ିଶା ଆଦିରେ ।
୧୩: ଆମ ଶରୀରରେ କଳାଯାଇ କିପରି ହୋଇଥାଏ ?
ଉ: ପିଗମେଣ୍ଟ ଏକତ୍ରିତ ହେବା କାରଣରୁ ।
୧୪: ରିଟାୟର କ୍ରିକେଟରଙ୍କୁ ପେନସନ ମିଳିଥାଏ କି?
ଉ: ହଁ ମିଳିଥାଏ ।
୧୫: ଏମିତି କେଉଁ ଜିନିଷ ଯାହାକୁ କିଣିଲା ବେଳେ କଳା, ଜଳେଇବା ପରେ ଲାଲ ଓ ଫୋପାଡିବା ବେଳେ ଧଳା ହୋଇଯାଏ, କୁହନ୍ତୁ ତାହା କଣ ?
ଉ: କୋଇଲା
ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ