ଜୀବନରେ ସୁଖ ଓ ଦୁଃଖ ସମୟ ସମୟ ରେ ଲାଗି ରହିଥାଏ । କିନ୍ତୁ ସୁଖ ଏକ ଏପରି ସମୟ ଯାହା କେତେବେଳେ ଆସି ଚାଲି ମଧ୍ୟ ଯାଇଥାଏ, ତାହା ଜଣା ପଡି ନଥାଏ । କିନ୍ତୁ ସେହି କ୍ଷେତ୍ରରେ ଦୁଃଖ ଏପରି ଲାଗେ, ଯେପରି କି ଏହା ସତେ ଯେପରି ଶେଷ ହେବା ଭୁଲି ହିଁ ଯାଇଛି । କାରଣ ସବୁ ସମୟ ରେ ମଣିଷ ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ଏହି ପାଇଁ ବେଳେ ବେଳେ ଏପରି ମଧ୍ୟ ଲାଗିଥାଏ କି ବୋଧ ହୁଏ କି ଏହା ଆମର ହିଁ କୌଣସି କର୍ମ ର ଫଳ ଅଟେ ।
ଯାହାର ପାଇଁ ଆମେ ଆଜି ଏତେ ମାତ୍ରା ରେ ଦୁଃଖ ଭୋଗ କରୁଅଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପାର ରିଡିଂ ଯାହା ସାହାର୍ଯ୍ୟ ରେ ଆପଣ କୌଣସି ଏକ ନମ୍ବର ଚୟନ କରି ଜାଣି ପାରିବେ କି ଆପଣ ଙ୍କ କର୍ମ କେଉଁ ଭଳି ଅଛି ଓ ସେହାର ଫଳ ଆପଣଙ୍କୁ କେଉଁ ଭଳି ମିଳିବ ।
ସର୍ବପ୍ରଥମେ କହି ରଖୁଛୁ ଏହା ଏକ ଜେନେରାଲ ରିଡିଂ ଅଟେ । ଯଦି ଆପଣ ଙ୍କ ଜୀବନ ସହ ଏହା ମ୍ଯାଚ ନ ହୁଏ, ତେବେ ଆପଣ ଏହାକୁ କେବଳ ଏକ ରୋଚକ୍ ର ବିଷୟ ରୂପରେ ମଧ୍ୟ ପଡି ପାରିବେ । ପ୍ରଥମେ ଆପଣ ଉପୋରକ୍ତ ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
ଯଦି ଆପଣ ନମ୍ବର ୧ ଟିକୁ ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ କି ଆପଣଙ୍କ କର୍ମ ଖୁବ ଭଲ ରହିଛି । ଆପଣ କେବେ ମଧ୍ୟ କାହାର ଅନିଷ୍ଟ କିଛି ଚିନ୍ତା କରି ନାହାନ୍ତି । ଆପଣ ସବୁବେଳେ ଠିକ ଓ ଭୁଲ ଉଭୟ ପକ୍ଷରେ ସମାନ ସମାନ ସାଥ ଦେଇଥାନ୍ତି । ଆପଣ ମାତ୍ର ଚାହଁନ୍ତି କି କେଉଁ ପରିସ୍ଥିତି ରେ ମଧ୍ୟ ବିବାଦ ନ ଲାଗୁ ।
ଏହି କାରଣ ରୁ ଆପଣଙ୍କ ଜୀବନରେ ସମସ୍ଯା ଗୁଡିକ ଲାଗି ରହିଛି । କିନ୍ତୁ ସଫଳତା ମଧ୍ୟ ଆପଣ ଙ୍କ ଜୀବନରେ ରହିଛି । ଯଦି ଆପଣ ଟିକେ ପରିଶ୍ରମ କରନ୍ତି ତେବେ ଆପଣ ଙ୍କୁ ସଫଳତା ଖୁବ ଶୀଘ୍ର ହିଁ ପ୍ରାପ୍ତ ହୋଇଯିବ ।
ନମ୍ବର ୨ ଆପଣ ଙ୍କର କର୍ମ ସେତେ ଅଧିକ ଭଲ ବୋଲି ମଧ୍ୟ କହି ହେବ ନାହିଁ । କି ଖରାପ ବୋଲି ମହଦୀ କହି ହେବ ନାହିଁ । ଆପଣ ଅନେକ ଭୁଲ ମଧ୍ୟ ନିଜ ଜୀବନ ରେ କରିଛନ୍ତି । ଆପଣ ଙ୍କ ଦ୍ଵାରା ଭୁଲ ମଧ୍ୟ ହୋଇଛି । ଆପଣ ଭୁଲ ଲୋକ ଙ୍କ ସହ ଅଧିକ ସମୟ ଧରି ରହିଛନ୍ତି । ସେମାନଙ୍କର ସାଥ ଦେଇଛନ୍ତି ଯେଉଁ ମାନେ ଆପଣ ଙ୍କୁ ଭଲ ଲାଗନ୍ତି । କିନ୍ତୁ ଆପଣ କେତେ ଲୋକ ଙ୍କର ମନ କୁ କଷ୍ଟ ମଧ୍ୟ ଦେଇଛନ୍ତି ।
ଯାହା କାରଣ ରୁ ଆପଣଙ୍କୁ ଏତେ ଅଧିକ ପୀଡା ଭୋଗ କରିବାକୁ ପଡୁଛି । ଆପଣ ଲୋକ ମାନଙ୍କ ସହ ଖୁବ ଭଲ ବ୍ୟବହାର କରନ୍ତୁ ଓ ସେମାନଙ୍କ ସହ ମିଶି କରି ରହିବାକୁ ମଧ୍ୟ ଚେଷ୍ଟା କରନ୍ତୁ । ଆପଣ ଯାହା ସବୁ ଚାହୁଁଛନ୍ତି ସେ ସବୁ କିଛି ଆପଣଙ୍କୁ ପ୍ରାପ୍ତ ହେବ । କିନ୍ତୁ ତାହା ପାଇଁ ଆପଣଙ୍କୁ କିଛି ସମୟ ପ୍ରତୀକ୍ଷା କରିବାକୁ ମଧ୍ୟ ପଡିବ ।
ନମ୍ବର ୩ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ କର୍ମ ସବୁବେଳେ ଭଲ ରହିଛି । ଆପଣ କେବେ ମଧ୍ୟ କାହାର ଖରାପ କିଛି ଚିନ୍ତା କରି ନାହାନ୍ତି । କିନ୍ତୁ ତାହାର ଫଳ କେବେ ଆପଣ ଙ୍କୁ ସେହିପରି ଭାବରେ କିଛି ମିଳି ନାହିଁ । ଏହାର ଏକ କାରଣ ହେଉଛି କି ଆପଣ ଙ୍କ ଜୀବନରେ କିଛି ଏପରି ଲୋକ ରହିଛନ୍ତି ଯେଉଁ ମାନେ କି କେବେ ହେଲେ ଆପଣ ଙ୍କୁ ଉଚିତ ରାସ୍ତା ଦେଖାଇ ନାହାନ୍ତି । ସେ ସବୁବେଳେ ଆପଣ ଙ୍କୁ ଭୁଲ ପଥ ଦର୍ଶନ କରାଇ ଛନ୍ତି ।
ଯାହାର ଫଳ ସ୍ୱରୂପ ଆଜି ଜୀବନରେ ସଫଳତା ଆପଣଙ୍କ ଠାରୁ ଏତେ ଦୂରରେ ରହିଅଛି । କିନ୍ତୁ ଆପଣ ଙ୍କୁ ମଧ୍ୟ ଖୁବ ଶୀଘ୍ର ସଫଳତା ପ୍ରାପ୍ତ ହୋଇଯିବ । ଆପଣ ମାତ୍ର ଏତିକି ମନେ ରଖନ୍ତୁ କି ଫଳ ର ଆଶା ନ କରି ଆପଣ ମାତ୍ର କର୍ମ କରି ଚଲାନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟର କରିବାକୁ ଭୁଲିବେନି । ଧନ୍ୟବାଦ