ବନ୍ଧୁଗଣ ଆଜି ଆମେ ଜାଣିବା 3ଟି ରଙ୍ଗର ମାଛର ଆଧାରରେ ଆପଣ ଆପଣଙ୍କ ଭବିଷ୍ୟତ ବିଷୟରେ । କେଉଁ ଭୁଲ ବା ସମସ୍ଯା ଚାଲୁଅଛି ଆପଣଙ୍କ ଜୀବନରେ ଓ ଏହାର ସମାଧାନ କଣ ରହିବ ତାହା ଆମେ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ 3ଟି ରଙ୍ଗର ମାଛ ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ପଡିବ । 3ଟି ମାଛ ଆଧାରରେ ଆପଣଙ୍କ ଭବିଷ୍ୟ କେମିତି ରହିବ ଆସନ୍ତୁ ଜାଣିବା ବିସ୍ତାର ଭାବେ ।
1- ନୀଳ ରଙ୍ଗର ମାଛ : ଆପଣ ପ୍ରଥମ ମାଛ ଚୟନ କରିଥିଲେ ଆପଣଙ୍କ ପାଇଁ ଶୁଭ ସମୟ ଆସି ଯାଇଛି । ଦୁଖର ସମୟ ଅତୀତ ହୋଇଯାଇଛି । ସବୁ ବ୍ଯାକୁଳତା ଦୂର ହେବାକୁ ଯାଉଛି । ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା । ଏଥିପାଇଁ ଆପଣ ମନ୍ଦ ଫଳ ଭୋଗ କରିଛନ୍ତି । ଆପଣଙ୍କର ଗୃହ ଉପକରଣ ନଷ୍ଟ ହୋଇଯାଇଛି । ସମ୍ମାନ ହରାଇ ଆପଣ ବଡ ଦୁଶ୍ଚିନ୍ତାରେ ପଡିଛନ୍ତି ।
ଆପଣ ଇଷ୍ଟ ଦେବତାଙ୍କ ପୂଜାର ବ୍ୟବସ୍ଥା କରନ୍ତୁ । ନିଶ୍ଚୟ ଆପଣ ସଫଳ ହେବେ । ଗ୍ରହ ଚିନ୍ତା ଦୂର ହେବ । ମିତ୍ର ଶକ୍ତି ଆପଣଙ୍କର ବୃଦ୍ଧି ପାଇବ ।2- ହଳଦିଆ ରଙ୍ଗର ମାଛ : ଯଦି ଆପଣ ଦ୍ଵିତୀୟ ରଙ୍ଗର ମାଛ ଚୟନ କରିଛନ୍ତି ଆପଣ ଯାହା ପ୍ରଶ୍ନ ମନରେ ପ୍ରଣ କରିଛନ୍ତି ତାହା ଉନ୍ନତ ଅଟେ । ପଣ୍ଡିତଙ୍କୁ କୁଣ୍ଡଳୀ ଦେଖାଇ ନିଅନ୍ତୁ । ଆପଣଙ୍କ ଗ୍ରହ ଦଶା ଦୂର କରିବା ପାଇଁ ରୂପା ମୁଦ୍ରିକାରେ ମୁକ୍ତା ଧାରଣ କରନ୍ତୁ ।
ଆପଣଙ୍କ ଜୀବନରେ ଆନନ୍ଦ ନିକଟରେ ହେଲେ ବି ବିଳମ୍ବ ହୋଇପାରେ । ନିକଟରେ ଆପଣ ବନ୍ଧୁଙ୍କ ସହଯୋଗରେ ଆସିବେ । ସେହି ବନ୍ଧୁଙ୍କ ଦ୍ଵାରା ଆପଣ ବିଶେଷ ଲାଭବାନ ହୋଇ ପାରନ୍ତି । ସବୁ କାର୍ଯ୍ୟରେ ଲାଭବାନ ହେବେ । ଆପଣଙ୍କ ଜୀବନର ବିପଦଆପଦ ଦୂର ହେବାକୁ ଯାଉଛି । ଯେଉଁ କାର୍ଯ୍ୟ ପାଇଁ ବ୍ୟସ୍ତ ଥିଲେ ସେଥିରେ ସିଧି ଲାଭ କରିବେ ।
3- ନାଲି ରଙ୍ଗର ମାଛ : ଯଦି ଆପଣ ତୃତୀୟ ରଙ୍ଗର ମାଛ ବାଛିଛନ୍ତି ତେବେ ଆପଣ ଖୁବ ଚିନ୍ତା ମଗ୍ନ ଅବସ୍ଥାରେ ଅଛନ୍ତି । ଇଶ୍ଵର ଅଛନ୍ତି ବୋଲି ଆପଣ ବିଶ୍ଵାସ କରିପାରୁ ନାହାନ୍ତି । ଏପରି କିଛି ସ୍ଥିତିରେ ଆପଣ ପଡି ଯାଇଛନ୍ତି । ମାତା ପିତାଙ୍କ ଉପରେ ଭରସା କରନ୍ତି ନାହି । ଆପଣଙ୍କର ଯାହା ଯାଇଛି ତାହା ନିଶ୍ଚୟ ମିଳିବ । ଆପଣଙ୍କୁ ଆଗାମୀ ଜୀବନରେ ସୁଖ ସୁବିଧା ମିଳିବ ।
ଗ୍ରହ ଦୋଷ ନିରାକରଣ ପାଇଁ ଗ୍ରହ ଶାନ୍ତି ପୂଜା କରନ୍ତୁ । ପଣ୍ଡିତଙ୍କ ଠାରୁ ଆରାଧ୍ୟ ଦେବତାଙ୍କ ମୂଳ ମାତ୍ର ଗ୍ରହଣ କରି ଜପ କରନ୍ତୁ । ସମୟ ସହ ତାଳ ଦେଇ ଚାଲନ୍ତୁ । ଆଗାମୀ ଦିନକୁ ଶୁଭ ଫଳ ଧୀରେ ଧୀରେ ହେଉଛି । ଆପଣ କୌଣସି କୁକର୍ମ କରିଛନ୍ତି ଯାହାର ପ୍ରଭାବ ଆପଣ ଏବେ ଭୋଗ କରିଛନ୍ତି । ଈଶ୍ବରଙ୍କ ଇଚ୍ଛାରେ ଆପଣଙ୍କର ମଙ୍ଗଳ ହେବାକୁ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।