ବନ୍ଧୁଗଣ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତାଙ୍କର ପ୍ରେମ ଆପଣଙ୍କ ପ୍ରତି ସଚ୍ଚା ଅଟେ କି ନାହି ଯାହା ରହିଛି ଆଜିର ଆମର ବିଷୟ ବସ୍ତୁ । ଏଥିପାଇଁ ଆପଣଙ୍କୁ 5ଟି ନମ୍ବର ଦିଆ ଯାଇଛି । ଆପଣଙ୍କୁ 5ଟି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭଲ ପାଇବା ସତ ନା ତାଙ୍କର ଭଲ ପାଇବା ସତ ଆପଣଙ୍କ ପ୍ରତି ।
1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆପଣ ବହୁତ ଚିନ୍ତାରେ ଅଛନ୍ତି । ଆଉ ସେଥିପାଇଁ ଭାବୁଛନ୍ତି ସମ୍ପର୍କରୁ ବାହାରିବା ପାଇଁ । ଆପଣଙ୍କ ମନ ଭାଙ୍ଗି ଯାଇଛି । ଏହି ସମ୍ପର୍କରେ ଆପଣଙ୍କର ଫିଲିଙ୍ଗ୍ସ ଅଧିକ ରହିଛି । ତାଙ୍କର ଫିଲିଙ୍ଗ୍ସ ଆପଣଙ୍କ ପାଇଁ ଆଜି ବି ସମାନ ରହିଛି କାରଣ ସେ ଯାହା କରିବାକୁ ଚାହୁଁଛନ୍ତି ତାହା କରୁଛନ୍ତି । ଆପଣ ଦୁହିଙ୍କ ମଧ୍ୟରେ ଟୃ ଲଭ ଅଛି ।
2- ଦ୍ଵିତୀୟ ନାମବାର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ଆପଣ ନିଜର ପର୍ଶନଙ୍କୁ ନେଇ କ୍ଲିୟର ଅଛନ୍ତି । ଆପଣଙ୍କ ରିଲେସନ ଯାହା ବି ଆପଣଙ୍କ ପ୍ରେମ ସଚ୍ଚା ଅଛି ତାଙ୍କ ପ୍ରତି । କିନ୍ତୁ ଆପଣଙ୍କ ପର୍ଶନ ପ୍ରାଟିକାଲ ଅଟନ୍ତି । ଯାହା ଭାବନ୍ତି ତାହା କରନ୍ତି ସେ । ଆପଣଙ୍କ ପର୍ସନ ସବୁ କିଛି ବୁଝନ୍ତି ଆଉ ଯୋଜନା କରନ୍ତି । ତାଙ୍କ ମନରେ ଭଲ ପାଇବା କେବେ ଚେଞ୍ଜ ହୁଏ ନାହି ।
3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ଚୟନ କରିଥିଲେ ଆପଣ ନିଜର ସଂପର୍କକୁ ବଞ୍ଚାଇବା ପାଇଁ ବହୁତ କିଛି କରିଛନ୍ତି କିନ୍ତୁ ବହୁତ କିଛି ହରାଇଛନ୍ତି । ଆପଣଙ୍କୁ ଲାଗୁଛି ସେ ଆପଣଙ୍କୁ ଭଲ ପାଉ ନାହାନ୍ତି । କିନ୍ତୁ ଆପଣଙ୍କ ପର୍ସନ ଜୀବନରେ ବହୁତ କିଛି ଦେଖିଛନ୍ତି । ଲୋକଙ୍କ ଉପରେ ଭରସା କରନ୍ତି ନାହି ସେ । ଜୀବନ ପ୍ରତି ତାଙ୍କର ଚିନ୍ତାଧାରା ବହୁତ କଠୋର ଅଛି । ସେ ବହୁତ ଜିଦି ସ୍ଵଭାବର ଅଟନ୍ତି । ତାଙ୍କ ମନରେ ଫିଲିଙ୍ଗ୍ସ ଅଛି ଯାହା କେବେ ଚେଞ୍ଜ ହେବ ନାହି ।
4- ଚତୁର୍ଥ ନମ୍ବର : ଆପଣ ଚତୁର୍ଥ ନମ୍ବର ଚୟନ କରିଥିଲେ ଆପଣଙ୍କ ପର୍ଶନଙ୍କ ପାଇଁ ଫିଲିଙ୍ଗ୍ସ ସ୍ଥାୟୀ ଅଟେ । ଆପଣଙ୍କ ସମ୍ପର୍କ ଅନେକ ବର୍ଷ ହେଲାଣି । ତାଙ୍କୁ ନେଇ ବହୁତ ସ୍ଵପ୍ନ ଦେଖିଛନ୍ତି । ଆପଣ ତାଙ୍କୁ ନେଇ କ୍ଲିୟର ଅଛନ୍ତି । ଆପଣଙ୍କ ପର୍ଶନ ବହୁତ ଝଗଡା କରୁଛନ୍ତି ଆପଣଙ୍କ ସହ । ସେ କେବେ ଦେଖାଉଛନ୍ତି ବହୁତ ଭଲ ପାଉଛନ୍ତି କିନ୍ତୁ ଆଉ କେବେ କିଛି ନାହି । ପ୍ରେମ ଆପଣ ଦୁହିଙ୍କ ମଧ୍ୟରେ ବହୁତ ଅଛି ।
5- ପଞ୍ଚମ ନମ୍ବର : ଆପଣ ପଞ୍ଚମ ନମ୍ବର ଚୟନ କରିଥିଲେ ଆପଣଙ୍କ ପ୍ରେମ ସଚ୍ଚା ଅଟେ ତାଙ୍କ ପ୍ରତି ଆଉ ତାଙ୍କର ମଧ୍ୟ ପ୍ରେମ ସଚ୍ଚା ଅଛି । କିନ୍ତୁ ଆପଣଙ୍କ ପର୍ଶନ ବହୁତ ଝଗଡା କରନ୍ତି ଆଉ ରାଗି ସ୍ଵଭାବର ଅଟନ୍ତି । ତାଙ୍କର ଫିଲିଙ୍ଗ୍ସ ଅନେକ ସମୟରେ ପରିବର୍ତ୍ତନ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।