ବନ୍ଧୁଗଣ ଆଜିର ଏହି ରିଡିଂ ରେ ଆପଣ ନିଜ ମନ ଇଛା କୌଣସି ଏକ ବ୍ୟକ୍ତ ଙ୍କୁ ଚିନ୍ତା କରି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ଜାଣି ପାରିବେ ସେହି ବ୍ୟକ୍ତି ଙ୍କ ଜୀବନ ରେ ଆପଣ ଙ୍କର କଣ ମହତ୍ଵ ରହିଛି । କିନ୍ତୁ ବନ୍ଧୁଗଣ ଆଜିର ଏହି ରିଡିଂ ଟି ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ ।
ତେଣୁ ଏହା କିଛି ଲୋକ ଙ୍କ ସହ କନେକ୍ଟ ହେବା ସମୟରେ ହୋଇ ପାରେ, କିଛି ଲୋକ ଙ୍କ ସହ କନେକ୍ଟ ନ ହୁଏ । ତେବେ ଆପଣ ଏଠାରେ ଦିଆଯାଇଥିବା ଦୁଇଟି ପାରା ଚିତ୍ର ମଧ୍ୟରୁ କୌଣସି ଗୋଟିଏ ବାଛିନିଅନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ବିଷୟରେ ସେ କଣ ଚିନ୍ତା କରୁଛନ୍ତି।
ପ୍ରଥମ ଚିତ୍ର:- ଯଦି ଆପଣ ପ୍ରଥମ ପାରା ର ଚିତ୍ର ବାଛିଛନ୍ତି ତେବେ ଆପଣ କୌଣସି ଚିନ୍ତାରେ ଗ୍ରସ୍ତ ଅଛନ୍ତି । ସନ୍ତାନକୁ ନେଇ କଷ୍ଟ ଭୋଗୁଛନ୍ତି ମନ ମଧ୍ୟରେ ନାନା ଉଦ୍ବେଗ ଜାତ ହେଉଅଛି । ଯାହା ଭାବୁଛନ୍ତି ସେହି କାର୍ଯ୍ୟକୁ କରିପାରୁ ନାହାଁନ୍ତି । ଅନ୍ୟମାନଙ୍କ ଲାଗି ବିଶେଷ ଚିନ୍ତା ଆପଣ କରୁଛନ୍ତି, ପାରିବାରିକ ଅଶାନ୍ତି ବଢ଼ି ଚାଲିଛି ଆପଣଙ୍କ ମନ ବର୍ତ୍ତମାନ ଭଲ ନାହିଁ ।
ଆପଣ ଗୋଟିଏ ସଇତାନ ମଣିଷର ହାବୁଡ଼ରେ ପଡ଼ି ଯାଇଛନ୍ତି । ମିତ୍ର ପରିଜନମାନେ ବର୍ତ୍ତମାନ ଦୂରେଇ ଯାଇଛନ୍ତି, ସମସ୍ତ ଲାଭ କର୍ମରେ କ୍ଷତି ମିଳୁଛି । ସ୍ତ୍ରୀଙ୍କ କଥା ମାନନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବ । ଚିନ୍ତା କରନ୍ତୁ ନାହିଁ ଶୁଭ ସମୟ ଆପଣଙ୍କର ଖୁବ୍ ନିକଟରେ ଯେଉଁଦିନ ଶୁଭ ସମୟ ଆରମ୍ଭ ହେବ ସେଦିନ ଆପଣଙ୍କ ପାଇଁ ଶନିବାର ହୋଇଥିବ।
ଦିତୀୟ ଚିତ୍ର:- ଯଦି ଆପଣ ଦିତୀୟ ନମ୍ବର ପାରା ଚୟନ କରିଛନ୍ତି ତେବେ ଜୀବନରେ ଆପଣଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ମନରେ ସନ୍ଦେହ ରହିଛି ଆପଣଙ୍କ ସମ୍ପର୍କ ଆପଣଙ୍କ ପାଇଁ ଭାଙ୍ଗି ଯାଉଛି । ସେ ଭାବୁଛନ୍ତି ଆପଣ ଏମିତି ମଣିଷ ଯିଏ ଦୁଇ ଦିନ ଭଲ ପାଉଛନ୍ତି ଆଉ ତା ପରେ ଝଗଡା କରୁଛନ୍ତି ।
ଆପଣଙ୍କ ଉପରେ ସେ ଭରସା କରୁ ନାହାନ୍ତି । ଆପଣ ଜୀବନରେ ପ୍ରଗତି କରନ୍ତୁ ସଫଳତା ପାଆନ୍ତୁ ଏମିତି ସେ ଚାହୁଁଛନ୍ତି । ଆପଣଙ୍କୁ ମାନ ସମାନ ମିଳୁ । ତାଙ୍କ ମନରେ ଆପଣଙ୍କ ପାଇଁ ଖରାପ ବିଚାର ନାହି । ତେବେ ବନ୍ଧୁଗଣ ଆପଣ କେଉଁ ଚିତ୍ର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜକୁ ଲାଇକ କରନ୍ତୁ।