ସମୟର ସହ ଆମେ ଆଗକୁ ବଢି ଯାଉଛୁ ଏହା ସତ ଅଟେ, ତାହାସହ ଆମେ ପୁରୁଣା ରୀତି ନୀତି କୁ ମଧ୍ୟ ଭୁଲି ଯାଉଛୁ । ଏହାର ପ୍ରଭାବ ଆମର ସଂସ୍କୃତି ଉପରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଆମେ ଯେଉଁ ସମାଜ ରେ ରହୁଛୁ, ସେଥିରେ ଛଳନା, କପଟ, ଲୋଭ, ହିଂସା ଓ କ୍ରୋଧ ଭଳି ଭାବନା ସବୁ ଲୋକ ମାନଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ । ଏପରି ରେ ଆମ ଗୁରୁଜନ ମାନଙ୍କ ଦ୍ଵାରା ସୁଚା ଯାଇଥିବା କିଛି କଥା ହିଁ ଆମର କାମରେ ଆସିଥାଏ ।
ଏହି ଜିନିଷ କୁ ଧ୍ୟାନ ରେ ରଖି ଆଜି ଆମେ ଆପଣ ଙ୍କୁ କଳା ସୂତା ର ସହ ଜଡିତ କିଛି କଥା କହିବାକୁ ଯାଉଛୁ । ବନ୍ଧୁଗଣ ହନୁମାନ କଳି ଯୁଗର ଦେବତା ଅଟନ୍ତି । ଯେଉଁ ବ୍ୟକ୍ତି ହନୁମାନ ଜୀ ଙ୍କୁ ହୃଦୟରୁ ଥରେ ସ୍ମରଣ କରେ ମହାବୀର ହନୁମାନ ତାର ଜୀବନ ର ସମସ୍ତ ଦୁଃଖ କଷ୍ଟ କୁ ଦୂର କରି ଦେଇଥାନ୍ତି ।
ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପାୟ ଟିକୁ ନେଇ କରି ଆସିଛୁ, ଏହାକୁ ଆପଣ ସପ୍ତାହର ଯେ କୌଣସି ବାର ରେ ମଧ୍ୟ କରି ପାରିବେ । କିନ୍ତୁ ଆପଣ ଯଦି ଏହି ଉପାୟ ଟିକୁ ଶନିବାର କିମ୍ବା ମଙ୍ଗଳବାର ଦିନ କରନ୍ତି, ତେବେ ଆପଣଙ୍କୁ ଏହାର ଫଳାଫଳ ଅତି ଶୀଘ୍ର ହିଁ ଦେଖିବାକୁ ମିଳିବ ।
ଯାଇଦ ଆପଣ ଙ୍କ ଗହରେ ସବୁବେଳେ କଲି ଝଗଡା ଲାଗି ରହୁଛି ବା ଘରେ କୌଣସି ବ୍ୟକ୍ତି ସବୁବେଳେ ଚିଡଚିଡା ହୋଇ ରହୁଛି । ପ୍ରତି ଟି କଥା କଥାରେ କ୍ରୋଧ କରୁଥାଏ, ଅଥବା ଆପଣଙ୍କ ବ୍ୟବସାୟ ରେ ବାଧା ଦେଖା ଦେଉଛି, ତେବେ ଆପଣ ଏହି ଉପାୟ ଟିକୁ କରି ପାରିବେ । ଜୀବନରେ ଏହି ପରି ସମସ୍ଯା ମାନ ଲାଗି ର୍ହାଇବାର ଏକ ଅର୍ଥ ଏହା ମଧ୍ୟ ହୋଇଟାହେ କି ଆମ ଜୀବନରେ ବୋଧ ହୁଏ କାହାର ନଜର ଲାଗି ଯାଇଛି ।
ଯଦି ଭଗବାନ ଙ୍କର କୃପା ଥାଏ ତେବେ ସେମାନଙ୍କର ନଜର ଜୀବନରେ ଅଧିକ ପ୍ରଭାବ ପକାଇ ନତହେ । କିନ୍ତୁ ଯଦି ଗ୍ରହ ମାନେ ଭଲ ସ୍ଥାନରେ ନଥିଲେ ଏହାର ପ୍ରଭାବ ଜୀବନରେ ଦେଖିବାକୁ ପଡିଥାଏ । ଏମିତି ରେ ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଖଣ୍ଡେ କଳା ସୂତା ନିଅନ୍ତୁ । ଏହା ପରେ ଘର ପାଖରେ ଥିବା ହନୁମାନ ମନ୍ଦିର କୁ ଯାଇ ନିଜର ମନର ଇଛାକୁ ହନୁମାନ ଙ୍କୁ ଜଣାନ୍ତୁ । ଏହା ପରେ ନେଇଥବା କଳା ସୂତା କୁ ଧରି ହନୁମାନ ଚାଳିଶାର ପାଠ କରନ୍ତୁ । ଏହା ପରେ ସେହି କଳା ସୂତା ରେ ୭ ଟି ଗଣ୍ଠି ପକାନ୍ତୁ ।
ଏହା ପରେ ପ୍ରତ୍ଯେକ ଗଣ୍ଠିରେ ହନୁମାନ ସିନ୍ଦୁର ଲଗାଇ ସଙ୍କଟ ରୁ ରକ୍ଷା କରିବା ପାଇଁ ହନୁମାନ ଙ୍କୁ ପ୍ରାର୍ଥନା କରନ୍ତୁ । ସେହି ସୂତା କୁ ଆଣି ଘରର ର ମୁଖ୍ୟ ଦ୍ଵାରରେ ବାନ୍ଧିବା ଦ୍ଵାରା ଗହରର ନଜର କାଟି ଯାଇଥାଏ । ଗହରର ଛୋଟ ପିଲା ଙ୍କୁ ନଜର ଲାଗି ଯାଇଥିଲେ ଏହି ପରି ଉପାୟ କରି ସେମାନଙ୍କର ବେକରେ, ବଡ ବ୍ୟକ୍ତି ହୋଇଥିଲେ ଅଣ୍ଟା ରେ ଓ ମହିଳା ମାନେ ନିଜ ନିଜ ହାତରେ ଏହି ଉପାୟ ଟି କୁ କରି କଳା ଅସୁତ ଅବନ୍ଧ୍ୟ ଦିଅନ୍ତୁ ।
ଏକ ମାସ ପରେ ଆଉ ଏକ ନୂତନ ସୂତା ରେ ଉପାୟ ଅକ୍ରିୟ ପୁରୁଣା ସୂତା କୁ ମାଟିରେ ପୋତି ଦିଅନ୍ତୁ । ଆପଣ ଦେଖିବେ ଏହି ପରି ଉପାୟ କରିବା ଦ୍ଵାରା ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ କଳାରଙ୍ଗ ନକରାତ୍ମକତା ରୁ ରକ୍ଷା କରିଥାଏ ତେଣୁ କଳା ସୂତା ରେ ଏହି ଉପାୟ ଟି କରି ଜୀବନ ରେ ଥିବା ନକରାତ୍ମକତା କୁ ଦୂର କରି ଦିଅନ୍ତୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।