ଯେଉଁ ସ୍ତ୍ରୀ ତକିଆ ତଳେ ଏହି 1 ଜିନିଷ ରଖି ଶୋଇଥାଏ, ତା ଘର ପୁରା ଟଙ୍କା ପଇସା ରେ ଭର୍ତ୍ତି ହୋଇ ରହିଥାଏ- Vastu shastra

ଆମ ଜୀବନରେ ଅନେକ କଷ୍ଟ , ଦୁଃଖ , ସମସ୍ୟା ଆସିଥାଏ । ତେବେ ଆମ ହିନ୍ଦୁ ଧର୍ମ ରେ ଶାସ୍ତ୍ର ମାନଙ୍କ ରେ କିଛି ନା କିଛି ଉପଚାର ରହିଥାଏ । ତେବେ ଆମ ଜୀବନରେ ଆମେ ମଧ୍ୟ ଏହିପରି ଅନେକ ଉପଚାର କରିଥାଉ । ଆମେ ଆଜି ସେହି ଭଳି କିଛି ଉପଚାର ବିଷୟରେ ଆପଣଙ୍କୁ କହିବୁ । ଆପଣ ଏହି ସବୁ ଉପଚାର କରିବା ଦ୍ୱାରା ଜୀବନରେ ଧନ ବୃଦ୍ଧି , ଆଉ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ ।

ତେବେ ଆମେ ଯେତେ ଧନୀ ହେଲେ ମଧ୍ୟ ଶୋଇବା ସମୟରେ ଆମେ ସୁନାର ତକିଆ ଖୋଜି ନ ଥାଉ । ସେହି ତୁଲା ର ତକିଆ ରେ ଶୋଇଥାଉ । ଏହି ତକିଆ ରେ ଆମେ ଆରାମ ଦାୟକ ନିଦ ରେ ଶୋଇଥାଉ ।

ଦିନ ସାରାର କ୍ଲାନ୍ତ ଦୂର ହୋଇଥାଏ । ତେବେ ଆଜି ଯେଉଁ ଉପଚାର ଆମେ ଆପଣଙ୍କ କହିବୁ । ତାହା ଆପଣ ତକିଆ ଦ୍ୱାରା ହିଁ କରିବେ । ତେବେ ତକିଆ ତଳେ ଏହି ଚାରୋଟି ଜିନିଷ ରଖିକି ରାତିରେ ଶୋଇବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ ।

ତେବେ ପ୍ରଥମେ ହେଉଛି ଆପଣ ତକିଆ ତଳେ ଯଦି ଏକ ମୟୁର ପଙ୍ଖ ନେଇ ଏହା କୁ ନେଇ ଆପଣ ଯଦି ଆପଣଙ୍କ ଶୋଇବା ତକିଆ ତଳେ ରଖିବେ ତେବେ ଆପଣଙ୍କ ଜୀବନରେ ଲାଗିଥିବା ବହୁ ଦିନର ସମସ୍ୟା ଦୂର ହୋଇଯିବ । ଏହା ଛଡା ଆପଣଙ୍କ ଜୀବନରେ ଉନ୍ନତି ମଧ୍ୟ ହେବ । ଧନ ର ଲାଭ ମଧ୍ୟ ହେବ ।

ତେବେ ଦ୍ଵିତୀୟ ଜିନିଷ ହେଉଛି ତୁଳସୀ ପତ୍ର । ଆପଣ ତୁଳସୀ ପତ୍ର ଯଦି ତକିଆ ତଳେ ରଖିକି ଶୋଇବେ ଆପଣଙ୍କ ର ନକାରତ୍ମକ ଭାବନା ସବୁ ଦୂର ହୋଇଥାଏ । ତେବେ ଆପଣ ସକାଳୁ ଉଠି ଗାଧୋଇବା ପରେ ଦୁଇଟି ତୁଳସୀ ପତ୍ର ଖାଇବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ।

ମନେ ରଖିବେ ତୁଳସୀ ପତ୍ରକୁ କେବେବି ରାତି ରେ ତୋଳିବେ ନାହିଁ । ଏହା ବହୁତ ଅଶୁଭ ଅଟେ । ତୁଲସୀ ପତ୍ର କୁ ଖାଇବା ମଧ୍ୟ ଶାସ୍ତ୍ର ଅନୁସାରେ ଭଲ ଅଟେ ।   ଆପଣ କେବେବି ଅଗାଧୁଆ ତୁଲସୀ ପତ୍ର ତୋଳିବେ ନାହି । ତେବେ ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନ ର ସବୁ ସମସ୍ଯା ଦୂର ହୋଇଥାଏ ।   ନ୍କାର୍ତାମ୍କ ଭାବନା କେବେବି ମନ ରେ ଆସି ନ ଥାଏ ।

Leave a Reply

Your email address will not be published. Required fields are marked *