କାହାର ନାମ ଭାବି କୌଣସି 1 ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ବନ୍ଧୁଗଣ ନମସ୍କାର । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ଏନ୍ଟରଟେଣ୍ଟ ଭରା ବିଷୟ । ଯଦି ଆପଣ ନିଜ ମନ ମଧ୍ୟରେ କାହା ପାଇଁ କିଛି ଫିଲିଙ୍ଗ୍ସ ରଖିଥାନ୍ତି ଓ ଆପଣ ଜାଣିବାକୁ ଚାହୁଁଥାନ୍ତି କି ଯଦି ଆପଣ ତାଙ୍କୁ ନିଜ ମନର କଥା କହି ଦିଅନ୍ତି, ତେବେ ତାଙ୍କର ଉତ୍ତର କଣ ହେବ । ଏହି ପରି କିଛି ଜାଣିବାକୁ ଚାହୁଁଥିଲେ ଆପଣ ଆଜିର ଏହି ରିଡିଂ ଟି କୁ ସଂପୂର୍ଣ୍ଣ ନିଶ୍ଚୟ ପଢନ୍ତୁ ।ତେବେ ଏଠାରେ ଥିବା ତିନୋଟି ଗୋଲାପ ମଧ୍ୟରୁ କୌଣସି ଗୋଟିଏ ଗୋଲାପ ବାଛିନିଅନ୍ତୁ ଏବଂ ଜାଣନ୍ତୁ ଆପଣ ଯାହାଙ୍କ ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଚିନ୍ତା କରନ୍ତି ।

ଯଦି ଆପଣ ପ୍ରଥମ ଗୋଲାପ ବାଛିଛନ୍ତି ତେବେ ସେହି ବ୍ୟକ୍ତି ଆପଣଙ୍କ ପାଖରେ ରହିବାକୁ ଚାହୁଁଛନ୍ତି, ଆପଣଙ୍କୁ କିଛି କହିବାକୁ ମଧ୍ୟ ତାଙ୍କ ମନରେ କିଛି ଭାବନା ରହିଛି, କିନ୍ତୁ କିଛି ଏପରି କାରଣ ଅବା ବିଷୟ ରହିଛି, ଯାହା ଆପଣଙ୍କ ନିକଟ କୁ ଆସିବା ପାଇଁ ତାଙ୍କୁ ଅଟକାଉ ଅଛି । କିନ୍ତୁ ଆପଣ ଦୁହିଁ ମଧ୍ୟରେ ଏକ ମଧୁର ସମ୍ବନ୍ଧ ରହିଛି ।

ଯେଉଁ ବ୍ୟକ୍ତି ଦୁତୀୟ ଗୋଲାପ ବାଛିଛନ୍ତି  ତେବେ ସେହି ବ୍ୟକ୍ତି ସବୁବେଳେ ଭାବନ୍ତି କି ଆପଣ ଏକ ବୁଦ୍ଧିମତା ବ୍ୟକ୍ତି ଅଟନ୍ତି । ଆପଣ ଯାହା କହିଥାନ୍ତି ତାହା ସବୁ ସମୟରେ କରି ମଧ୍ୟ ଦେଖାଇ ଥାନ୍ତି । ସେହି ବ୍ୟକ୍ତି ନିଜ ଜୀବନରେ ଆପଣଙ୍କୁ ନେଇ ଖୁବ ଅଧିକ ସକରାତ୍ମକ ହୋଇ ରହିଥାନ୍ତି ।

ଯଦି ଆପଣ ତୃତୀୟ ଗୋଲାପ ବାଛିଛନ୍ତି ତେବେ ସେ ଆପଣଙ୍କୁ ଏବେ ବୁଝିପାରି ନାହାନ୍ତି । ସେ କନଫିୟୁଜ ହେଉଛନ୍ତି ଆପଣଙ୍କୁ ନେଇ । କେବେ ସେ ଆପଣଙ୍କୁ ଭଲ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ଭୁଲ ଭାବୁଛନ୍ତି । ସେ ଆପଣଙ୍କୁ ତାଙ୍କ ଠାରୁ କେବେ ମହାନ ଭାବୁଛନ୍ତି ତ ଆଉ କେବେ ଆପଣଙ୍କୁ ନିଜ ଠାରୁ ନିଚ୍ଚା ଥିବାର ମନେ କରୁଛନ୍ତି । ତାଙ୍କର ଅନୁଭୂତି ଏମିତି କିଛି ରହିଛି କି ସେ ଆପଣଙ୍କୁ ଠିକ ଭାବେ ବୁଝିପାରୁ ନାହାନ୍ତି । ସେ ଯେବେ ଆପଣଙ୍କୁ ସହ ମିଶି ଯାଉଛନ୍ତି ଆପଣଙ୍କୁ ଭଲ ଭାବୁଛନ୍ତି । ଯେବେ ଦୂରେଇ ଯାଉଛନ୍ତି ସେ ଭାବୁଛନ୍ତି ଆପଣ ଠିକ ମଣିଷ ନୁହନ୍ତି ।

Leave a Reply

Your email address will not be published. Required fields are marked *