କାହାର ନାମ ଭାବି ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ଗୋଲାପ ଫୁଲ ଓ ଜାଣନ୍ତୁ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Love Quiz

ବନ୍ଧୁଗଣ ନମସ୍କାର । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ହିଁ ରୋଚକର ବିଷୟ ଆଜିର ଏହି ବିଷୟ ବସ୍ତୁତି ଏହି ବିଷୟ ଉପରେ ଆଧାରିତ କି ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ରହିଅଛି । ବା ସେ ଆପଣଙ୍କୁ କଣ କହିବାକୁ ଚାହୁଁଛନ୍ତି ହେଲେ କହି ନାହାନ୍ତି । ଆଜିର ଏହି ବିଷ ବସ୍ତୁତି ଆରମ୍ଭ କରିବା ପୂର୍ବରୁ କହି ରଖୁଚୁ କି ଏହା ଏକ ସାଧାରଣ ସାଧାରଣ ଜେନେରାଲ ରିଡିଂ ଅଟେ । ଜେନେରାଲ ରିଡିଂ ହୋଇ ଥିବା କାରଣ ରୁ ବେଳେ ବେଳେ ଏହା କିଛି ଲୋକଙ୍କ ଶ କାନେକ୍ତ ହୋଇ ନ ଥାଏ ।

କିନ୍ତୁ ଆପଣଙ୍କୁ ଏହା ସମ୍ପୂର୍ଣ୍ଣ ବିଶ୍ବାସ ର ସହ ଦେଖନ୍ତୁ, ହୋଇ ପାରେ ଆପଣଙ୍କ ସହ ଏହା କନେକ୍ଟ ହୋଇଯିବ । ଯଦି କନେକ୍ଟ ନ ହେଉଛି ତେବେ ଆପଣ ଏହାକୁ ନିଜର କୌତୁହଳ ପାଇଁ ମଧ୍ୟ ପଢି ପାରନ୍ତି । ଆସନ୍ତୁ ଆଜିର ଏହି ରିଡିଂ ଟିକୁ ଆରମ୍ଭ କରିବା, ଯେଉଁ ମାନେ ମଧ୍ୟ ଉପରୋକ୍ତ ନମ୍ବର ମଧ୍ୟରୁ 11 କୁ ଯେଉଁ ମାନେ ମଧ୍ୟ ଯାହା ପାଇଁ ଚୟନ କରିଛନ୍ତି, ସେ ବ୍ୟକ୍ତି ଏହି ସମୟରେ ଚାହୁଁଛନ୍ତି କି ଆପଣଙ୍କ ସହ ତାଙ୍କର ସମ୍ପର୍କ କୁ ପୁନର୍ବାର ଠିକ ହୋଇ ଯାଉ ।

ସେ ନିଜର କରିୟର ବା ପାଠ ଯାହା ପାଇଁ ମଧ୍ୟ ଚିନ୍ତା କରି ଯେଉଁ ଥିରେ ବ୍ୟସ୍ତ ହୋଇ ଯାଇଥିଲେ କିନ୍ତୁ ଏବେ ସେ ବୁଝି ଯାଇଛନ୍ତି କି ସେ ଯାହା କରିଥିଲେ ତାହା ଠିକ ନଥିଲା ଏହି ସମୟରେ ଅଧିକ ରୁ ଅଧିକ ଚେଷ୍ଟା କରି ସବୁ କିଛି ଠିକ କରିବାକୁ ଚାହୁଁଛନ୍ତି ଓ ସେ ଠିକ ମଧ୍ୟ କରି ଦେବେ ।

ଆପଣଙ୍କ ପାଇଁ ଏହା ସଲାହ ଅଛି କି ଆପଣ ଜିନିଷ ଗୁଡିକୁ ସ୍ଵୀକାର କରି ଆଗକୁ ବଢନ୍ତୁ । କାରଣ କୌଣସି ଜିନିଷ କୁ ଅଧିକ ଦିନ ଧରି ରଖି କିଛି ଲାଭ ନାହିଁ । କ୍ଷମା କରି ଆଗକୁ ବଢନ୍ତୁ । ଯେଉଁ ମାନେ ଯାହା ପାଇଁ ନମ୍ବର 22 କୁ ଚୟନ କରିଛନ୍ତି, ସେମାନେ ଏହି ସମୟରେ ନିଜ ଜୀବନରେ ସେହି ସ୍ଥାନରେ ପହଞ୍ଚି ଯାଇଛନ୍ତି କି ଆପଣ ଙ୍କର ଠିକ ଭାବରେ ଯତ୍ନ ନେଇ ପାରିବେ । ଏବେ ସେ ନିଜ ମଧ୍ୟରେ ସେ କାବିଲିୟତ କୁ ତୋଳି ଗଢି ସାରିଲେଣି ।

ଏହି କାରଣ ରୁ ସେ ଚାହୁଁଛନ୍ତୁ କି ଆପଣ ତାଙ୍କ ଜୀବନରେ ପୁନଃ ଫେରି ଆସନ୍ତୁ, ସେ ଆପଣ ଙ୍କୁ ଏତେ ମାତ୍ରାରେ ଭଲ ପାଇଥାନ୍ତି କି ସେ ଆପଣ ଙ୍କ ବିନା ମଧ୍ୟ ବଞ୍ଚି ପରୁଇବେ । ନାହିଁ । ତାଙ୍କ ପାଇଁ ତାଙ୍କ କାରିୟର ଯେତେ ଜରୁରୀ ଆପଣ ମଧ୍ୟ ସେତେ ଜରୁରୀ ଅଟନ୍ତି । ଆପଣ ଦୁହିଁ ଙ୍କ ସମ୍ପର୍କ ମଧ୍ୟ ଖୁବ ମଜବୁତ ଅଟେ । ସେ ମଧ୍ୟ ଜାଣିଛନ୍ତି କି ଏହି ସମ୍ପର୍କ କେବେ ମଧ୍ୟ ଭାଙ୍ଗିବ ନାହିଁ । 33 କୁ ଯେଉଁ ମାନେ ଯେଉଁ ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ଚିନ୍ତା କରିଛନ୍ତି ସେ ବ୍ୟକ୍ତି ଆପଣଙ୍କ ଠାରୁ ଦୂରେଇ ଖୁବ ସଦମା ରେ ଅଛନ୍ତି ।

ତାଙ୍କୁ ଏହି ସମୟରେ ଏପରି ଲାଗୁଛି କି ସେ ଆପଣଙ୍କ ଠାରୁ ଦୂରେଇ ଯାଇ ନିଜ ଜୀବନ ର ସବୁଠାରୁ ବଡ ଭୁଲ କରି ଦେଇଛନ୍ତି । ଯଦି ଆପଣ ତାଙ୍କ ସହ ଏହି ସମୟରେ ରହିଥାନ୍ତେ, ତେବ ହୁଏ ତ ସେ ଏହି ଦୁନିଆର ସବୁଠାରୁ ଅଧିକ ସୁଖୀ ହୋଇ ଯାଇଥାନ୍ତେ । ସେ କିଛି ଏହିପରି ବିଚାର ମାନ ହିଁ ନିଜ ମନରେ ରଖିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କର ଏହି ପୋଷ୍ଟ ପ୍ରତି କେଉଁ ଭଳି ମତାମତ ରହିଛି ତାହା ଆପଣ ଆମକୁ କମେଣ୍ଟ ରେ ଜଣାଇବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *