ବନ୍ଧୁଗଣ ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି କି ଆପଣ ଙ୍କର ସେହି କୌଣସି ପ୍ରିୟ ବନ୍ଧୁ ବା ମିତ୍ର ଆପଣଙ୍କ ପାଇଁ କଣ କଣ ଚିନ୍ତା କରୁଥିବେ ବା ଚିନ୍ତା କରୁଛନ୍ତି । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ପାଇଁ କେଉଁ ବ୍ୟକ୍ତି ନିଜ ମନରେ କେଉଁ ଭଳି ପ୍ରତିକ୍ରିୟା ମାନ ରଖୁଛନ୍ତି । ତେବେ ଆପଣ ତଳେ ଥିବା ଏହି ତିନୋଟି ଫୁଲ ମଧ୍ୟରୁ କୌଣସି ଏକ ନମ୍ବର ର ଫୁଲ କୁ ଚୟନ କରି ନିଅନ୍ତୁ । ଆପଣ ଯେଉଁ ବ୍ୟକ୍ତିଙ୍କ ମନର କଥା କୁ ଜାଣିବାକୁ ଚାହୁଁଛନ୍ତି, ସେହି ବ୍ୟକ୍ତିଙ୍କ କଥା କୁ ଚିନ୍ତା କରି କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
ବନ୍ଧୁଗଣ ଏହା ଏକ ଜେନେରାଲ ରିଡିଂ ଅଟେ । ତେଣୁ ଯଦି ଏହା ଆପଣଙ୍କ ଜୀବନ ସହ କନେକ୍ଟ ନ ହେଲା ଭଳି ଲାଗେ, ତେବେ ଆପଣ ଏହାକୁ ନିଜର ଏଣ୍ଟରଟେଣ୍ଟମେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି । ଯଦି ଆପଣ ଉପରୋକ୍ତ ଚିତ୍ର ମାନଙ୍କ ମଧ୍ୟରୁ 1 ନମ୍ବର ଯୁକ୍ତ ଫୁଲ କୁ ଚୟନ କରିଛନ୍ତି, ତେବେ ଯାହା ପାଇଁ ଆପଣ ଏହି ନମ୍ବର କୁ ବାଛିଛନ୍ତି, ସେ ବ୍ୟକ୍ତି ଜଣକ ନିଜ ମନରେ ଆପଣଙ୍କ ପାଇଁ ଖୁବ ସକାରାତ୍ମକ ବିଚାର ରଖିଛନ୍ତି । ତାହାସହ ସେହି ବ୍ୟକ୍ତି ଆପଣ ଙ୍କୁ ଜଣେ ଏହିଭଳି ବ୍ୟକ୍ତି ଭାବିଥାନ୍ତି ଯେ କି କେବେ ଜୀବନ ରେ କେବେ ମଧ୍ୟ ହାର ମାନି ନାହିଁ ।
ଜୀବନରେ କେଉଁ ଭଳି ପରିସ୍ଥିତି ଆସିଲେ ମଧ୍ୟ କେବେ ଆପଣ ଙ୍କର ସାଥ ଛାଡି ନାହିଁ । ସବୁ ପ୍ରକାର ପରିସ୍ଥିତି ରେ ସମସ୍ଯା ଗୁଡିକର ସମ୍ମୁଖୀନ ସାହସର ର ସହ ଆପଣ କରନ୍ତି । ଖୁବ ଭଲ ବିଚାର ଓ ଭାବନା ତାଙ୍କ ମନରେ ଆପଣଙ୍କ ପାଇଁ ରହିଅଛି । ସେ ଆପଣଙ୍କୁ ଏହି ସମୟରେ ଖୁବ ମନେ ମଧ୍ୟ ପକାଉଛନ୍ତି ।
ନମ୍ବର ଦୁଇ ଯାହାକୁ ଚିନ୍ତା କରି ଆପଣ ଚୟନ କରିଛନ୍ତି, ସେ ବ୍ୟକ୍ତି ଜଣକ ଆପଣ ଙ୍କ ପାଇଁ ନିଜ ମନରେ ଖୁବ ଭଲ ଭାବନା ରଖିଛନ୍ତି । ସେ ଆପଣଙ୍କୁ ଜଣେ ଏଭଳି ବ୍ୟକ୍ତି ଭାବିଥାନ୍ତି ଯେ କି ପରିଶ୍ରମ କରିବା ଜାଣିଛି । ତାହାଛଡା ନିଜ କଷ୍ଟ କରି ଆଜି ଆପଣ ଜୀବନରେ ଏହି ପାହାଚ କୁ ଚୁଇଁ ପାରିଛନ୍ତି । ସେ ଆପଣଙ୍କ ସହ ସାରା ଜୀବନ ରହିବେ । ଏହସହ ସବୁବେଳେ ସବୁ ପରିସ୍ଥିତି ରେ ମଧ୍ୟ ଆପଣ ଙ୍କୁ ସାଥ ଦେବେ ।
3 ନମ୍ବର କୁ ଚୟନ କରିଥିବା ବ୍ୟକ୍ତି ଆପଣଙ୍କ ପାଇଁ କିଛି ଖରାପ ଚିନ୍ତା କରି ନାହାନ୍ତି । ସେ ଭାବନ୍ତି କି ଆପଣ କେବଳ ନିଜ ଜୀବନ କୁ ନେଇ ଏହି ସମୟ ରେ ଟିକେ ବ୍ୟସ୍ତ ରେ ଅଛନ୍ତି । ନିଜ କାରିୟର କୁ ସେଟ କରିବାରେ ଅଧିକ ଚିନ୍ତା କରି ଅତ୍ୟଧିକ ଶ୍ରମ କରିବାରେ ଲାଗି ପଡିଛନ୍ତି । ତେଣୁ କିଛି ସେ ଖରାପ ଚିନ୍ତା କରୁ ନାହାନ୍ତି । ଆପଣ ଙ୍କୁ ଏକ ଖୁବ ଭଲ ବ୍ୟକ୍ତି ବୋଲି ସେ ଚିନ୍ତା କରନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।