ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ରିଡିଙ୍ଗ କରିବା ଭଳି ଗେମ ନେଇ ଆସିଛୁ । ଏଥିରେ ଆପଣଙ୍କୁ ଯେ କୌଣସି ଗୋଟିଏ କାର୍ଡ ଚୁଜ କରିବାକୁ ହେବ । ଏହା ପରେ ଆପଣ ଜାଣିପାରିବେ ଆପଣଙ୍କ ବିଷୟରେ ସେ କଣ ଭାବୁଛନ୍ତି । ଆପଣ ଯାହା ନାଁ ନେଇ ଏହି କାର୍ଡ ମଧ୍ୟରୁ ଯେ କୌଣସି ଗୋଟେ କାର୍ଡ ଚୁଜ କରନ୍ତୁ । ଦେଖିବା ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ।
ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତାହେଲେ ଏହି ଲୋକ ଲଭ କୁ ବୋହୁତ ସପ୍ପୋଟ କରନ୍ତି ବା ଆପଣ ଙ୍କୁ ବୋହୁତ ଭଲ ପାଆନ୍ତି ଆପଣ ଙ୍କୁ କିଛି ଉପହାର ମଧ୍ୟ ପ୍ରଦାନ କରି ପାରନ୍ତି । ସମୟ ଅନୁସାରେ ସେମାନେ ଆପଣ ଙ୍କ ସହ ସାଥ ଦେବେ । ସବୁଥିରେ ଆପଣ ଙ୍କୁ ଅପେକ୍ଷା କରିବେ । ଜୀବନ ସାରା ବୋହୁତ ଭଲ ପାଇବେ । ଖୁସି ରେ ରଖିବେ । ଜୀବନ ର ବାଟରେ ଆପଣ ଙ୍କ ସହ ହାତ ମିଶାଇ ଚାଲିବେ । ଦୁଃଖ କଷ୍ଟ ହେଲେ ଆପଣ ଙ୍କ ସହ ନିଜ ଦୁଃଖ କୁ ବାଣ୍ଟିବେ ।
ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଯାହା ପାଇଁ ଏହି ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ତାଙ୍କ ଜୀବନରେ ସହାୟତା ଭାବେ ଭାବୁଛନ୍ତି । ତାଙ୍କ ଜୀବନରେ ଆପଣ ଯେବେ ଆସିଥାନ୍ତି ଖୁସି ନେଇକି ଆସିଥାନ୍ତି । ସେ ଆପଣଙ୍କୁ ବହୁତ ଶକ୍ତିଶାଳୀ ମଣିଷ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ନିଜ ଜୀବନରେ ଯାହା କରିଛନ୍ତି କରି ପାରିବେ ନାହି ତାଙ୍କ ବିନା । ଆପଣଙ୍କ ଠାରେ ବହୁତ ଗର୍ବ ରହିଛି ବୋଲି ସେ ମନେ କରୁଛନ୍ତି ।
ତୃତୀୟ ନମ୍ବର ବାଛିଲେ ତେବେ ଆପଣଙ୍କ ଅପର ପକ୍ଷ ଭାବୁଛନ୍ତି କି ସେ ଆପଣଙ୍କ ଠାରୁ ଯେ କୌଣସି ପରିସ୍ଥିତି ରେ ଅଲଗା ହେବାକୁ ଚାହୁଁ ନାହାନ୍ତି ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁ ନାହାନ୍ତି । ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଆପଣଙ୍କ ର ବହୁତ ଯତ୍ନ ନେବାକୁ ଚାହୁଁଛନ୍ତି ।
ଚତୁର୍ଥ ନମ୍ବର ବାଛିଛନ୍ତି ତେବେ ଆପଣଙ୍କ ଜୀଵନ ସାଥୀ ବହୁତ ଜ୍ଞାନୀ ଏବଂ ସେମାନେ ସବୁ କାର୍ଯ୍ୟ କରିବା ପାଇଁ ସକ୍ଷମ ମଧ୍ୟ । ତେବେ ସେମାନଙ୍କୁ ସବୁ ବିଷୟରେ ଜ୍ଞାନ ରହିଥାଏ । ସେମାନେ ନିଜ ଜୀଵନ ରେ ଯେଉଁ ବି ନିଷ୍ପତ୍ତି ନିଅନ୍ତି ତାହା ସମ୍ପୂର୍ଣ୍ଣ ଠିକ ହୋଇଥାଏ । ତେବେ ଏମାନେ ମଧ୍ୟ ନିଜ ସାଥୀ କୁ ଖୁବ ଭଲ ପାଆନ୍ତି ।
ପଞ୍ଚମ ନମ୍ବର ବାଛିଛନ୍ତି ବାଛି ଥିଲେ ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୟନ କରିଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ଏମିତି ଭାବୁଛନ୍ତି କି ଆପଣ ସାମନା ବାଲାର କେୟାର କରୁ ନାହାନ୍ତି । ଆପଣ ଅବହେଳା କରୁଛନ୍ତି । ଜିନିଷକୁ କେମିତି ମ୍ୟାନେଜ କରିବାକୁ ହୁଏ ଜଣା ନାହି । ଆପଣ ଅନ୍ୟର ବୁଦ୍ଧି ରେ କମ କରିଥାନ୍ତି ବୋଲି ସେ ଭାବୁଛନ୍ତି । ଆପଣଙ୍କର ଚିନ୍ତା ଏତେ ତେଜ ନୁହେଁ କି ଆପଣ ଜୀବନରେ ପ୍ରଗତି କରିପାରିବେ ନାହି ।