କାହାର ନାମ ଭାବି କୌଣସି ଗୋଟେ ନମ୍ବର କେକ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଆଇସକ୍ରିମ ର ଚିତ୍ର ।

ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତାପରେ ଆପଣ ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଜାଣିବା ନେବା ଉତ୍ତର । 1- ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ଭାବୁଛନ୍ତି ଆପଣଙ୍କର ପର୍ଶନଙ୍କ ସହ ବହୁତ ଝଗଡା ହେଉଛି । ତାଙ୍କ ସହ ଆପଣ କଥା ଭଲ ଭାବେ ବିଚାର କରି କହିବା ଉଚିତ ।

କେବେ ଆପଣଙ୍କ ସାଥି ସମ୍ପର୍କ ଭାଙ୍ଗି ଦେବେ ତାହା ପାଇଁ ଆପଣ ଭୟ କରୁଛନ୍ତି । ତାଙ୍କ ଠାରେ ବହୁତ ରାଗ ଅଛି । ଆପଣ ତାଙ୍କୁ ନେଇ ପଜେଟିଭ ଅଛନ୍ତି କିନ୍ତୁ ତାଙ୍କର ରାଗ କୁ ନେଇ ବହୁତ ଚିନ୍ତାରେ ଅଛନ୍ତି । ତାଙ୍କୁ ଲାଗୁଛି ଆପଣ ବହୁତ ଭଲ ମଣିଷ । ସେ ଆପଣଙ୍କ ସହ ଲାଇଫରେ ଆଗକୁ ବଢିବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି ଆଉ ବନ୍ଧୁତା ବାନ୍ଧିବାକୁ ଚାହୁଁଛନ୍ତି ।

2- ଯଦି ଆପଣ ଦ୍ଵିତୀୟ ନମ୍ବର ନିଜର ସାଥିଙ୍କ ପାଇଁ ବାଛିଛନ୍ତି ତେବେ ଆପଣ ବହୁତ ପଜେଟିଭ ଭାବୁଛନ୍ତି । ଆପଣଙ୍କ ପର୍ଶନ ସବୁ କ୍ଷେତ୍ରରେ ଆପଣଙ୍କ ସାଥ ଦେବେ । ଆପଣଙ୍କୁ ଲାଗୁଛି ସେ ଆପଣଙ୍କ ସହ ଲାଇଫରେ ଥିଲେ ଆପଣ ସବୁ କିଛି ହାସଲ କରିପାରିବେ । ସବୁ ଖୁସି ମିଳି ଯାଉଛି ସେ ଆପଣଙ୍କ ସହ ଥିଲେ । ଆପଣଙ୍କ ପର୍ସନଙ୍କୁ ଲାଗୁଛି କି ଆପଣ ଏମିତି ବ୍ୟକ୍ତି କି ଆପଣ ଅବହେଳା କରୁଛନ୍ତି ।

ଆପଣଙ୍କୁ ବୁଝିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଆପଣ ଲାଇଫରେ ସବୁ ଠିକ କରନ୍ତି କିନ୍ତୁ ଯେବେ ଜରୁରତ ଥାଏ ସେତେବେଳେ ସେହି କାମ କରନ୍ତି ନାହି । ସେ ଆପଣଙ୍କ ଉପରେ ରାଗିଛନ୍ତି ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବର ଚୁଜ କରିଛନ୍ତି ଆନ ନିଜ ପର୍ସନଙ୍କୁ ନେଇ କନଫିୟୁଜ ଅଛନ୍ତି । କିଛି ବି ନିସ୍ପତି ନେଇପାରୁ ନାହାନ୍ତି । ଆପଣ ଯାହା ଅନୁଭବ କରୁଛନ୍ତି ତାହା ଉପରେ ବିଶ୍ଵାସ କରିବେ ନା ଯାହା ସତ ତାହାକୁ ନେଇ ବିଶ୍ଵାସ କରିବେ । ଆପଣ ପଜେଟିଭ କିନ୍ତୁ ଯାହା ସତ ତାହା ସାମ୍ନାକୁ କରିବାକୁ ହେବ । ଆପଣଙ୍କ ପର୍ଶନଙ୍କ ଲାଇଫରେ କଣ ହେଉଛି ସେ ବୁଝିପାରୁ ନାହାନ୍ତି ।

ସେ ଆପଣ ଦୁହିଙ୍କର ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି । ଆପଣ ତାଙ୍କ ମନର କଥା ବୁଝି ସବୁ କିଛି ଠିକ କରି ଦେବେ ବୋଲି ଭାବୁଛନ୍ତି । ଆପଣଙ୍କ ପର୍ସନ ଏବେ କ୍ୟାରିୟରକୁ ନେଇ କିଛି କରିବାକୁ ଚାହୁଁଛନ୍ତି । ବନ୍ଧୁଗଣ ଆପଣ କେଉଁ ନମ୍ବର ଚୁଜ କରିଲେ ଆମକୁ ନିଶ୍ଚୟ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *