ନମସ୍କାର ବନ୍ଧୁଗଣ । ଅଜଯ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ ବସ୍ତୁ ଯାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି କାହା ମନରେ ଆପଣଙ୍କ ପାଇଁ କେଉଁ ଭାବନା ରହିଛି । ଏହା ପାଇଁ ଆପଣ ପ୍ରଥମେ କୌଣସି ଏକ ବ୍ୟକ୍ତି ଙ୍କୁ ସ୍ମରଣ କରି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ର କେକ କୁ ବାଛି ନିଅନ୍ତୁ । କିନ୍ତୁ ବନ୍ଧୁଗଣ ପ୍ରଥମେ କହି ରଖୁଚୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ । ତେଣୁ କିଛି ଲୋକ ଙ୍କ ଜୀବନ ସହ ଏହା କନେକ୍ଟ ହୋଇ ନଥାଏ ।
ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ନିଜର ଜୀବନ ସାଥି ଦେଖିଥାନ୍ତି । ଏମିତି ମଣିଷ ଦେଖିଥାନ୍ତି ଯିଏ ପଜେଟିଭ ହୋଇଥାନ୍ତି । ତାଙ୍କ ଠାରୁ ଆପଣ ସଚ୍ଚା ବନ୍ଧୁତା ଆଶା କରିଥାନ୍ତି । ଆପଣ କିଛି କଥା ନ ଭାବି ନିସ୍ପତି ନେଇଥାନ୍ତି । ଆପଣଙ୍କ ମନ ହେଲେ କଥା ହୁଅନ୍ତି ନ ହେଲେ ନାହି । ଆପଣ ବହୁତ ଅଧିକ ଆକର୍ଷିତ ମଣିଷ ଅଟନ୍ତି ଏମିତି ସେ ଭାବୁଛନ୍ତି ।
ଯେଉଁ ବ୍ୟକ୍ତି ଦ୍ୱିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ନେଇ ସେ କନଫିଉଜ ଅଛନ୍ତି । ଆପଣଙ୍କ ଅପେକ୍ଷା ସେ ଅନ୍ୟ ମାନଙ୍କ କଥାରେ ବିଶ୍ଵାସ କରୁଛନ୍ତି । ଆପଣଙ୍କ ପାଇଁ ଆତଙ୍କ ମନରେ କନଫିୟୁଜ ଆଉ ସନ୍ଦେହ ଅଛି । ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଚିଟ କରୁଛନ୍ତି । ଆପଣଙ୍କ ଅନରେ ତାଙ୍କ ପାଇଁ ବନ୍ଧୁତା, ପ୍ରେମ ରହିଛି ।
ଆପଣ ତୃତୀୟ ନମ୍ବର ଯାହା ପାଇଁ ଭାବୁଛନ୍ତି ବହୁତ ପଜେଟିଭ ଉର୍ଜ ରହିଛି । ସେ ଆପଣଙ୍କର ଲଭ ପାର୍ଟନର ହୋଇପାରନ୍ତି । ସେ ଆପଣଙ୍କୁ କେବେ ବି ଛାଡିବାକୁ ଚାହୁଁ ନାହାନ୍ତି । ସେ ଆପଣଙ୍କ ଦୁଖକୁ ନିଜର କରବାକୁ ଚାହୁଁ ଛନ୍ତି । ସେ ଆପଣଙ୍କୁ ବାସ ଖୁସି ଦେବାକୁ ଚାହୁଁ ଛନ୍ତି । ବହୁତ ପଜେଟିଭ ଫିଲିଙ୍ଗ୍ସ ରହିଛି । ଯଦି ଆପଣ ନିଜ ବନ୍ଧୁ ଙ୍କ ପାଇଁ ଏହି ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କ ମନରେ ଭଲ ଫିଲିଙ୍ଗ୍ସ ରହିଛି ଆପଣଙ୍କ ପାଇଁ । ଆପଣ ଦୁହିଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ରହିଛି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର ବାଛିଛନ୍ତି ଆମକୁ କମେଣ୍ଟ ରେ ନିସ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।