ବନ୍ଧୁଗଣ ଆପଣ ମାନେ ଜାଣିବାକୁ ଚାହୁଁଛନ୍ତି କି ଆପଣ ଙ୍କର ସେହି କୌଣସି ପ୍ରିୟ ବନ୍ଧୁ ବା ମିତ୍ର ଆପଣଙ୍କ ପାଇଁ କଣ କଣ ଚିନ୍ତା କରୁଥିବେ ବା ଚିନ୍ତା କରୁଛନ୍ତି । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ପାଇଁ କେଉଁ ବ୍ୟକ୍ତି ନିଜ ମନରେ କେଉଁ ଭଳି ପ୍ରତିକ୍ରିୟା ମାନ ରଖୁଛନ୍ତି ।
ତେବେ ଆପଣ ତଳେ ଥିବା ଏହି ତିନୋଟି ଫୁଲ ମଧ୍ୟରୁ କୌଣସି ଏକ ନମ୍ବର ର ଫୁଲ କୁ ଚୟନ କରି ନିଅନ୍ତୁ । ଆପଣ ଯେଉଁ ବ୍ୟକ୍ତିଙ୍କ ମନର କଥା କୁ ଜାଣିବାକୁ ଚାହୁଁଛନ୍ତି, ସେହି ବ୍ୟକ୍ତିଙ୍କ କଥା କୁ ଚିନ୍ତା କରି କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ ।
ଯେଉଁ ମାନେ ନମ୍ବର 1 ଫୁଲ ଚୟନ କରିଛନ୍ତି, ସେ ବ୍ୟକ୍ତି ବୋଧ ହୁଏ ଆପଣଙ୍କ ପାଇଁ ଭଲ ନ ହୋଇ ପାରନ୍ତି । ଏହାର କାରଣ ସେ ବୋଧ ହୁଏ, କିଛି ସ୍ଵାର୍ଥ ପାଇଁ ଆପଣଙ୍କ ସହ ଜଡିତ ହୋଇ ରହିଛନ୍ତି । ଆପଣ ଟିକେ ଦେଖି କରି ତାଙ୍କ ସହ ମିଳାମିଶା କରନ୍ତୁ । ଆପଣଙ୍କୁ ସେ ବହୁତ ସାଂମ୍ମାନ ଦେଇଥାନ୍ତି ।
ନମ୍ବର 2 ଫୁଲ କୁ ଆପଣ ଯେଉଁ ବ୍ୟକ୍ତିଙ୍କ ବିଷୟ ରେ ଜାଣିବା ପାଇଁ ଚୟନ କରିଛନ୍ତି ସେହି ବ୍ୟକ୍ତି ଙ୍କ ମନରେ ଆପଣଙ୍କ ପାଇଁ କିଛି ଏପରି ଭାବନା ରହିଛି କି ସେ ଭାବନ୍ତି ଆପଣ ଜଣେ ଖୁବ ଅଧିକ ପ୍ରଭାବି ବ୍ୟକ୍ତି ଅଟନ୍ତି । ତାହାଛଡା ଆପଣ ତାଙ୍କ ସହ ଯୋଡି ହୋଇ ରହିଛନ୍ତି, ବୋଲି ସେ ନିଜକୁ ଖୁବ ଭାଗ୍ୟଶାଳୀ ବୋଲି ମଧ୍ୟ ଭାବିନ୍ତି । ତାଙ୍କ ମନରେ ଆପଣ ଙ୍କୁ ନେଇ ଏକ ଖୁବ ଭଲ ଏକ ଛବି ଟିଏ ରହିଅଛି ।
ନମ୍ବର 3 ଫୁଲ ଯେଉଁମାନେ ଯେଉଁ ବ୍ୟକ୍ତିଙ୍କ ପାଇଁ ଚୟନ କରିଛନ୍ତି, ସେମାନଙ୍କୁ ଏପରି ଲାଗେ କି ଆପଣ ଗୋଟେ ଭୁଲ ଲୋକ ଙ୍କ ସହ ରହୁଛନ୍ତି, ବା ଆପଣ କୌଣସି ଭୁଲ ଲୋକଙ୍କ ସହ ନିଜର ବନ୍ଧୁତା କରି ଦେଇଛନ୍ତି । ତାଙ୍କୁ ଭୟ ରହିଛି ଯେ ଆପଣ ବୋଧ ହୁଏ ଜୀବନରେ କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇ ଯାଇ ପାରନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।