ନମସ୍କାର ବନ୍ଧୁଗଣ । ବେଳେ ବେଳେ ଆମେ ମାନେ ନିଜ ମନର ଭାବନା କିଛି ବ୍ୟକ୍ତି ଙ୍କ ଆଗରେ ଠିକ ଭାବରେ ସଂପୂର୍ଣ୍ଣ ରୂପରେ ପରି ପ୍ରକାଶ କରି ପାରି ନଥାଉ । ଏପରି ଆମର ସବୁବେଳେ ପ୍ରଥମେ ଏହା ଜଣାଇବାକୁ ଇଛା ରହିଥାଏ କି ଆମେ ଯାହାଙ୍କ ପାଇଁ ନିଜ ମନରେ ଏତେ ଭଲ ପାଇବା ଭରି ରଖିଛୁ ତାଙ୍କ ମନରେ କଣ ଆମ ପାଇଁ ସେହି ଭଳି ପ୍ରେମ ଓ ଭାବନା ରହିଅଛି ନା ନାହଁ ।
ଏହା ଜାଣିବାକୁ ସମସ୍ତ ଙ୍କର ଇଛା ରହିଥାଏ । ଆପଣ କୌଣସି ବ୍ୟକ୍ତି ଙ୍କୁ ଚିନ୍ତା କରି ଯଦି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରେ କୌଣସି ଏକ ନମ୍ବର କୁ ଚୟନ କରିଥାନ୍ତି, ତେବେ ଆପଣ ତାଙ୍କ ମନ ର ଭାବ କୁ ଜାଣି ପାରିବେ । ବନ୍ଧୁଗଣ କିନ୍ତୁ ଏଠାରେ ଆପଣ କୌଣସି ଏକ ବ୍ୟକ୍ତି ଙ୍କ ପାଇଁ ଏକ ନମ୍ବର ର ହିଁ ଚୟନ କରି ପାରିବେ ।
ଯଦି ଆପଣ ପ୍ରଥମ ନମ୍ବର ପସନ୍ଦ କରିଛନ୍ତି ତେବେ ସେ ଆପଣଙ୍କ ବହୁତ ଭଲ ସାଙ୍ଗ କିନ୍ତୁ ଏହି ସମୟ ଆପଣ ଦୁହିଙ୍କ ମଝିରେ କିଛି କଥା ପାଇଁ ସମ୍ପର୍କ ଭଲ ନାହିନ ଆପଣ ଦୁହେଁ ଭଲରେ କଥା ହବାକୁ ଚାହୁଁ ନାହାନ୍ତି । କିନ୍ତୁ ବହୁତ ଶୀଘ୍ର ସବୁ ଭଲ ହବ ଆଉ ଏହି ରାଗ ସମାପ୍ତ ହବ । ସେ ବ୍ୟକ୍ତି ଆପଣଙ୍କର ବନ୍ଧୁ ବା ବିଜେନେସ ପାର୍ଟନର ହୋଇପାରନ୍ତି । ଆପଣ ଦୁହିଙ୍କର ସ୍ଵାର୍ଥ ଭାବ ରହିଛି ପରସ୍ପର ପ୍ରତି । ଆପଣଙ୍କୁ ଲାଗୁଛି ସେ ବ୍ୟକ୍ତି ଲୋଭୀ ହେବ ସହ ନିଜ ବିଷୟରେ ସବୁବେଳେ ଚିନ୍ତା କରୁଛନ୍ତି ।
ଆପଣ ଯାହା ପାଇଁ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ସେ ଭାବୁଛନ୍ତି ଆପଣଙ୍କ ଠାରେ ଲୋଭ ପ୍ରକୁର୍ତି ରହିଛି । ସେ ଆପଣଙ୍କର ସ୍ଵାମୀ ବା ସ୍ତ୍ରୀ ହୋଇପାରନ୍ତି । ଇଶ୍ଵର ଆପଣଙ୍କୁ ଯେତେ ଧନ ଦୌଲତ ଦେଲେ ବି ଆପଣ କମି ଅନୁଭବ କରିଥାନ୍ତି । ହୋଇପାରେ ଆପଣଙ୍କ ପ୍ରେମିକ ବା ପ୍ରେମିକା ହୋଇପାରନ୍ତି । ସେ ଭାବୁଛନ୍ତି ଆପଙ୍କୁ ଜୀବନରେ ସବୁ କିଛି ମିଳିଛି ଆପଣ ଲକି ପର୍ସନ ଅଟନ୍ତି ।
ସେ ଆପଣଙ୍କ ସହ ନିଜ ଭବିଷ୍ୟ ଦେଖିବାକୁ ପସନ୍ଦ କରନ୍ତି, ତାଙ୍କ ପାଇଁ ଆପଣ ତାଙ୍କ ପ୍ରେମିକ ମଧ୍ୟ ହେଇପାରନ୍ତି । ହେଇପାରେ ସେ ଆପଣଙ୍କୁ କେବେ ତାଙ୍କ ମନର କଥା କହି ନଥିବେ, କିନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ ଏହି ବିଚାର ଭାବ ରହିଛି । କିନ୍ତୁ ସେ ଭାବନ୍ତି ଆପଣ ତାଙ୍କୁ ସମୟ ଦେଉ ନାହାନ୍ତି ଅଥବା ଆପଣ ତାଙ୍କୁ ବୁଝିନାହାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।